କେନ୍ଦୁଝର: ରାତିସାରା ସ୍କୁଲରେ ରହି ଝରକା ରେଲିଂରେ ଲଟକି ଥିଲା ଛାତ୍ରୀ ଉଦ୍ଧାର।

ଚରମ ଦାୟିତ୍ୱହୀନତା ପ୍ରଧାନ ଶିକ୍ଷକ ନିଲମ୍ବିତ।              କେନ୍ଦୁଝର,ତା୨୩/୮- ଛୋଟ ଛୁଆ ସେ କ'ଣ ଯାଣିଛି ସ୍କୁଲ ଛୁଟି ବେଳେ ପ୍ରକୋଷ୍ଠରେ ନିଘୋଡ଼ ନିଦରେ ଶୋଇ ପଡ଼ିଥିଲା ଯେ ସବୁ କବାଟରେ ଚାବି ଦେଇ ଚାଲି ଯାଇଥିଲେ ଭିତରେ ସେ ଏକୁଟିଆ ରହିଯାଇଥିଲା। ତେବେ ରାତି ଅନ୍ଧାରରେ ଝିଅଟି ଡରି…

ଅମଲା ସଂଘ ପକ୍ଷରୁ ୧୦ ଦଫା ଦାବିରେ କଲମ ଛାଡ଼ ଆନ୍ଦୋଳନ ୧୨ ଦିନରେ,

ଗୁଣପୁର ତହସିଲ ଅଫିସ ଆଗରେ ଧାରଣା, ଖବର ଦାତା ସମ୍ମିଳନୀ ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି:ଗୁଣପୁର ରାଜ୍ୟ ରାଜସ୍ଵ ଅମଲା ସଂଘର ଡାକରାରେ ଆରମ୍ଭ ହୋଇଥିବା ଆନ୍ଦୋଳନ ଶୁକ୍ରବାର ୧୨ ଦିନରେ ପହଁଚିଛି l ଅମଲା ସଂଘ ରାୟଗଡା ଶାଖାର ୨୮୦ ଜଣ ରାଜସ୍ଵ ଅମଲା କଲମ ଛାଡ଼ ଆନ୍ଦୋଳନରେ ଅଂଶ ଗ୍ରହଣ…

ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଅଙ୍ଗନବାଡ଼ି ଘର ନଥିବାରୁ ଜଣକ ବାରଣ୍ଡାରେ ପଢୁଛନ୍ତି ଛୁଆ ।

କେନ୍ଦୁଝର,ତା୨୩/୮- ଶିକ୍ଷାର ସ୍ଲୋଗାନ ହେଲା “ ସମସ୍ତେ ପଢିବେ ସମସ୍ତେ ବଢିବେ ” ତେବେ ଏହାର ଘୋର ବ୍ୟତିକ୍ରମ ଖୋଦ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିଜ ଜିଲ୍ଲା କେନ୍ଦୁଝରରେ ଦେଖିବାକୁ ମିଳିଛି। ସୂଚନା ମିଳିଛି କି ପାଟଣା ବ୍ଲକ ଅନ୍ତର୍ଗତ କେନ୍ଦେଇପସି ପଞ୍ଚାୟତର କେନ୍ଦୁଆପଡା ଗ୍ରାମରେ…

ବେଲଗୁଣ୍ଠା ଗୋପାଳ ସମାଜ ପଡିଆ ମୁଠାର ନନ୍ଦୋତ୍ସବ ଓ ସାଧାରଣ ବୈଠକ କାର୍ଯ୍ୟକ୍ରମ

ବେଲଗୁଣ୍ଠା--(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ଗୋପାଳ ସମାଜ ପଡିଆ ମୁଠାର ନନ୍ଦୋତ୍ସବ ଓ ସାଧାରଣ ବୈଠକ କାର୍ଯ୍ୟକ୍ରମ ବେଲଗୁଣ୍ଠାସ୍ଥିତ ସମାଜ ଗୃହରେ ଅନୁଷ୍ଠିତ ହୋଇଯାଇଅଛି ।ମୁଠା ସଭାପତି ପ୍ରଫୁଲ୍ଲ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ହୋଇଥିବା କାର୍ଯ୍ୟକ୍ରମରେମୁଖ୍ୟ ଅତିଥି ଭାବେ ଭଞ୍ଜନଗର…

ରାଜସ୍ୱ ଅମଲା ସଂଘର ଆନ୍ଦୋଳନ ୧୨ ଦିନରେ ପହଞ୍ଚିଲା ସରକାରୀ କାର୍ଯ୍ୟ ଅଚଳପ୍ରାୟ।

କେନ୍ଦୁଝର,ତା ୨୨/୮- ରାଜସ୍ୱ ଅମଲାମାନଙ୍କ ସାମୁହିକ ଛୁଟି ଦ୍ବାଦଶ ଦିବସରେ ପହଞ୍ଚିଲା। ରାଜସ୍ବ ଅମଲାମାନଙ୍କର ୧୦ ଦଫା ଦାବୀ ରାଜ୍ୟ ସରକାର ପୂରଣ କରି ନଥିବାରୁ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟ ଏବେ ଠପ ହୋଇଯାଇଛି। ରାଜସ୍ବ ଅମଲାଙ୍କ ଆନ୍ଦୋଳନ ଯୋଗୁଁ ସମସ୍ତ ବ୍ଲକ, ତହସିଲ, ଜିଲ୍ଲା…

ଜିଲ୍ଲାସ୍ତରୀୟ ଆଦି କର୍ମଯୋଗୀ ଅଭିଯାନ ବୈଠକ ଅନୁଷ୍ଠିତ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଜି ଗଜପତି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ “ଆଦି କର୍ମଯୋଗୀ ଅଭିଯାନ” ଉପଲକ୍ଷେ ଏକ ଜିଲ୍ଲା ସ୍ତରୀୟ ଅଭିମୁଖୀ କରଣ ପ୍ରାରମ୍ଭିକ ବୈଠକ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଫାଲଗୁନି ମାଝିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ…

ହିତାଧିକାରୀ ପାଇଲେ ସରକାରୀ ସହାୟତା

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-,ଆଜି ବେଲଗୁଣ୍ଠା ପଂଚାୟତ ସମିତି ତରଫରୁ ସ୍ଥାନୀୟ ଇଣ୍ଡୋର୍ ଷ୍ଟାଡିୟମ୍ ଠାରେ ସରକାରୀ ସହାୟତା ପ୍ରଦାନ ସମାରୋହ ଅନୁଷ୍ଠିତ ହୋଇଯାଇଛି I ବେଲଗୁଣ୍ଠା ପଂଚାୟତ ସମିତି ଅଧ୍ୟକ୍ଷା ମମତା ଭୋଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ…

ଶିକ୍ଷକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ଗାଙ୍ଗପୁର ଥାନା ଅନ୍ତର୍ଗତ ସିଙ୍ଗିପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ପ୍ରଭାତ କୁମାର ମିଶ୍ରଙ୍କ ନିମାପଡ଼ା ବ୍ଳକ୍ କାଶୀପୁର ପ୍ରାଥମିକ ବ୍ଳକ୍ କୁ ଡ଼େପୁଟେସନ୍ ରେ ବଦଳି ହୋଇଥିବା ଯୋଗୁଁ ତାଙ୍କୁ ବିଦ୍ୟାଳୟ ତରଫରୁ ବିଦାୟକାଳୀନ ସମ୍ବର୍ଦ୍ଧନା…

ଅବକାରୀ ବିଭାଗ ପକ୍ଷରୁ ଅଚାନକ୍ ଚଢ଼ାଉ

ମୟୂରଭଞ୍ଜ ରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ।: ,,ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଅନ୍ତର୍ଗତ ଅଞ୍ଚଳରେ ଥିବା ବିଭିନ୍ନ ହୋଟେଲ ଗୁଡିକରେ ଅବକାରୀ ବିଭାଗ ଦ୍ଵାରା ଆକସ୍ମିକ ଭାବରେ ଚଢାଉ କରାଯାଇଥିଲା । ଚଢାଉ କରି ଅବକାରୀ ବିଭାଗ ଦ୍ଵାରା ପ୍ରାୟ ୫୪ ଲିଟର ୭୫୦ ମିଲିଲିଟର ମଦ ଜବଦ କରାଯାଇଛି…

ପାର୍ବଣ ଋତୁରେ ମୂର୍ତ୍ତି ତିଆରି, ମଣ୍ଡପ ତିଆରି ଓ ବିର୍ସଜନ ନିମନ୍ତେ ଉପଖଣ୍ଡ ମାଜିଷ୍ଟ୍ରେଟଙ୍କ ନିୟମାବଳୀ ଜାରି ।

ଗୁଣପୁର ତା:୨୨-୦୮-୨୦୨୫ତାରିଖ, ଚଳିତ ବର୍ଷ ପାର୍ବଣ ଋତୁରେ ମୂର୍ତ୍ତି ତିଆରି, ମଣ୍ଡପ ତିଆରି, ବିର୍ସଜନ, ଶୋଭାଯାତ୍ରା, ସାସ୍କୃତିକ କାର୍ଯ୍ୟକ୍ରମ ନିମନ୍ତେ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଉପଖଣ୍ଡ ମାଜିଷ୍ଟ୍ରେଟଙ୍କ ତରଫରୁ ଜାରି କରାଯାଇଛି । ମୂର୍ତ୍ତି ତିଆରି କରୁଥିବା କାରିଗର ସେମାନେ…