ଗାୟତ୍ରୀ ଫାର୍ମାସି ମହାବିଦ୍ୟାଳୟରେ ‘ମାଆ ପାଇଁ ଗଛ ଟିଏ’ ବୃକ୍ଷରୋପଣ ଅଭିଯାନ

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗୁଣପୁର ସ୍ଥିତ ଗାୟତ୍ରୀ ଫାର୍ମାସି ମହାବିଦ୍ୟାଳୟ ପରିସରରେ ସାମାଜିକ ଓ ପରିବେଶ ସଚେତନତାର ବାର୍ତା ‘ମାଆ ପାଇଁ ଗଛ ଟିଏ’ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରିନ୍ସିପାଲ ଡଃ କାହ୍ନୁଚରଣ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଏବଂ ଆମ ଓଡିଶା…

ଗଜପତିରୁ ପୋଷ୍ୟ ସନ୍ତାନ ଗ୍ରହଣ କଲେ ପଶ୍ଚିମ ବଙ୍ଗ ରାଜ୍ୟର ଦମ୍ପତି

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାରୁ ୭୩ତମ ଶିଶୁଙ୍କୁ ଜିଲ୍ଲାପାଳ ଶ୍ରୀମତି ମଧୁମିତା (ଭା.ପ୍ରା.ସେ) ପୋଷ୍ୟ ସନ୍ତାନ ଭାବେ ପଶ୍ଚିମ ବଙ୍ଗ ରାଜ୍ୟର ଏକ ଦମ୍ପତିଙ୍କୁ ହସ୍ତାନ୍ତର କରିଛନ୍ତି। ପିତୃମାତୃହୀନ ଏହି ଶିଶୁଙ୍କୁ ପରିତ୍ୟକ୍ତ ଅବସ୍ଥାରେ ଅଜଣା ବ୍ୟକ୍ତି ଜିଲ୍ଲା…

ଜିଲ୍ଲାସ୍ତରୀୟ କୃଷକ ଓ କ୍ରେତଙ୍କ ମଧ୍ୟରେ ସାକ୍ଷାତକାରୀ ସଭା ଓ ବଜାର ସମ୍ପର୍କ କର୍ମଶାଳା

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜିଲ୍ଲାସ୍ତରୀୟ କୃଷକ ଓ କ୍ରେତାଙ୍କ ମଧ୍ୟରେ ସାକ୍ଷାତକାରୀ ସଭା ଓ ବଜାର ସମ୍ପର୍କ କର୍ମଶାଳା ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସାମ୍ପ୍ରତିକ ସମୟରେ ଫସଲର ବିବିଧି କରଣ ସମ୍ପର୍କ ରେ…

ବେଆଇନ କ୍ଲିନିକ୍ ସିଲ୍ ମାମଲା : ସଂମ୍ପୃକ୍ତି ଥିବା ଡାକ୍ତରଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଟାନ ଦାବି

ବିଧାୟକ ଓ  ଉପଜିଲ୍ଲାପାଳ ଙ୍କୁ ଦାବିପତ୍ର ଦେଲେ ତୃତୀୟଲିଙ୍ଗ ମହାସଂଘ ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗତ କିଛି ବର୍ଷ ହେବ ଗୁଣୁପୁର ପୈାରପରିଷଦ କପିଳପରୁ ଠାରେ ଲକ୍ଷ୍ମଣ ଲାବନ୍ୟ ( ମାତୃ) ଚିକିତ୍ସାଳୟ ଓ ଗବେଷଣା କେନ୍ଦ୍ର ନାମରେ ୬ ମହଲା ବିଶିଷ୍ଟ କ୍ଲିନିକ୍ ଗଢିଉଠିଥିଲା। ଏହି…

ଦଳୀୟ ବିଶୃଙ୍ଖଳା ପାଇଁ ଦୁଇ ବିଜେପି ନେତା ଙ୍କୁ ଦଳରୁ ନିଲମ୍ବନ କଲେ ଜିଲ୍ଲା ବିଜେପି ସଭାପତି

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାରେ ଦଳୀୟ ବିଶୃଙ୍ଖଳା ଓ ଦଳ ବିରୋଧୀ କାର୍ଯ୍ୟ ପାଇଁ ପୂର୍ବତନ ଗଜପତି ଜିଲ୍ଲା ବିଜେପି ସଭାପତି ସିଦ୍ଧେଶ୍ୱର ମିଶ୍ର ଓ ଗୁମ୍ମା ବ୍ଲକ୍ କୁଜାସିଂ ପଞ୍ଚାୟତର ପୂର୍ବତନ ସରପଞ୍ଚ କାହ୍ନୁ ଚରଣ ଭୂୟାଁଙ୍କୁ ଦଳରୁ ନିଲମ୍ବନ କରାଯାଇଛି। ଏନେଇ…

ମଶାଣି ପଡ଼ିଆ ଚତୁଃର୍ପାଶ୍ୱରେ ଫଳ ଓ ଔଷଧୀୟ ଉଦ୍ୟାନ ଅଭିଯାନ ଆରମ୍ଭ କଲା ଗ୍ରୀନ ୱାର୍ଲଡ

ଦୁଇଶହରୁ ଅଧିକ ଫଳ ଓ ଔଷଧୀୟ ଚାରା ରୋପଣ ଭୁବନେଶ୍ୱର: ବିଏମସିର ୱାର୍ଡ ନଂ. 2 ପଟିଆ ଗ୍ରାମ ମଶାଣି ପଡିଆରେ" ଗ୍ରୀନ ୱାର୍ଲଡ " ଦ୍ଵାରା ଏକ ଫଳ ବଗିଚା ପାଇଁ ଚାରାରୋପଣ କରାଯାଇଛି., ପରିବେଶପ୍ରେମୀ ନୃପେଶ ନାୟକଙ୍କ ନେତୃତ୍ୱରେ ଗ୍ରୀନ ୱାର୍ଲଡ ପକ୍ଷରୁ ଏହି ଅଭିଯାନ ହାତକୁ ନିଆଯାଇଛି. ଏଥିରେ…

ସୋଆ ବିଶ୍ୱବିଦ୍ୟାଳୟରେ ରାଗିଂ ବିରୋଧୀ ସପ୍ତାହ ପାଳିତ

ଭୁବନେଶ୍ୱର, ଅଗଷ୍ଟ ୨୧: ନିକଟରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍ଡ ଟୁ ବି ବିଶ୍ୱବିଦ୍ୟାଳୟରେ ର୍ୟାଗିଂ ବିରୋଧୀ ସପ୍ତାହ ପାଳନ ହୋଇଯାଇଛି । ବିଶ୍ୱବିଦ୍ୟାଳୟ ପରିଚାଳିତ ସମସ୍ତ ଶିକ୍ଷାନୁଷ୍ଠାନ ତଥା ବିଶ୍ୱବିଦ୍ୟାଳୟ ସ୍ତରରେ ଅଗଷ୍ଟ ୧୨ ରୁ ୧୮ ପର୍ଯ୍ୟନ୍ତ ଏହି ସପ୍ତାହ ପାଳନ କରାଯାଇଥିଲା ।…

ନୟାଗଡ଼ ଜିଲ୍ଲା କଂଗ୍ରେସ କମିଟି ସାଙ୍ଗଠନିକ ବୈଠକ

ଓଡ଼ଗାଁ,୨୧।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା କଂଗ୍ରେସ କମିଟି ସଭାପତି ସତ୍ୟବ୍ରତ ନାୟକଙ୍କ ଅଧ୍ୟକ୍ଷତାରେ ଓଡ଼ଗାଁ ପୃତବିଭାଗ ଡ଼ାକବଙ୍ଗଳାରେ ଜିଲ୍ଲା କଂଗ୍ରେସ କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଓଡ଼ିଶା କଂଗ୍ରେସ ପ୍ରଦେଶ ପର୍ଯ୍ୟବେକ୍ଷକ ଅଖିଳ ଭାରତ କଂଗ୍ରେସ…

ଧରା ପଡିଲେ ଫେରାର ଏସଆଇ

ଜଗତସିଂହପୁର,ତା-୨୧.୦୮.୨୦୨୫/ସୁମନ୍ତ କୁମାର ଦାସ: ଜଗତସିଂହପୁର ବାଲେଶ୍ଵର ଥାନା ଅଞ୍ଚଳର ପୋଲିସ ଏସଆଇ ଚାକିରୀ ପାଇଥିବା ଅମିତି ପାଢ଼ୀ ନାମକ ଜଣେ ଯୁବକ ଫେସବୁକରୁ ପ୍ରେମ କରି ଜଗତସିଂହପୁର ଥାନା ଅଞ୍ଚଳର ଜଣେ ୧୦ମ ଶ୍ରେଣୀ ଛାତ୍ରୀଙ୍କୁ ଉଠାଇ ନେଇ ବିବାହ କରିଥିଲେ। ବିବାହ ପରେ ନାବାଳିକା…

ବାଲୁଗାଁରୋଟାରୀ କ୍ଳବ ପକ୍ଷରୁ ବିଶାଳ ଚକ୍ଷୁ ଚିକିତ୍ସା ଶିବିର ଆୟୋଜନ

ବାଣପୁର:(ସେକ କୌସର): ଆଜି ବାଣପୁର ବାଲୁଗାଁ ରୋଟାରୀ କ୍ଳବ ପକ୍ଷରୁ ଏକ ବିଶାଳ ଚକ୍ଷୁ ଚିକିତ୍ସା ଶିବିରର ଆୟୋଜନ ବାଣପୁର ବ୍ଳକର ଭେଟେଶ୍ବର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ କରାଯାଇଅଛି । ଭୂବନେଶ୍ବର ରୋଟାରୀ କ୍ଳବ ପକ୍ଷରୁ ଏକ ଭ୍ରାମ୍ଯମାଣ ଚକ୍ଷୁ ଚିକିତ୍ସା ଯାନ, ଭିଜନ କେଆର ହସ୍ପିଟାଲ ଓ…