ଖୋରଧା ଟାଙ୍ଗୀ କୁ ଏନ୍.ଏ.ସି.ଘୋଷଣା ଦାବି ରେ ଏକଜୁଟ ହେଲେ ଅଞ୍ଚଳବାସୀ

ଆସନ୍ତା ସୋମବାର ଦେବେ ଦାବିପତ୍ର ଖୋର୍ଦ୍ଧାରୁ (ସେକ ଜାଫର ): ପୂର୍ବ ସରକାର ଟାଙ୍ଗୀ କୁ NAC ଘୋଷଣା କରିଥିଲେ,,, ହେଲେ ନୂତନ ସରକାର ଆସିବା ପରେ ଏଦିଗରେ କୌଣସି ପଦକ୍ଷେପ ନେଇ ନାହାନ୍ତି । ପବିତ୍ର ସ୍ୱାଧୀନତା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ୨୧ ଗୋଟି NAC ଘୋଷଣା କରିଥିବା ବେଳେ ମାତ୍ର…

ଜିଲ୍ଲା ଲେଖିକା ସଂସଦ ଆନୁକୁଲ୍ୟରେ “ବର୍ଷା କଵିତା ଆସର”

ବ୍ୟାସନଗର ,ତା୨୩/୮:  ଜିଲ୍ଲା ଲେଖିକା ସଂସଦ ଆନୁକୁଲ୍ୟରେ ସଭାପତି ହିରଣ୍ମୟୀ ମହାନ୍ତି ଙ୍କ ଅଧ୍ୟକ୍ଷତାରେ ଏକ ଆଭାସୀ କାର୍ଯ୍ୟକ୍ରମ ମାଧ୍ୟମରେ "ବର୍ଷା କଵିତା" ଆସର ଅନୁଷ୍ଠିତ ହୋଇଯାଇଅଛି। ସମ୍ପାଦିକା ଵ୍ରଜେଶ୍ଵରୀ ସିଂ ଆଗାମୀ ବାର୍ଷିକ ଉତ୍ସବ ସମ୍ପର୍କରେ ଆଲୋଚନା କରିଥିଲେ। ସଂସଦ ର…

ପଚପଚ କାଦୁଅ ରାସ୍ତାରେ ପିଲେ ଯାଉଛନ୍ତି ସ୍କୁଲ।

 କେନ୍ଦୁଝର,ତା୨୩/୮- ମଧୁବାବୁ ପିଲାବେଳେ ସ୍କୁଲ ଯାଉଯାଉ କାଦୁଅରେ ଗୋଡ଼ ଖସିଯିବାରୁ ପଡ଼ି ଯାଇଥିବାର କଥା ଆମେ ପଢିଛୁ। ତେବେ ଏହି ଘଟଣା ଘଟିବାର ଦେଢ ଶହ ବର୍ଷ କେବେ ଠାରୁ ବିତି ସାରିଲାଣି ତଥାପି ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଏପରି ରାସ୍ତା ଅଛି ତାହା କେବଳ କାଦୁଅ ପଚପଚ ନୁହେଁ ବରଂ…

ସ୍କୁଲ ପିଲାଙ୍କୁ ମାଗଣା ଶୁଖିଲା ଖାଦ୍ୟ ବଣ୍ଟନ

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୨୩/୦୮/୨୫ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅନ୍ତର୍ଗତ ଘୋଡାଖୁଣ୍ଟା କ୍ଲଷ୍ଟର ର ୧୬ ଗୋଟି ବିଦ୍ୟାଳୟ ରେ ଆଜି ପିଲାଙ୍କୁ ମାଗଣା ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି। ବାଲ ବାଟିକା ରୁ ପଞ୍ଚମ ଶ୍ରେଣୀ,ଷଷ୍ଠ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ଓ ନବମ ରୁ…

ରକ୍ତଦାନ ଶିବିର — ୮୪ ୟୁନିଟ ରକ୍ତ ସଂଗ୍ରହ

ଅସ୍ତରଙ୍ଗ : ଅସ୍ତରଙ୍ଗର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ' ସବୁଜ ଶାଖା ' ଓ ପ୍ରଜାପିତା ବ୍ରହ୍ମ କୁମାରୀ ଇଶ୍ୱରିୟ ବିଶ୍ଵବିଦ୍ୟାଳୟ ଅସ୍ତରଙ୍ଗ ଶାଖା, ର ମିଳିତ ଆନୁକୁଲ୍ୟରେ ସବୁଜ ଶାଖା ପରିସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଅସ୍ତରଙ୍ଗ ତହସିଲଦାର ପ୍ରିୟଙ୍କା ପ୍ରିୟଦର୍ଶିନୀ…

ଗଣଦୁଷ୍କର୍ମ ହତ୍ୟା ପରେ ଶବ ବ୍ୟବଚ୍ଛେଦ ରିପୋର୍ଟ ପୋଲିସ ଦେଉନି, ପରିବାର ନ୍ୟାୟ ପାଇବେ ତ ?

 କେନ୍ଦୁଝର,ତା୨୩/୮- କେନ୍ଦୁଝର ଜିଲ୍ଲାରେ ନାରୀଙ୍କ ପ୍ରତି ଅପରାଧ ବଢ଼ି ଚାଲିଛି। ଜୁନ ୧୬ ତାରିଖ ରାତିରେ ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ପଣ୍ଡାପଡ଼ା ଥାନା ତେନ୍ତଳାପଶି ଗ୍ରାମର ଏକ କଲେଜ ପଢୁଆ ନାବାଳିକା ଝିଅ ରାତିରୁ ନିଖୋଜ ଥିଲା। ହେଲେ ସକାଳେ ଝିଅର ଶବ ନିଜ ବାଡ଼ିରେ ଏକ ଛୋଟ ସଜନା ଗଛରେ…

ଜୟ ଓଡ଼ିଶା ଦ୍ୱାରା ଏହାର “ରକ୍ତଦାନ” ଯୋଜନାର ୧୬ତମ ରକ୍ତଦାନ ଶିବିର

ଭୁବନେଶ୍ୱର : ଓଡ଼ିଶାର ଅଗ୍ରଣୀ ସାମାଜିକ ସଂଗଠନ ଜୟ ଓଡ଼ିଶା ଦ୍ୱାରା ଏହାର "ରକ୍ତଦାନ" ଯୋଜନାର ୧୬ତମ ରକ୍ତଦାନ ଶିବିର ରୋଟାରୀ କ୍ଲବ ଅଫ ଆଇକନସ ଏବଂ ଶୁଶୃତ ହସ୍ପିଟାଲ ଓ ଟ୍ରମା କେୟାରର ମିଳିତ ଆନୁକୁଲ୍ୟରେ, ଫରେଷ୍ଟ ପାର୍କ ନିକଟସ୍ଥ ଶୁଶୃତ ହସ୍ପିଟାଲ ପ୍ରାଙ୍ଗଣରେ ହିଁ ଆୟୋଜିତ ହୋଇଥିଲା।…

ଲଗାଣ ବର୍ଷାରେ ଭାଙ୍ଗିଲା ଗରିବ ସୌଦାମିନିଙ୍କ ଘର: ‘ଆବାସ’ ଯୋଜନାରେ ସାମିଲ ଦାବି

https://youtu.be/xyyOBz-Z_4E କୁଚିଣ୍ଡା:(ଅଜୟ କୁମାର ବାଘ) ଲଘୁଚାପ ଜନିତ ଲଗାଣ ବର୍ଷାରେ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ବକ୍ସମା ଗ୍ରାମପଞ୍ଚାୟତ ଲାଡ଼ ଗ୍ରାମର ସୌଦାମିନି ବାରିକଙ୍କ ଘରଟି ଭାଙ୍ଗି ଯାଇଛି l ଫଳରେ ରୋଷେଇବାସ ଓ ରହିବା ପାଇଁ ସୌଦାମିନିଙ୍କ ସମେତ ସ୍ୱାମୀ,ପୁଅ,ଝିଅ…

ମହାକାଳପଡା ରାମଚଣ୍ଡୀ ପୋଲ ନିକଟରେ ବଡ଼ କୁମ୍ଭିର, ସ୍ଥାନୀୟ ଲୋକ ଭୟଭୀତ ।

କେନ୍ଦ୍ରାପଡା: (ପ୍ରଫୁଲ୍ଲ କୁମାର ମଲ୍ଲ): କେନ୍ଦ୍ରାପଡା ଜିଲ୍ଲା, ମହାକାଳପଡା ବ୍ଲକର ରାମଚଣ୍ଡୀ ପୋଲ ନିକଟରେ ଗତକାଲି ବିଳମ୍ବିତ ରାତି ପ୍ରାୟ ୧୨.୩୦ ମିନିଟରେ ଏକ ଆତଙ୍କଜନକ ଦୃଶ୍ୟ ଦେଖାଯାଇଛି । ଏକ ବଡ଼ କୁମ୍ଭିର ହଠାତ୍ ରାସ୍ତା ଉପରକୁ ଉଠି ଆସିଥିଲା, ଯାହା ଦେଖି ସ୍ଥାନୀୟ ଲୋକ…

ଡ଼ମ୍ବସରା ଉଚ୍ଚ ମାଧ୍ୟମିକ ଶିକ୍ଷା(ଯୁକ୍ତ 2) ବିଦ୍ୟାଳୟ ପରିସରରେ ଯୁକ୍ତ 2 ପ୍ରଥମ ବର୍ଷ ଛାତ୍ର ଛାତ୍ରୀଙ୍କ ସ୍ଵାଗତ…

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗୁଣୁପୁର ବ୍ଲକ ଅନ୍ତର୍ଗତ ଡ଼ମ୍ବସରା ଉଚ୍ଚ ମାଧ୍ୟମିକ ଶିକ୍ଷା(ଯୁକ୍ତ 2) ବିଦ୍ୟାଳୟ ପରିସରରେ ଯୁକ୍ତ 2 ପ୍ରଥମ ବର୍ଷ ଛାତ୍ର ଛାତ୍ରୀଙ୍କ ସ୍ଵାଗତ ସମ୍ବର୍ଦ୍ଧନା ସମାରୋହ ମହା ଆଡମ୍ବରରେ ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀ ବିଦ୍ୟାଧର ନାହକ…