Sign in
Sign in
Recover your password.
A password will be e-mailed to you.
ଅବକାରୀ ବିଭାଗ ପକ୍ଷରୁ ଅଚାନକ୍ ଚଢ଼ାଉ
ମୟୂରଭଞ୍ଜ ରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ।: ,,ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଅନ୍ତର୍ଗତ ଅଞ୍ଚଳରେ ଥିବା ବିଭିନ୍ନ ହୋଟେଲ ଗୁଡିକରେ ଅବକାରୀ ବିଭାଗ ଦ୍ଵାରା ଆକସ୍ମିକ ଭାବରେ ଚଢାଉ କରାଯାଇଥିଲା । ଚଢାଉ କରି ଅବକାରୀ ବିଭାଗ ଦ୍ଵାରା ପ୍ରାୟ ୫୪ ଲିଟର ୭୫୦ ମିଲିଲିଟର ମଦ ଜବଦ କରାଯାଇଛି…
ପାର୍ବଣ ଋତୁରେ ମୂର୍ତ୍ତି ତିଆରି, ମଣ୍ଡପ ତିଆରି ଓ ବିର୍ସଜନ ନିମନ୍ତେ ଉପଖଣ୍ଡ ମାଜିଷ୍ଟ୍ରେଟଙ୍କ ନିୟମାବଳୀ ଜାରି ।
ଗୁଣପୁର ତା:୨୨-୦୮-୨୦୨୫ତାରିଖ, ଚଳିତ ବର୍ଷ ପାର୍ବଣ ଋତୁରେ ମୂର୍ତ୍ତି ତିଆରି, ମଣ୍ଡପ ତିଆରି, ବିର୍ସଜନ, ଶୋଭାଯାତ୍ରା, ସାସ୍କୃତିକ କାର୍ଯ୍ୟକ୍ରମ ନିମନ୍ତେ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଉପଖଣ୍ଡ ମାଜିଷ୍ଟ୍ରେଟଙ୍କ ତରଫରୁ ଜାରି କରାଯାଇଛି । ମୂର୍ତ୍ତି ତିଆରି କରୁଥିବା କାରିଗର ସେମାନେ…
ଗୁଦେରପାଲି କଲେଜରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ
ବିଜେପୁର :-ବରଗଡ ଜ଼ିଲ୍ଲା ଗୁଦେରପାଲି ଯୁକ୍ତ ଦୁଇ ମହାବିଦ୍ୟାଳୟରେ ଅଧ୍ୟକ୍ଷ ପ୍ରୀତିଶ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଉତ୍ସବରେ ମେଲଛାମୁଣ୍ଡା ମହାବିଦ୍ୟାଳୟର ପ୍ରାଧ୍ୟାପକ ପ୍ରଦୀପ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦାନ…
ଜଗତସିଂହପୁର ଜିଲ୍ଲା ପରିଷଦ ର ଷଷ୍ଠ ସାଧାରଣ ବୈଠକ
ଜଗତସିଂହପୁର,ତା-୨୨.୦୮.୨୦୨୫/ସୁମନ୍ତ କୁମାର ଦାସ
ଜଗତସିଂହପୁର-ତା ୨୨.୦୮.୨୦୨୫ରିଖ ଆଜି ପୂର୍ବାହ୍ନରେ ଜଗତସିଂହପୁର ଷଷ୍ଠ ଜିଲ୍ଲା ପରିଷଦ ର ଷଷ୍ଠ ସାଧାରଣ ବୈଠକ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଅଛି । ଏହି ବୈଠକରେ ଜିଲ୍ଲା ପରିଷଦ ସଭାପତି ଶ୍ରୀ…
ବିଦ୍ୟାଳୟରେ ଆଇନ ସାକ୍ଷରତା କାର୍ଯ୍ୟକ୍ରମ
ଜଗତସିଂହପୁର,ତା-୨୨.୦୮.୨୦୨୫/ସୁମନ୍ତକୁମାରଦାସ
ଜଗତସିଂହପୁର ବ୍ଲକ ଅନ୍ତର୍ଗତ ପାଟେଣିଗାଁସ୍ଥିତ ବଟ ବିହାରୀ ଉଚ୍ଚ ବିଦ୍ୟାଳୟରେ ଜଗତସିଂହପୁର ଜିଲ୍ଲା ଆଇନ ସେବା ପ୍ରାଧିକର ତରଫରୁ ଆଇନ ସାକ୍ଷରତା କ୍ଲବ ସମ୍ପର୍କରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଆଇନ ସେବା…
ଜଗତସିଂହପୁର ଅବକାରୀ ବିଭାଗର ସଫଳତା – ୨୫ ଲକ୍ଷ ଟଙ୍କାର ହେରୋଇନ୍ ଓ ଚୋରା ମଦ କାରବାରରେ ସଂଶ୍ଳିଷ୍ଟ ଅନେକ ଯାନବାହନ…
ଜଗତସିଂହପୁର,ତା-୨୨.୦୮.୨୦୨୫/ସୁମନ୍ତ କୁମାର ଦାସ: ଅବକାରୀ କମିଶନର ଓ ଜିଲ୍ଲାପାଳ ଜେ. ସୋନାଲଙ୍କ ନିର୍ଦ୍ଦେଶକ୍ରମେ ଜଗତସିଂହପୁର ଅବକାରୀ ଅଧିକ୍ଷୀକା ଅନିତା ପ୍ରଧାନଙ୍କ ନେତୃତ୍ୱରେ ସ୍ଥାନୀୟ ଅବକାରୀ ଥାନ ଦ୍ୱାରା ଜିଲ୍ଲାର ଭିନ୍ନ ଭିନ୍ନ ଅଞ୍ଚଳରେ ଚୋରା ମଦ୍ୟ ଓ ନର୍କୋଟିକ୍ସ ବ୍ୟବସାୟକୁ…
ଜୀବିକା ନିର୍ବାହ, ବୟନ ପରିବର୍ତନ: କିପରି ବେଦାନ୍ତ ଝାରସୁଗୁଡା ଗ୍ରାମୀଣ ମହିଳାମାନଙ୍କୁ ସଶକ୍ତ ଜୀବନ ଗଠନରେ ସାହାଯ୍ୟ…
ଝାରସୁଗୁଡା: ପଶ୍ଚିମ ଓଡ଼ିଶାର ଗ୍ରାମାଂଚଳରେ, ପ୍ରାଚୀନ ପରମ୍ପରା ଏବଂ ନିପୁଣ କାରିଗରୀ ଦୀର୍ଘକାଳ ଧରି ଦୈନନ୍ଦିନ ଜୀବନର ଏକ ଅଂଶ ହୋଇଯାଇଛି। ସମ୍ବଲପୁରୀ ହସ୍ତତନ୍ତର ସ୍ପନ୍ଦନଶୀଳ ଢାଂଚାଠାରୁ ଟେରାକୋଟା କଳାର ମାଟିର ସୁନ୍ଦରତା ପର୍ଯ୍ୟନ୍ତ, ଏହି ସାଂସ୍କୃତିକ ଅଭିବ୍ୟକ୍ତିଗୁଡ଼ିକ ପିଢ଼ି ପରେ…
ଆକ୍ସିଡେଣ୍ଟାଲ୍ ନୁହେଁ, ଜନଆସ୍ଥା, ତ୍ୟାଗ ଓ ପରିଶ୍ରମ ବଳରେ ଓଡ଼ିଶାରେ ସରକାର କରିଛି ବିଜେପି – ଧର୍ମେନ୍ଦ୍ର…
ଓଡ଼ିଶା ୨୦୨୪ ନିର୍ବାଚନୀ ସମ୍ପର୍କିତ ପୁସ୍ତକ “ଭଏସ୍ ଆଣ୍ଡ୍ ଭୋଟ୍ସ” ଉନ୍ମୋଚିତ
• ଲେଖକ ଡଃ ନେତାଜୀ ଅଭିନନ୍ଦନ ଓ ପ୍ରୀତ୍ ବୁବନା ଏବଂ ପ୍ରକାଶକଙ୍କୁ ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ• ଓଡ଼ିଶା ଏବଂ ସର୍ବଭାରତୀୟ ସ୍ତରରେ ବିଜେପି ରାଜନୈତିକ ଯାତ୍ରା ଉପରେ ଆଲୋକପାତ କଲେ• ଭାରତୀୟ…
ଫିନଟେକ୍ କ୍ଷେତ୍ରରେ ଏକବିଂଶ ଶତାବ୍ଦୀର ସମ୍ପୂର୍ଣ୍ଣ ସୁଯୋଗ ନେବେ ଓଡ଼ିଶାର ଯୁବପିଢ଼ି – ଧର୍ମେନ୍ଦ୍ର ପ୍ରଧାନ
ସମନ୍ୱିତ ବିଶ୍ୱ ଆର୍ଥିକ ପ୍ରଯୁକ୍ତିବିଦ୍ୟା ସାମର୍ଥ୍ୟ ହବ୍’ (I-GFTCH) - ଭାରତନେତ୍ରର ଶୁଭାରମ୍ଭ
• ଯୋଗଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ମୁକେଶ ମହାଲିଙ୍ଗ, ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ସିଙ୍ଗାପୁର ଜିଏଫଟିଏନର ସିଇଓ…
ଧଳା ଜହର କାରବାରରେ ଭଞ୍ଜନଗର ପୋଲିସ୍ ଦ୍ଵାରା ୩ ଗିରଫ : ୩ ଲକ୍ଷ ଟଙ୍କାର ବ୍ରାଉନ ସୁଗାର୍ ଜବତ୍
ଭଞ୍ଜନଗରରୁ ଉଦୟନାଥ ପଣ୍ଡା : ଭଂଜନଗରରେ ପ୍ରଥମ ଥର ପାଇଁ ଧରାପଡ଼ିଛି ଧଳା ଜହର | ଧଳା ଜହର ବ୍ୟବସାୟରେ ସମ୍ପୃକ୍ତ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଭଞ୍ଜନଗର ପୋଲିସ | ବିଶ୍ୱସ୍ତ ସୁତ୍ରରୁ ସୂଚନା ପାଇଁ ଭଞ୍ଜନଗର ପୋଲିସର ଏକ ଟିମ୍ ଜାମପଲ୍ଲୀ ଝଙ୍କରାଇ ମନ୍ଦିର ନିକଟରେ ତିନି ଜଣ…