ବରମୁଣ୍ଡା ଠାରେ ରଶିଟଣା ପ୍ରତିଯୋଗିତା

ବିଜେପୁର :-ବରଗଡ଼ ଜିଲ୍ଲା ବିଜେପୁର ବ୍ଲକଅନ୍ତର୍ଗତ ବରମୁଣ୍ଡା ଠାରେ ନୂଆଁଖାଇ ଉପଲକ୍ଷେ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା। ସେଥି ମଧ୍ୟରୁ ରଶିଟଣା ପ୍ରତିଯୋଗିତା ଏକ ପ୍ରମୁଖ ଆକର୍ଷଣ ଥିଲା। ନୂଆଁଖାଇରେ ଆୟୋଜିତ ଏହି ପ୍ରତିଯୋଗିତାରେ ସର୍ବମୋଟ ଆଠଟି ଦଳ ଅଂଶଗ୍ରହଣ…

ଶିକ୍ଷକ ବଦଳିକୁ ନେଇ ତାତିଲେ ଜନତା,ବାଲିଘାଇ ବଜ୍ରସୁନା ବିଦ୍ୟାଳୟକୁ ତାଲା, ଆନ୍ଦୋଳନରେ ଛାତ୍ରଛାତ୍ରୀ ଓ ଅଭିଭାବକ ।

  ଶିକ୍ଷକ ବଦଳିକୁ ନେଇ ଜନତାଙ୍କ ଅସନ୍ତୋଷ ଉପଜିଛି । କେନ୍ଦ୍ରାପଡ଼ା ଜିଲ୍ଲାର ଅନ୍ତେଇପାହିଲ ଅଞ୍ଚଳର ବାଲିଘାଇ ବଜ୍ରସୁନା ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଆଜି ସକାଳୁ ତାଲା ପକାଇ ଆନ୍ଦୋଳନରେ ଯୋଗ ଦେଇଛନ୍ତି ଅଞ୍ଚଳବାସୀ ସହିତ ଛାତ୍ରଛାତ୍ରୀ । ସୂଚନା ଅନୁସାରେ, ବିଦ୍ୟାଳୟରୁ ଜଣେ…

ଅଞ୍ଚଳ ମହାବିଦ୍ୟାଳୟରେ ଜାତୀୟ କ୍ରୀଡା ଦିବସ ପାଳିତ

ପଦ୍ମପୁର:- ଅଞ୍ଚଳ ମହାବିଦ୍ୟାଳୟ ରେ କ୍ରୀଡ଼ା ସଂସଦ ପକ୍ଷରୁ ଅଧ୍ୟକ୍ଷ ପ୍ରଫେସର ଖଗେଶ୍ବର ଦାଶଙ୍କ ସଭାପତିତ୍ବରେ ଜାତୀୟ କ୍ରୀଡା ଦିବସ ପାଳିତ ହୋଇଯାଇଛି। ବିଶିଷ୍ଟ କ୍ରୀଡ଼ାବିତ୍ ଧ୍ୟାନଚାନ୍ଦଙ୍କ ବ୍ୟକ୍ତିଗତ ଓ ଖେଳ ଜୀବନ ତଥା ଭାରତୀୟ କ୍ରୀଡ଼ା ଜଗତକୁ ତାଙ୍କର ଉଲ୍ଲେଖନୀୟ ଅବଦାନ ସମ୍ପର୍କରେ…

ଅଞ୍ଚଳ ମହାବିଦ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ।

ପଦ୍ମପୁର :-ଅଞ୍ଚଳ ମହାବିଦ୍ୟାଳୟ ର ସମ୍ମେଳନ ପ୍ରକୋଷ୍ଠରେ ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀ ଖଗେଶ୍ବର ଦାଶଙ୍କ ଅଧ୍ୟକ୍ଷତାରେ ପଦ୍ମପୁର ର ପ୍ରିଣ୍ଟ ଓ ଇଲେକ୍ଟ୍ରୋନିକ୍ସ ମିଡ଼ିଆ ର ସାମ୍ବାଦିକ ମାନଙ୍କ ସହିତ ଏକ ପ୍ରେସ୍ ମିଟ୍ ଅନୁଷ୍ଠିତ ହୋଇଥଲା।ନୂତନ ରୂପେ ସ୍ନାତକୋତ୍ତର ଶ୍ରେଣୀ ଖୋଲିବା ପାଇଁ…

ସାପ କାମୁଡା ରେ 4ବର୍ଷ ର ଶିଶୁ ମୃତ ।

କେନ୍ଦ୍ରାପଡା(ପ୍ରଫୁଲ୍ଲ କୁମାର ମଲ୍ଲ): ବ୍ରହ୍ମଣୀ ନଦୀ ବନ୍ୟା ଜଳ ବନ୍ଦୀରେ ଲୋକେ କୁମ୍ଭୀର ଓ ସାପ ର ଭୟରେ ଆତଙ୍କିତ ଥିବାବେଳେ ଘଟିଛି ହୃଦୟ ବିଦାରକ ଘଟଣା ! ବିଷଧର ସାପ କାମୁଡ଼ାରେ ଚାଲିଗଲା ୪ବର୍ଷ ଶିଶୁ ପୁତ୍ରର ଜୀବନ ! ମୃତ ଶିଶୁ ହେଲେ ପଟ୍ଟାମୁଣ୍ଡାଇ ବ୍ଲକ ଡାମରପୁର ପଂଚାୟତ ତେଲିପାଟଣା…

ଦେଓଗାଁ ଗ୍ରାମବାସୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମନାରେ ଅହୋରାତ୍ର ଧାରଣା ନିଷ୍ପତ୍ତି

ଓଡ଼ଗାଁ, ୩୦।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାଓଡ଼ଗାଁ ବ୍ଳକ ପାଣ୍ଡେରିପଡା ଗ୍ରାମପଞ୍ଚାୟତ ଦେଓଗାଁ ଗ୍ରାମବାସୀ ସେପ୍ଟେମ୍ବର ମାସ ୧ ତାରିଖ ସୋମବାର ଠାରୁ ଅଟକି ରହିଥିବା ଗ୍ରାମ ରାସ୍ତା ନିର୍ମାଣ କାର୍ଯ୍ୟ ହେବା ପର୍ଯ୍ୟନ୍ତ ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମନାରେ…

ଓଡ଼ଗାଁ ବନାଞ୍ଚଳରେ ୧୦ ଟିକିଆ ହାତୀପଲର ପ୍ରବେଶ

ବନ ବିଭାଗ ଓ ବିଦ୍ୟୁତ ବିଭାଗ ମଧ୍ୟରେ ସମନ୍ୱୟ ବୈଠକ ଓଡ଼ଗାଁ,୩୦।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ବନ ଖଣ୍ଡ ଗୋଚ୍ଛା ସଂରକ୍ଷିତ ଜଙ୍ଗଲ ପଞ୍ଚିରିଡା ବନାଞ୍ଚଳରୁ ଓଡ଼ଗାଁ ବନାଞ୍ଚଳ ମଧ୍ୟରେ ୧୦ ଟିକିଆ ହାତୀପଲଙ୍କ ପ୍ରବେଶ ସୂଚନା ପାଇବା ପରେ ଓଡ଼ଗାଁ ରେଞ୍ଜରଙ୍କ ପରାମର୍ଶକ୍ରମେ…

ସିଏଜି ରିସର୍ଚ୍ଚ ଫାଉଣ୍ଡେସନ୍ ତରଫରୁ ରାଜ୍ୟସ୍ତରୀୟ ଆଲୋଚନା

“ଓଡିଶା: ସମ୍ବଳରେ ଧନୀ, ସମସ୍ତ ପ୍ରକାର ମାନଦଣ୍ଡରେ ପଛୁଆ କାହିଁକି – ଏଥି ପାଇଁ କିଏ ଦାୟୀ ? ଆଗାମୀ ଦିନରେ କ'ଣ କରାଯିବା ଆବଶ୍ୟକ?” “ସାମାଜିକ ନ୍ୟାୟରେ ଓଡ଼ିଶା ପଛରେ ପଡ଼ିଯାଉଛି କି?” ଶୀର୍ଷକରେ ପ୍ରବନ୍ଧ ପ୍ରତିଯୋଗିତା ପୁରସ୍କାର ବଣ୍ଟନ ସମାରୋହ ଭୁବନେଶ୍ୱର, ୩୦ ଅଗଷ୍ଟ…

କେନ୍ଦ୍ରାପଡ଼ାରେ ବନ୍ଧୁକ ସହ ଯୁବକ ଅଟକ ।

କେନ୍ଦ୍ରାପଡ଼ା:(ପ୍ରଫୁଲ୍ଲ କୁମାର ମଲ୍ଲ) କେନ୍ଦ୍ରାପଡା ଜିଲ୍ଲାର ରାଜନଗର ବ୍ଲକ ଗୁପ୍ତି ଘାଟ ନିକଟରେ ଆଜି ଜଣେ ସନ୍ଦିଗ୍ଧ ଯୁବକଙ୍କୁ ସ୍ଥାନୀୟ ଲୋକେ ଅଟକ ରଖିଥିବା ଘଟଣା ଉଦ୍ଭାସିତ ହୋଇଛି । ସୂଚନା ଅନୁସାରେ, ସେହି ଯୁବକଙ୍କୁ ଅସାମାନ୍ୟ ଚାଲିଚଳନରେ ଦେଖି ସ୍ଥାନୀୟ ଲୋକ ମାନେ ସନ୍ଦେହ…

ବେଲଗୁଣ୍ଠାରେ ସଖୀ ୱାନ୍ ଷ୍ଟପ୍ ସେଣ୍ଟର୍ ସମ୍ପର୍କିତ ତାଲିମ୍ ଶିବିର

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ)- ,ମହିଳା ମାନଙ୍କୁ ବିଭିନ୍ନ ପ୍ରକାର ସହାୟତା ଯୋଗାଇ ଦେବା ଉଦ୍ଦେଶ୍ୟରେ ସ୍ଥାପିତ ନିର୍ଯ୍ୟାତିତା ମହିଳାଙ୍କ ପାଇଁ ଏକକାଳୀନ ସମାଧାନ କେଂଦ୍ର ସଖୀ-ୱାନ୍ ଷ୍ଟପ୍ ସେଣ୍ଟର୍ ସମ୍ପର୍କରେ ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ଗୋବରା ଗୋଷ୍ଠୀ…