ବେଲଗୁଣ୍ଠା ପ୍ରେସ୍‌ କ୍ଳବ ତରଫରୁ ବୃକ୍ଷରୋପଣ

ଜଳବାୟୁ ପରିବର୍ତ୍ତନକୁ ରୋକିବାକୁ ହେଲେ ଗଛ ଲଗାଇ ତାର ଯତ୍ନ ନେବା ଆବଶ୍ୟକ: ସାଂସଦ ପ୍ରତିନିଧି ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-,ଆଜି ବେଲଗୁଣ୍ଠା ସମ୍ବାଦ ସାହିତ୍ୟ ଘର ଏବଂ ପ୍ରେସକ୍ଲବ ର ମିଳିତ ଉଦ୍ୟମରେ ବେଲଗୁଣ୍ଠା ବିଶ୍ଵନାଥ ବିହାର ରୋଡ଼୍ ଓ ପାଣିଟାଙ୍କି ସାମ୍ନା ରୋଡ ସମେତ ରାସ୍ତା…

ନିଖିଳ ଭାରତ ସ୍ୱାୟତ୍ତଶାସନ ଦିବସ ପାଳିତ; ସବୁ ସମସ୍ୟାର ସମାଧାନ ପାଇଁ ଚେଷ୍ଟା କରାଯିବ : ବିଧାୟକ

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ଆଜି ନିଖିଳ ଭାରତ ସ୍ୱାୟତ୍ତଶାସନ ଦିବସ ପାଳନ ଅବସରରେ ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଦିବସବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି I ଆଜି ଭୋର୍ ପାଞ୍ଚ ଘଣ୍ଟା ତିରିଶି ମିନିଟ୍ ସମୟରେ ରାମଧୂନ୍ ଗାନ କରାଯିବା ସହ ପୂର୍ବାହ୍ଣ ଆଠ…

ଭୋଇପଡା ବାସିନ୍ଦା ମନୋଜ ଭୁଏ ବିରୋଧରେ NAC ଆସିସ୍ଟାଣ୍ଟ ଇଞ୍ଜିନିୟର ଅଜୟ କୁମାର ପାତ୍ରଙ୍କ ଅଭିଯୋଗ

ବିଜେପୁର :-ଆସିଷ୍ଟାଣ୍ଟ ଇଂଜିନିୟର ଅଜୟ କୁମାର ପାତ୍ରଙ୍କ ଅଭିଯୋଗ ଅନୁସାରେ ଆଜି (ତାରିଖ ୩୧ ଅଗଷ୍ଟ ୨୦୨୫,) ବିଜେପୁର NAC ଅଫିସକୁ ଦିନ ୨ଟା ବେଳେ ଭୋଇପଡାର ମନୋଜ ଭୁଏ ନାମକ ଜଣେ ବ୍ୟକ୍ତି ଆସି NAC ଅଫିସର ରଙ୍ଗ ଚିତ୍ରଣ କାମ ସମ୍ପର୍କରେ ବିଲ୍ ମାଗିଥିଲେ। ଅସିସ୍ଟାଣ୍ଟ ଇଞ୍ଜିନିୟର ଅଜୟ…

ବିଜେପୁରରେ ସ୍ୱାୟତ୍ତ ଶାସନ ଦିବସ ପାଳନ

 ବିଜେପୁର, ବରଗଡ଼ : ବିଜେପୁର ବିଜ୍ଞାପିତ ଅଂଚଳ ପକ୍ଷରୁ ଆଜି ସ୍ୱାୟତ୍ତ ଶାସନ ଦିବସ ମହା ଆଡମ୍ବରରେ ପାଳନ କରାଗଲା । କାର୍ଯ୍ୟାଳୟ ପରିସରରେ ମୁଖ୍ୟ ଅତିଥି ସ୍ଥାନୀୟ ବିଧାୟକ ଶ୍ରୀମାନ ସନତ କୁମାର ଗଡ଼ତିଆ ଜାତୀୟ ପତାକା ଉତ୍ତୋଳନ କରିଥିଲେ ।ସଭାସ୍ଥଳରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା…

2000 ଲିଟର ଚୋରା ଦେଶୀମଦ ସହିତ ମହିନ୍ଦ୍ରା ପିକପ୍ ଜବତ

ବାଲେଶ୍ଵର ଖଇରା ବୁଲୁ ଲେଙ୍କା 30/08/2025 ବାଲେଶ୍ଵର ଜିଲ୍ଲା ସୋର ଥାନା ନିକଟସ୍ଥ ଫଟା ଅର୍ଜୁନ ଛକ ନିକଟରୁ ସୋର ଅବକାରୀ ବିଭାଗ ଚଢ଼ାଉ କରି ଏକ OR-01-N-1943 ମାହିନ୍ଦ୍ରା ପିକପ ଭ୍ୟାନ ସହିତ ଭ୍ୟାନ ରେ ଥିବା 2000ହଜାର ଲିଟର ଚୋରା ଦେଶୀ ମଦ ଜବତ କରିଛି ଜବତ କରିବା ସହିତ ଜଣକୁ ଗିରଫ କରି…

ରାଜଗାଙ୍ଗପୁର ରେ ସ୍ୱାୟତ୍ତ ଶାସନ ପାଳନ

ରାଜଗାଙ୍ଗପୁର 31/8/25: ରାଜଗାଙ୍ଗପୁର ପୌରପାଳିକା ପକ୍ଷରୁ ସ୍ୱାୟତ୍ତ ଶାସନ ମହା ଆଡମ୍ବର ସହ  ପାଳନ କରାଯାଇ ଥିଲା l ଏହି ଅବସର ରେ ପ୍ରାତଃ କାଳ ରେ ରାମ ଧୁନ ସଂଗୀତ ଗାନ କରି ସହର ପରିକ୍ରମା କରା ଯାଇ ଥିଲା l ରାଜଗାଙ୍ଗପୁର ପୁର ସହର ମଧ୍ୟରେ ସ୍ଥାପିତ ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତି ରେ…

ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ବେଳେ ଗୋଷ୍ଠୀ କନ୍ଦଳ,ଖଣ୍ଡା ଚୋଟରେ ଜଣେ ଯୁବକ ଗୁରୁତର

ଓଡଗାଁ,୩୧।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବସଷ୍ଟାଣ୍ଡ ଗଣେଶ ମନ୍ଦିର ସାମନାରେ ଗଣେଶ ପୂଜା ଉପଲକ୍ଷେ ଚାଲିଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ସମୟରେ ବିଶୃଙ୍ଖଳା ସୃଷ୍ଟିକାରୀଙ୍କୁ ଆକଟ କରିବାକୁ ଉଦ୍ୟମ କରୁଥିବା ଓଡ଼ଗାଁ ଏନ୍ଏସି ପାଇକ ସାହିର ପିଣ୍ଟୁ ନାୟକଙ୍କୁ…

ଟାଟା ଷ୍ଟିଲ ଫାଉଣ୍ଡେସନ ଓ ଓଡ଼ିଶା ସରକାରଙ୍କ ଗୃହ ଏବଂ ନଗର ଉନ୍ନୟନ ବିଭାଗ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ

- ଅନୌପଚାରିକ ବସ୍ତିରେ ଅନ୍ତର୍ଭୁକ୍ତୀକରଣ ଓ ବାସୋପଯୋଗୀ ସହରାଞ୍ଚଳ ବସତି ସ୍ଥାପନ ପାଇଁ ଏମଓୟୁ - ୧୦ଟି ଜିଲ୍ଲା ଏବଂ ୧୯ଟି ପୌର ସଂସ୍ଥାରେ ସ୍ଵତନ୍ତ୍ର ଟିମ୍ ମୂତୟନ ହେବେ - ପ୍ରାୟ ୨.୨୮ ଲକ୍ଷ ବସ୍ତି ପରିବାର ପ୍ରତ୍ୟକ୍ଷ ଭାବରେ ଉପକୃତ ହେବା ଆଶା ଭୁବନେଶ୍ୱର,…

ନବ ଦାସ ଫାଉଣ୍ଡେସନ ପକ୍ଷ ରୁ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ

ଝାରସୁଗୁଡା, ୩୧/୮: ଝାରସୁଗୁଡା ସହର ସ୍ଥିତ ଏମସିଏଲ ଅଡ଼ିଟରୀୟମ ଠାରେ ଆଜି ପୂର୍ବାହ୍ନ ରେ ରେ ନବ ଦାସ ଫାଉଣ୍ଡେସନ ପକ୍ଷରୁ ଏକ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଆହ୍ଝାଇ କାର୍ଯ୍ୟକ୍ରମ ଝାରସୁଗୁଡ଼ା ର ପୂର୍ବତନ ବିଧାୟିକା ଦୀପାଳି ଦାସ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ମା…

ଶଙ୍କରାଚାର୍ଯ୍ୟଙ୍କ ଆଶୀର୍ବାଦ ନେଲେ, ପୁରୀର ନୂଆ ଏସପି ପ୍ରତୀକ ସିଂ

ପୁରୀ, (ଅନିମେଶ ପଟ୍ଟନାୟକ): ପୁରୀର ନୂତନ ଆରକ୍ଷୀ ଅଧିକ୍ଷକ ପ୍ରତୀକ ସିଂ ଦାୟିତ୍ୱ ଗ୍ରହଣ କରିବା ପରେ ଗୋବର୍ଦ୍ଧନ ପୀଠରେ ପୂଜ୍ୟପାଦ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ଗୁରୁଦେବଙ୍କୁ ଦର୍ଶନ କରି ଆଶୀର୍ବାଦ ଓ ମାର୍ଗଦର୍ଶନ ଗ୍ରହଣ କରିଛନ୍ତି। ଏହି ଅବସରରେ ପୂଜ୍ୟ ଗୁରୁଜୀ ମହାରାଜା କହିଛନ୍ତି, ପୁରୀ…