Sign in
Sign in
Recover your password.
A password will be e-mailed to you.
ସୋଆ ପ୍ରତିଷ୍ଠାତା ସଭାପତି ଓ ଏନ୍ଆଇଟି, ଅରୁଣାଚଳ ପ୍ରଦେଶର ନିର୍ଦ୍ଦେଶକଙ୍କ ମଧ୍ୟରେ ସୌଜନ୍ୟମୂଳକ ସାକ୍ଷାତ
ଭୁବନେଶ୍ୱର, ୩୦ ଅଗଷ୍ଟ : ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କୁ ଶନିବାର ସୋଆ ମୁଖ୍ୟ କାର୍ଯ୍ୟାଳୟରେ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ନ୍ୟାସ୍ନାଲ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲଜି, ଅରୁଣାଚଳ ପ୍ରଦେଶର ନିର୍ଦ୍ଦେଶକ ପ୍ରଫେସର ମୋହନ…
ରାଜ୍ୟରେ ସାର ଅଭାବ ପାଇଁ ସରକାର ଦାୟୀ: ବିଜେଡି
ସାର ଅଭାବ ଯୋଗୁ ରାଜ୍ୟର ଚାଷୀକୂଳ ହନ୍ତସନ୍ତ
ଏକଦା ଚାଉଳ ଅଭାବୀ ରାଜ୍ୟ ଆଜି ଚାଉଳ ବଳକା ରାଜ୍ୟ
ସାର ସମସ୍ୟା ତୁରନ୍ତ ସମାଧାନ ନହେଲେ ରାଜ୍ୟବ୍ୟାପୀ କୃଷକ ଆନ୍ଦୋଳନ
ଭୁବନେଶ୍ୱର, ୩୦/୦୮/୨୦୨୫: ରାଜ୍ୟରେ ସାରର ଅଭାବକୁ ନେଇ କୃଷକମାନେ ଗୁରୁତର ସମସ୍ୟାର ସମ୍ମୁଖୀନ…
ପୁରେନା ରେ ନୂଆଁଖାଇ ଭେଟଘାଟ କାର୍ଯ୍ଯକ୍ରମ ଅନୁଷ୍ଠିତ ।
ପଦ୍ମପୁର :- ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ନୂଆଁଖାଇ ଅବସରରେ ପୂରେନା ଗ୍ରାମ ର ଅରୁଣୋଦୟ ଯୁବକ ସଂଘ ପକ୍ଷରୁ ନୂଆଁଖାଇ ଭେଟଘାଟ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ଯକ୍ରମ ରେ ମୁଖ୍ୟ ଅତିଥି ଭାବେ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ଯୋଗଦେଇ ଥିଲେ l ଏହି ଅବସରରେ ବ୍ୟଙ୍ଗ…
ନବରଙ୍ଗପୁର ଜିଲ୍ଲା ଓ. ୟୁ. ଡବ୍ଲୁ. ଜେ. ସାମ୍ବାଦିକ ସଂଙ୍ଘ ତରଫରୁ ନୂତନ ଜିଲ୍ଲାପାଳଙ୍କୁ ସ୍ୱାଗତ ସହ…
ନବରଙ୍ଗପୁର ତା 30/08-25,ଅଶୋକ ସାହୁ, ଶାସକ ପ୍ରଶାସକ,ଓଡିଶା କର୍ମଜୀବି ସାମ୍ବାଦିକ ସଙ୍ଘ ନବରଙ୍ଗପୁର ପକ୍ଷରୁ ଆଜି ଜିଲ୍ଲାପାଳଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି |ଉକ୍ତ ସ୍ମାରକ ପତ୍ରରେ ସାମ୍ବାଦିକ ମାନଙ୍କ ଗୋପବନ୍ଧୁ ସ୍ୱାସ୍ଥ୍ୟବୀମା କୁ…
କୋରାପୁଟ ଜିଲ୍ଲାର ଜନଜାତିଙ୍କଠାରୁ ଦୈନନ୍ଦିନ ଜୀବନ ଯାଏଁ ସବୁକୁ ଆଲୋକିତ କରୁଛି ଟିପିଏସ୍ଓଡିଏଲ୍
- କୋରାପୁଟ ଜିଲ୍ଲାର ବିଦ୍ୟୁତ ଭିତ୍ତିଭୂମିର ବିକାଶ କରୁଛି ଟିପିଏସ୍ଓଡିଏଲ୍
- ପଟାଙ୍ଗୀ ଓ ଲମତାପୁଟରେ ସବଷ୍ଟେସନର ଉନ୍ନତୀକରଣ
- କୋରାପୁଟ ସବଷ୍ଟେସନର କ୍ଷମତା ବୃଦ୍ଧି
- ନୂତନ ୩୩କେଭି ଓ ୧୧କେଭି ଲାଇନ ସଂଯୋଗ
- ଭରସାଯୋଗ୍ୟ ଓ ଗୁଣାତ୍ମକ ବିଜୁଳି ଯୋଗାଣ
-…
ଭୋଇ ପରିବାର ୮୦ ଜଣ ସଦସ୍ୟ ଏକାଠି ନବାନ୍ନ ଖାଇଲେ
କୋମନା,୨୯/୮(ଭାଗିରଥି ଭୋଇ) ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ପାଇଁ ଏବେ ଗାଁ ଠୁ ସହର ଚଳଚଞ୍ଚଳ । ଏହା ଏକ କୃଷିଭିତ୍ତିକ ପର୍ବ ହୋଇଥିବା ବେଲେ ଲୋକଙ୍କ ସାମାଜିକ ଜୀବନ ସହ ଯୋଡି ହୋଇ ରହିଛି । କୋମନା ବ୍ଲକ ନୂଆଗାଁ ଗ୍ରାମରେ ଭୋଇ ପରିବାର ର ୮୦ ଜଣ ସଦସ୍ୟ ଏକାଠି ନୂଆଁ ଖାଇଛନ୍ତି ।…
ଜାତୀୟ କ୍ରୀଡା ଦିବସ ପାଳନ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହାରାଜା ବାଳକ ଉଚ୍ଚ ବିଦ୍ୟାଳୟ ଠାରେ ଜାତୀୟ କ୍ରୀଡା ଦିବସ ପାଳିତ ହୋଇଯାଇଛି।ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀରାମ ମୂର୍ତ୍ତି ଭାରତର ପ୍ରସିଦ୍ଧ ହକି ଯାଦୁଗର ମେଜର ଧ୍ୟାନଚନ୍ଦଙ୍କ ଫୋଟରେ…
ଶ୍ରୀଜୀଉଙ୍କ ଦର୍ଶନ କଲେ ଲୋକସଭା ବାଚସ୍ପତି ଓମ ବିର୍ଲା
ପୁରୀ,୨୯/୮: ଶୁକ୍ରବାର ଲୋକସଭା ବାଚସ୍ପତି ଶ୍ରୀମନ୍ଦିର ଆସି ଶ୍ରୀଜୀଉଙ୍କ ଦର୍ଶନ କରିଛନ୍ତି । ସିଂହଦ୍ଵାର ଠାରେ ପହଞ୍ଚିବା ପରେ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । ପରେ ଅରୁଣସ୍ତମ୍ଭ ନିକଟରେ ପ୍ରଣାମ କରି ଶ୍ରୀମନ୍ଦିର ଭିତରକୁ ଯାଇଥିଲେ…
ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘ କାର୍ଯ୍ୟାଳୟ ସଂସ୍କୃତି ଭଵନ ପ୍ରତିଷ୍ଠା ଦିବସ
ଓଡଗାଁ,୨୯।୮(ଶ୍ରୀକାନ୍ତ କୁମାର ମିଶ୍ର):ନୟାଗଡ଼ ଜିଲ୍ଲା ଓଡଗାଁ ମିନି ଷ୍ଟାଡିୟମ ପରିସରରେ ଶୁକ୍ରବାର ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘ କାର୍ଯ୍ୟାଳୟ ପ୍ରତିଷ୍ଠା ଦିବସ ପାଳନ ହୋଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା କାର୍ଯ୍ୟବାହ ପ୍ରକାଶ କୁମାର ପ୍ରଧାନ, ଓଡଗାଁ ଖଣ୍ଡ କାର୍ଯ୍ୟବାହ ଡାକ୍ତର…
ସ୍ୱାୟତ୍ତ ଶାସନ ଦିବସ ଉପଲକ୍ଷେ ଛାତ୍ରଛାତ୍ରୀ ଓ ସଫେଇ ମିତ୍ରଙ୍କ ପ୍ରତିଯୋଗିତା
ଓଡ଼ଗାଁ,୨୯।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ଦ୍ବାରା ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ୨୦୨୫ ନିମନ୍ତେ ସ୍କୁଲ ସ୍ତରୀୟ ଚିତ୍ରାଙ୍କନ, ପ୍ରବନ୍ଧ ଓ ତର୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ୨୦ ଗୋଟି ବିଦ୍ୟାଳୟର ପ୍ରାଥମିକ,…