Sign in
Sign in
Recover your password.
A password will be e-mailed to you.
ବିଜେପୁର ତହସିଲ ରେ ଷ୍ଟାମ୍ପ ମୂଲ୍ୟ ଉଲ୍ଲଂଘନ — ଦଶ ଟଙ୍କା ଷ୍ଟାମ୍ପ ବିକ୍ରି ହେଉଛି ତିରିଶି ଟଙ୍କା ରେ
ବିଜେପୁର :- ବିଜେପୁର ତହସିଲ କାର୍ଯ୍ୟାଳୟରେ ଥିବା ଷ୍ଟାମ୍ପ ଭେଣ୍ଡର ଦ୍ୱାରା ସରକାର ନିର୍ଦ୍ଧାରିତ ମୂଲ୍ୟ ଅତିକ୍ରମ କରି ଷ୍ଟାମ୍ପ ବିକ୍ରି ହେଉଥିବା ଅଭିଯୋଗ ଲୋକେ ଅଭିଯୋଗ କରିଛନ୍ତି। ଦଶ ଟଙ୍କା ମୂଲ୍ୟର ଷ୍ଟାମ୍ପ କୁ ତିରିଶି ଟଙ୍କା ଦରରେ ବିକ୍ରି କରାଯାଉଛି।ସାଧାରଣ ଲୋକ ଓ ଦାଖଲ-ଖରିଦ…
ଭିଜିଲାନ୍ସ ଜାଲରେ ଆରଡବ୍ଲ୍ୟୁଏସଏସ ବରିଷ୍ଠ କିରାଣୀ
ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ) କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଆରଡବ୍ଲ୍ୟୁଏସଏସ ଡିଭିଜନର ବରିଷ୍ଠ କିରାଣୀ ଟି ରାଓ ଗୁରୁବାର ଦିନ ତାଙ୍କ ସରକାରୀ ଘରେ ପେନସନ ସୁବିଧା ବୃଦ୍ଧି ପାଇଁ ଫାଇଲ ପ୍ରକ୍ରିୟାକରଣ କରିବାକୁ ସେହି କାର୍ଯ୍ୟଲୟରେ ଜଣେ ଅବସରପ୍ରାପ୍ତ କର୍ମଚାରି…
କାର୍ ଦୁର୍ଘଟଣା ରେ ଦୁଇ ମୃତ ଓ ଦୁଇ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
( କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର): କବିସୂର୍ଯ୍ୟ ନଗର ଥାନା ଅନ୍ତର୍ଗତ ଗଙ୍ଗାପୁର ଗ୍ରାମ ରାସ୍ତା କଡ଼ ଏକ ଗଭୀର ଖାଲକୁ ଗୋଟିଏ କାର୍ ଖସି ଯାଇ ଚାଳକ ଓ ଅନ୍ୟ ଜଣଙ୍କର ମୃତ୍ୟୁ ଘଟିଛି।ପଛରେ ବସିଥିବା ଦୁଇ ଜଣ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ମୃତ ଦୁଇ ଜଣ…
ବୟସ୍କ ତୀର୍ଥଯାତ୍ରୀ ନିଖୋଜ : ଏଯାଏ ପତ୍ତା ମିଳିନି ଥାନାରେ ଏତଲା।
କେନ୍ଦୁଝର,ତା୧୩/୧୧- ଓଡ଼ିଶାରେ ଏବେ ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ଯୋଜନାରେ ଅନେକ ଭକ୍ତଙ୍କୁ ସରକାର ତୀର୍ଥ ଯାତ୍ରାର ସୁଯୋଗ ଦେଉଛନ୍ତି। ତେବେ କେନ୍ଦୁଝର ଜିଲ୍ଲାରୁ ଜଣେ ବରିଷ୍ଠ ନାଗରିକ ଏହି ଯୋଜନାରେ ତୀର୍ଥ କରିବାକୁ ଯାଇ ଏଯାଏ ନିଖୋଜ ଅଛନ୍ତି ଘରକୁ ଫେରିନାହାନ୍ତି ଯାହା ସ୍ଥାନୀୟ…
କେନ୍ଦ୍ରାପଡ଼ା ତହସିଲରେ ଜିଲ୍ଲାପାଳଙ୍କ ରାଜସ୍ବ ଜନଶୁଣାଣି ଶିବିର ଅନୁଷ୍ଠିତ ।
କେନ୍ଦ୍ରାପଡ଼ା:(ପ୍ରଫୁଲ୍ଲ କୁମାର ମଲ୍ଲ) ଆଜି କେନ୍ଦ୍ରାପଡ଼ା ତହସିଲ କାର୍ଯ୍ୟାଳୟଠାରେ ଜିଲ୍ଲାପାଳଙ୍କ ରାଜସ୍ବ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି | ଜିଲ୍ଲାପାଳ ରଘୁରାମ ଆର ଆୟରଙ୍କ ତତ୍ତ୍ଵ|ବଧାନରେ ଜିଲ୍ଲାରେ ପ୍ରଥମ ଥରପାଇଁ ୧୨ ନଭେମ୍ବରରୁ ରାଜସ୍ବ ଜନଶୁଣାଣି ଶିବିର ଆରମ୍ଭ ହୋଇଛି |…
ଉତ୍କଳ ଆଲୁମିନା ଓ ଜିଲ୍ଳା ପ୍ରଶାସନ ସହଭାଗିତରେ ସାଇବର ସଚେତନତା କାର୍ଯ୍ୟକ୍ରମ
ରାୟଗଡ଼ା, ୧୩/୧୧: ରାୟଗଡ଼ା ଜିଲ୍ଲା ଟିକିରି ଅନ୍ତର୍ଗତ ଦୋରାଗୁଡା ସ୍ଥିତ ଉତ୍କଳ ଆଲୁମିନା, ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଆଦିତ୍ୟ ବିର୍ଲା ଗ୍ରୁପର ସହଯୋଗୀ କମ୍ପାନୀ ପକ୍ଷରୁ ସାଇବର ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଜିଲ୍ଲା ପୁଲିସ ପ୍ରଶାସନ ଏବଂ ଉତ୍କଳ ଆଲୁମିନା ପକ୍ଷରୁ ମିଳିତ…
ବାଲି ଗାଡି ଜବତ,ଚାଳକ ଗିରଫ
ବାଲୁଗାଁ:(ସେକ କୌସର):ଗୁରୁବାର ମଧ୍ୟାହ୍ନରେ ବାଲୁଗାଁ ସୋମନାଥ ବସ ନିକଟରେ ଏକ ବାଲି ବୋଝେଇ ହାଇବା ଜବତ କରିବାସହ ଚାଳକକୁ ଗିରଫ କରିଛି ପୋଲିସ।ଖବର ମୁତାବକ ଆଜି ମଧ୍ୟାହ୍ନରେ ବାଲୁଗାଁ ଅଭିମୁଖେ ଏକ ବାଲି ବୋଝେଇ ହାଇବା ଗାଡି ନଂ (ଓଡ଼ି ୦୭ ଏଏନ ୨୧୨୨)ଯାଉଥିବା ବେଳେ ପୋଲିସ ପାଟ୍ରୋଲିଂ…
ବ୍ଲକ ସ୍ତରିୟ ମସ୍ଚ୍ୟ ଓ ପ୍ରାଣୀ ସମ୍ପଦ ମେଳା
ଅସ୍ତରଙ୍ଗ,, ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ପରିସରରେ ଗୁରୁବାର ଦିନ ବ୍ଲକ ସ୍ତରିୟ ମସ୍ଚ୍ୟ ଓ ପ୍ରାଣୀ ସମ୍ପଦ ମେଳା ୨୦୨୫ ଅନୁଷ୍ଠିତ ହୋଇ ଯାଇ ଅଛି l ଏହି ମେଳାକୁ ଜଗତସିଂହପୁର ମାନ୍ୟବର ସାଂସଦ ଶ୍ରୀ ବିଭୁପ୍ରସାଦ ତରାଇ ପ୍ରଦୀପ ପ୍ରଯୋଳନ ପୂର୍ବକ ଉଦ୍ଘାଟନ କରିଥିଲେ l ଏହି ଉପଲକ୍ଷେ ବ୍ଲକ…
ଉପଭୋକ୍ତାଙ୍କ ପାଇଁ ଟିପିସିଓଡିଏଲ ଦ୍ଵାରା ଅତ୍ୟାଧୁନିକ କଷ୍ଟମର୍ କେୟାର୍ ସେଣ୍ଟର୍ ଉଦଘାଟିତ
ଭୁବନେଶ୍ୱର: ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ ଓଡିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍), ଭୁବନେଶ୍ୱରର ପାୱର ହାଉସ୍ କଲୋନୀ ନିକଟରେ ଏହାର ବିସିଡିଡି୧ (ଭୁବନେଶ୍ୱର ସିଟି ଡିଷ୍ଟ୍ରିବ୍ୟୁସନ୍ ଡିଭିଜନ୍- ୧) ମଡେଲ୍ ଗ୍ରାହକ ସେବା କେନ୍ଦ୍ର…
୪୧ ବୁଥରେ ୯୧% ଭୋଟିଂ ହେଲା କେମିତି: ବିଜେଡି
ନୂଆପଡା ଉପନିର୍ବାଚନ ଉପରେ ବିଜେଡିର ପ୍ରତିକ୍ରିୟା
ବିଜେପିକୁ ଜିତାଇବା ପାଇଁ କାମ କରୁଥିଲା ପ୍ରଶାସନ
୯୦%ରୁ ଅଧିକ ଭୋଟିଂ ହୋଇଥିବା ବୁଥ୍ର ସିସିଟିଭି ଫୁଟେଜ ଦାବି କଲା ବିଜେଡି
ମୁକ୍ତ ଓ ଅବାଧ ନିର୍ବାଚନ ପ୍ରହସନରେ ପରିଣତ
ଭୁବନେଶ୍ୱର, ୧୩/୧୧/୨୦୨୫: ନୂଆପଡା…