Sign in
Sign in
Recover your password.
A password will be e-mailed to you.
ଓଡ଼ିଶାର ଆଇନ ଓ ପୂର୍ତ୍ତ ମନ୍ତ୍ରୀଙ୍କୁ ପତ୍ର
ପୁରୀର ‘ପଣ୍ଡା ନିଯୋଗ ସଂସ୍କୃତ ବିଦ୍ୟାଳୟ’ର ପରିଚାଳନା ଦାୟିତ୍ୱ ଓଡ଼ିଶା ସରକାରଙ୍କୁ ଦେବା ପାଇଁ ପତ୍ର ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
• ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ ଦେବା ପାଇଁ ପତ୍ରରେ ଉଲ୍ଲେଖ • ଏହି ବିଦ୍ୟାଳୟ ବର୍ତ୍ତମାନ ପୂଜା ପଣ୍ଡା ନିଯୋଗ…
ଅକ୍ଟୋବର ୨ ରୁ ଆରମ୍ଭ ହେବ ଦ୍ୱିତୀୟ ପର୍ଯ୍ୟାୟ ସ୍ୱତନ୍ତ୍ର ନିଶା ନିବାରଣ ଅଭିଯାନ
ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ବେଆଇନ ନିଶା କବଳରୁ ଓଡ଼ିଶାକୁ ବଞ୍ଚାଇବା ପାଇଁ ସବୁ ବର୍ଗରୁ ଉଦ୍ୟମ ଆବଶ୍ୟକ: ପୃଥ୍ୱୀରାଜ ହରିଚନ୍ଦନ
ଭୁବନେଶ୍ୱର, ୨୩. ୦୯. ୨୦୨୫- ବେଆଇନ ନିଶା କାରବାର ଓ ସେବନ ଯୋଗୁଁ ଅନେକ ଧନ ଜୀବନ ହାନି ଘଟୁଛି I ଏଥିନେଇ ବିଗତ ଏକ ବର୍ଷ ମଧ୍ୟରେ…
ତାପଜ କେନ୍ଦ୍ରରୁ ବାହାରୁଛି ୪୬ ନିୟୁତ ଟନ୍ ପାଉଁଶ
ଭୁବନେଶ୍ୱର, ୨୩/୦୯/୨୦୨୫ : ରାଜ୍ୟରେ ଥିବା ୪୫ଟି ବୃହତ୍ତ ତାପଜ ବିଦୁ୍ୟତ୍ କେନ୍ଦ୍ରରୁ ଗତ ଆର୍ଥିକ ବର୍ଷରେ ପ୍ରାୟ ୪୬ ନିୟୁତ୍ ଟନ୍ ପାଉଁଶ ବାହାରିଛି । ଏହାକୁ ଇଟା ତିଆରି କାରଖାନା ସହିତ ସିମେଣ୍ଟ କାରଖାନା, କଂକ୍ରିଟରେ ମିଶାଇବା, ଆଜବେଷ୍ଟସ ନିର୍ମାଣ, ବନ୍ଧ ଓ ରାସ୍ତା କାମରେ…
ତିନି ବର୍ଷରେ ରାଜ୍ୟରେ ୧୦୧ ଶିଶୁଶ୍ରମିକ ଉଦ୍ଧାର ହୋଇଛନ୍ତି
ଭୁବନେଶ୍ୱର, ୨୩/୦୯/୨୦୨୫ : ବିଗତ ତିନି ବର୍ଷ ଅର୍ଥାତ୍ ୨୦୨୨-୨୩ ରୁ ୨୦୨୪-୨୫ ମଧ୍ୟରେ ରାଜ୍ୟରେ ୧୦୧ ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ଏହିସବୁ ଶିଶୁଙ୍କୁ ଶ୍ରମିକଭାବେ କାର୍ଯ୍ୟରେ ଲଗାଇଥିବା ନିଯୁକ୍ତିଦାତାମାନଙ୍କ ବିରୁଦ୍ଧରେ ବିଭିନ୍ନ ଅଦାଲତରେ ୧୧୬ଟି ମୋକଦ୍ଧମା ଦାୟର…
ରାଜ୍ୟରେ ଚିହ୍ନଟ ହୋଇଛି ୮୯୪ଟି ଜଳକ୍ଲିଷ୍ଟ ଗ୍ରାମ
ଭୁବନେଶ୍ୱର, ୨୩/୦୯/୨୦୨୫ : ଚଳିତବର୍ଷ ସଂଗୃହୀତ ତଥ୍ୟ ଅନୁଯାୟୀ ରାଜ୍ୟରେ ୮୯୪ଟି ଗ୍ରାମ ଓ ପଡାଗ୍ରାମକୁ ଜଳକ୍ଲିଷ୍ଟ ଭାବେ ଚିହ୍ନଟ କରାଯାଇଥିଲା । ଏହିସବୁ ଗ୍ରାମରେ ଜଳାଭାବର ସାମୟିକ ନିରାକରଣ ନିମନ୍ତେ ପର୍ଯ୍ୟାୟକ୍ରମେ ନୂତନ ନୂକୂପ ଖନନ କରାଯିବା ସହିତ ଦୀଘକାଳନୀ ସମାଧାନ ପାଇଁ ପାଇପ୍…
ଅଦାଲତଙ୍କ ଆଦେଶ ମିଳିଲେ ହେବ ୪ ପୌରସଂସ୍ଥାର ନିର୍ବାଚନ
ଭୁବନେଶ୍ୱର, ୨୩/୦୯/୨୦୨୫ : ଓଡିଶା ଉଚ୍ଚ ନ୍ୟାୟାଳୟଙ୍କର ଆଦେଶ ମିଳିଲେ ରାଜ୍ୟର ଚାରିଟି ପୌରସଂସ୍ଥା ସମ୍ବଲପୁର ମହାନଗର ନିଗମ, ରାଉରକେଲା ମହାନଗର ନିଗମ, ପୁରୀ ପୌରପାଳିକା ଏବଂ ଓଡଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦରେ ନିର୍ବାଚନ ହେବ । ଅଦାଲତଙ୍କ ନିଦେ୍ର୍ଧଶକ୍ରମେ ଏହିସବୁ ପୌରସଂସ୍ଥାରେ…
ସମ୍ମାନ ଜନକ ବି ଭୋକାଲ ସିଏସ୍ଆର୍ ୨୫ ପୁରସ୍କାରରେ ସମ୍ମାନିତ ହେଲା ଟିପିଏସ୍ଓଡିଏଲ୍
ବ୍ରହ୍ମପୁର, ସେପ୍ଟେମ୍ବର: ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିଏସ୍ଓଡିଏଲ୍) ସମ୍ମାନ ଜନକ ବି ଭୋକାଲ ସିଏସ୍ଆର୍ ୨୫ ପୁରସ୍କାରରେ ସମ୍ମାନିତ ହୋଇଛି। ଅର୍ଗାନିକ୍ ଫିଙ୍ଗର୍ ମିଲେଟକୁ ପ୍ରୋତ୍ସାହନ ଯୋଗାଉଥିବାରୁ ଶକ୍ତି ବର୍ଗରେ ଟିପିଏସ୍ଓଡିଏଲକୁ ଏହି ପୁରସ୍କାର ମିଳିଛି।…
ଏମ୍ପାୱାରଟ୍ରାନ୍ସ ପକ୍ଷରୁ ଅଗଲପୁରରେ ଓଡ଼ିଶାର ପ୍ରଥମ ଡିଜିଟାଲ ପ୍ରୋସେସ୍ ବସ୍-ବେସଡ୍ ୧୩୨ କେଭି ଗ୍ରିଡ୍ ସବଷ୍ଟେସନ…
ଭୁବନେଶ୍ୱର: ରାଜ୍ୟର ଶକ୍ତି ଭିତ୍ତିଭୂମି ପାଇଁ ଏକ ମାଇଲଖୁଂଟ ସଫଳତା ଭାବରେ ଏମ୍ପାୱାରଟ୍ରାନ୍ସପକ୍ଷରୁ ବଲାଙ୍ଗୀର ଜିଲ୍ଲାର ରାମପୁର, ଅଗଲପୁରରେ ଓଡ଼ିଶାର ପ୍ରଥମ ଡିଜିଟାଲ ପ୍ରୋସେସ୍ ବସ୍-ବେସଡ୍ ୨x୨୦ ଏମଭିଏ, ୧୩୨/୩୩ କେଭି ଗ୍ରିଡ୍ ସବଷ୍ଟେସନ ସଫଳତାର ସହ କାର୍ଯ୍ୟକ୍ଷମ କରିଛି। ଓଡ଼ିଶା…
ଦିବ୍ୟ ଦର୍ଶନ ସଂଘ ଗୁଣପୁର ଶାଖାର ସତ୍ ସଙ୍ଗ।
(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି): ଗୁଣପୁର, ୨୩/୯ ସଦ ଗୁରୁ ଶ୍ରୀଶ୍ରୀ ଅର୍ଜୁନଙ୍କ ପ୍ରତିଷ୍ଠିତ ଦିବ୍ୟ ଦର୍ଶନ ସଂଘ ଗୁଣପୁର ଶାଖା ଜ୍ଞାନ ମନ୍ଦିର ଠାରେ ପି ଗୋପାଳ ରାଓଙ୍କ ସହ ସହସ୍ରାଧିକ ଗୁରୁ ଭାଇ ଓ ଭଉଣୀ ମାନଙ୍କର ଦୀକ୍ଷା ବାର୍ଷିକ ପାଳନ ଅବସରରେ ସତ୍ ସଙ୍ଗ ଅନୁଷ୍ଠିତ ହୋଇଯାଇଛି।…
ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦରେ ପ୍ରଧାନମନ୍ତ୍ରୀ ସ୍ବାନିଧି ଯୋଜନା ଅଧିନରେ ୮୫ ଜଣକୁ ହେବ ଋଣ ପ୍ରଦାନ
ଓଡ଼ଗାଁ,୨୩।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନ୍ଏସିର ବୁଲା ବିକାଳି, ଉଠା ଦୋକାନୀ ଏବଂ ଠେଲା ଗାଡ଼ି ଦୋକାନୀ ମାନଙ୍କ ଆର୍ଥିକ ଅଭିବୃଦ୍ଧିକୁ ଦୃଷ୍ଟିରେ ରଖି ଓଡ଼ଗାଁ ଏନ୍ଏସିର ୮୫ ଜଣ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ସ୍ବାନିଧି ଯୋଜନାରେ ଋଣ ପ୍ରଦାନ କରାଯିବ ।…