ଇତିହାସ ରଚିଲା ଟିପିସିଓଡିଏଲ୍: ଡିଜିଟାଲ୍ ପେମେଣ୍ଟ କରି 1 ମିଲିୟନ ହିତାଧିକାରୀ ପାଇଲେ ରିହାତି

  ଉପଭୋକ୍ତାଙ୍କ ପାଇଁ ଡିଜିଟାଲ୍ ବିଲ୍ ପେମେଣ୍ଟ ସରଳ କଲା ଟିପିସିଓଡିଏଲ୍‌ ଭୁବନେଶ୍ୱର: ଟାଟା ପାୱାର ଏବଂ ଓଡିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ୍ ଓଡିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍‌) ନିଜର ଉପଭୋକ୍ତାଙ୍କ ସୁବିଧା ପାଇଁ ଅନେକ ଡିଜିଟାଲ୍ ପେମେଂଟ୍ ବିକଳ୍ପ…

ଜିଲ୍ଲାପାଳ ଗୌରୱ ଶିୱାଜି ଇସଲୱାରଙ୍କ ବିଜୟାନନ୍ଦ ସମବାୟ ଚିନିକଳପରିଦର୍ଶନ

ବଲାଙ୍ଗିର, ଘନଶ୍ୟାମ ନାଗ (ବିଶେଷ ପ୍ରତିନିଧି):- ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ୍‌ ସାଗରପାଲି କଲୋନି ନିକଟରେ ଥିବା ବିଜୟାନନ୍ଦ ସମବାୟ ଚିନିକଳ ଠାରେ ଜିଲ୍ଲାପାଳ ଗୌରୱ ଶିୱାଜି ଇସଲୱାର  କାରଖାନା ପରିଦର୍ଶନ କରିଛନ୍ତି । କାରଖାନା ପରିସର ବୁଲି କାରଖାନାର ବିଭିନ୍ନ ଯନ୍ତ୍ରପାତି ତଥା…

ଅର୍ଥ ହେରଫେର ମାମଲାରେ ପୁନର୍ବାର ଦୋଷୀ ସାବ୍ୟସ୍ତ ହେଲେ ଶାଖା ପୋଷ୍ଟ ମାଷ୍ଟର

- ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ନିଜର କଷ୍ଟ ଉପାର୍ଜିତ ଧନକୁ ଲୋକମାନେ ବ୍ୟାଙ୍କ କିମ୍ବା ଡାକଘରେ ସଞ୍ଚୟ ଖାତାରେ ଜମା କରି ନିଶ୍ଚିନ୍ତ ଭାବେ ରହିଥାନ୍ତି। କିନ୍ତୁ ଯଦି ସେହି ପଇସା କୌଣସି ବି କାରଣରୁ ବାଟମାରଣା ହୋଇଯାଏ , ତେବେ ସମସ୍ତେ ବ୍ୟାଙ୍କ ତଥା ଡାକଘର ଉପରୁ ଆସ୍ଥା…

ବିଜେପି ପକ୍ଷରୁ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ ।

କେନ୍ଦ୍ରାପଡା:(ଜିଲ୍ଲା ପ୍ରତିନିଧି) ପ୍ରଫୁଲ କୁମାର ମଲ୍ଲ- କେନ୍ଦ୍ରାପଡ଼ା ଜିଲ୍ଲାର ଡେରାବିଶ ବ୍ଲକ ଅନ୍ତର୍ଗତ ଖମୋଳ ଛକର NM ITI ପ୍ରାଙ୍ଗଣରେ ଆଜି ସକାଳ ପ୍ରାୟ ୯ଟା ସମୟରେ ପାଟକୁରା ନିର୍ବାଚନ ମଣ୍ଡଳୀର ଭାରତୀୟ ଜନତା ପାର୍ଟି ପକ୍ଷରୁ ଏକ ବିଶାଳ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା।…

ସାମ୍ବାଦିକ ଅରିନ୍ଦମ ଦାଶଙ୍କ ଚତୁର୍ଥ ଶ୍ରାଦ୍ଧ ବାର୍ଷିକୀ ପାଳିତ।

  କେନ୍ଦୁଝର,ତା୨୪/୯- କହୁ କହୁ ଚାରି ବର୍ଷ ବିତିଗଲା ଆଜିର ଦିନରେ ୨୦୨୧ରେ କେନ୍ଦୁଝର ମାଟିର ଜଣେ ଯୋଗ୍ୟ ପୁତ୍ର ସାମ୍ବାଦିକ ଅରିନ୍ଦମ ଦାଶ ସାମ୍ବାଦିକତା ଲାଗି ନିଜ ଜୀବନକୁ ଉତ୍ସର୍ଗ କରିଥିଲେ। କେନ୍ଦୁଝର ଧନୁର୍ଜ୍ଜ୍ୱୟ ନାରାୟଣ ଉଚ୍ଚ ବିଦ୍ୟାଳୟରୁ ମେଧାବୀ ଛାତ୍ର ଭାବେ ପାସ କରି ଧରଣୀଧର…

ମହିଳା ସ୍ନାତକ ମହାବିଦ୍ୟାଳୟରେ ନାରୀ ଆଇନ ସେବା ସୁରକ୍ଷା ସଚେତନ କାର୍ଯ୍ୟକ୍ରମ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାାଣିଗ୍ରାହୀ : ସ୍ଥାନୀୟ ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଓ ସଖୀ ୱାନ୍ ଷ୍ଟପ୍ ସେଣ୍ଟରର ମିଳିତ ଆନୁକୂଲ୍ୟରେ ନାରୀ ସୁରକ୍ଷା ଆଇନ ସମ୍ବନ୍ଧୀୟ ଏକ ସଚେତନ ମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ…

ବିରଳ ଅଷ୍ଟ ବେତାଳ ପୂଜା ଉତ୍ସବ ନିମନ୍ତେ ଭଞ୍ଜନଗର ତହସିଲ୍ ତରଫରୁ ପାନ ଗୁଆ ନିମନ୍ତ୍ରଣ ବଣ୍ଟନ

ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ):ଭଞ୍ଜନଗର ତହସିଲ୍ କାର୍ଯ୍ୟାଳୟ ତରଫରୁ ପବିତ୍ର ଦୁର୍ଗା ଅଷ୍ଟମୀ ତିଥୀ ଠାରୁ ବିଜୟା ଦଶମୀ ପର୍ଯ୍ୟନ୍ତ ତିନିଦିନ ଧରି ବିରଳ ଅଷ୍ଟ ବେତାଳ ପୂଜା ଉତ୍ସବ ଅନୁଷ୍ଠିତ ହେବ। ଏହି ଅଷ୍ଟ ବେତାଳ ପୂଜା ଭଞ୍ଜନଗର ତହସିଲ୍ ବ୍ୟତିତ ଅନ୍ୟତ୍ର ଦେଖିବାକୁ ବିରଳ ଅଟେ। ଉକ୍ତ…

ଗୋରୁ ଚାଲାଣକୁ ରୋକିଲl ବେଲଗୁଣ୍ଠା ପୋଲିସ୍

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ଏକା ଦିନରେ ଦୁଇ ଦୁଇଟି ବେଆଇନ୍ ଗୋରୁ ଚାଲାଣ ରୋକିବାରେ ସକ୍ଷମ ହୋଇଛି ବେଲଗୁଣ୍ଠା ପୋଲିସ୍ I ସୂଚନା ପ୍ରକାରେ ମଙ୍ଗଳବାର ସକାଳେ ବେଲଗୁଣ୍ଠା ପୋଲିସ୍ ଗାଡ଼ି ମଟର ଯାଞ୍ଚ୍ କରୁ୍ଥିବା ବେଳେ ଓଡି୩୨ଜେ୨୩୯୨ ନମ୍ବର୍ ବିଶିଷ୍ଟ ଏକ ପିକ୍ ଅପ୍ ଗାଡ଼ିରେ ବେଆଇନ୍…

ବାଲୁଗାଁ ମହାବିଦ୍ୟାଳୟରେ ଜାତୀୟ ସେବା ଯ଼ୋଜନା ଦିବସ ପାଳିତ

ବାଲୁଗାଁ:(ସେକ କୌସର):ବାଲୁଗାଁ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ପକ୍ଷରୁ କାର୍ଯ୍ୟକ୍ରମ ଅଧିକାରୀ ଡ଼କ୍ଟର କୈଳାସ ଚନ୍ଦ୍ର ମହାରଣା ଓ ଅଧ୍ୟାପିକା ରୀନା ରାଉତଙ୍କ ତତ୍ତ୍ୱାବଧାନରେ ଆଜି ଜାତୀୟ ସେବା ଯୋଜନା ଦିବସ ପାଳିତ ହୋଇଯାଇଛି l ଅଧ୍ୟକ୍ଷ ଡ଼କ୍ଟର ଲଷ୍ମୀଧର ସୁବୁଦ୍ଧି ଏହି କାର୍ଯ୍ୟକ୍ରମରେ…

କ୍ଷେତ୍ରିୟବରପୁର ସ୍ଥିତ ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜାତୀୟ ସେବା ଯୋଜନା ଦିବସ” ପାଳିତ

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, କ୍ଷେତ୍ରିୟବରପୁର ସ୍ଥିତ ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜାତୀୟ ସେବା ଯୋଜନା ଶାଖା ତରଫରୁ "ଜାତୀୟ ସେବା ଯୋଜନା ଦିବସ" ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ପଟ୍ଟନାୟକଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛିଏବଂ ପ୍ରଶାସନିକ ଅଧୀକ୍ଷକ ଅଧ୍ୟାପକ…