Sign in
Sign in
Recover your password.
A password will be e-mailed to you.
ମହିଳା ସ୍ନାତକ ମହାବିଦ୍ୟାଳୟରେ ନାରୀ ସ୍ବାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହାବିଦ୍ୟାଳୟରେ ଅଧ୍ୟକ୍ଷା ଡ଼ ରୀନା ସାହୁଙ୍କର ନିର୍ଦ୍ଦେଶ କ୍ରମେ ଯୁବରେଡକ୍ରସ୍ ଆନୁକୂଲ୍ୟରେ ନାରୀ ସ୍ବାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜନ କରାଯାଇଅଛି । ଭାରପ୍ରାପ୍ତ ଅଧ୍ୟକ୍ଷା ଡ଼ ଭାରତୀ ପାଣିଗ୍ରାହୀ…
ଓଡ଼ିଶା ନାଟ୍ୟ ସଂଘ ଦିବସ ପାଳିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମାର ପାରଳାଖେମୁଣ୍ଡିର କରଣସାହି ସ୍ଥିତ ବିଜୟ କ୍ଲବ ପରିସରରେ ଅଗ୍ରଣୀ ନାଟ୍ୟ ସଂଗଠନ କ୍ରିଏଟିଭ ଆର୍ଟସ୍ ପକ୍ଷରୁ ୩୮ତମ ଓଡ଼ିଶା ନାଟ୍ୟ ସଂଘ ଦିବସ ପାଳିତ ହୋଇଯାଇଛି। ନାଟ୍ୟ ସଂଘ ର ଗଜପତି ଜିଲ୍ଲା ସଂଯୋଜକ ମନୋଜ…
ରାଜ୍ୟସ୍ତରୀୟ ପରିଛଳ କପ କ୍ରିକେଟ ଟୁର୍ଣ୍ଣାମେଂଟ; ଆଇଆରସି ଭିଲେଜ ଭୁବନେଶ୍ୱର ବିଜୟୀ
ଖୋର୍ଦ୍ଧା ରୁ (ସେକ ଜାଫର ): ଖୋର୍ଦ୍ଧା,୨୭ା୯: ପରିଛଳ ୟୁଥ୍ କ୍ଳବ୍ ଦ୍ୱାରା ଚାଲିଥିବା ୩୩ତମ ରାଜ୍ୟସ୍ତରୀୟ କ୍ରିକେଟ୍ ଟୁର୍ଣ୍ଣାମେଂଟ ରେ ଆଜିର ମ୍ୟାଚ୍ ରାଇଜିଂ ଷ୍ଟାର୍ କ୍ରିକେଟ୍ କ୍ଳବ୍, କୁମାରବସ୍ତ ଏବଂ ଆଇ.ଆର. ସି ଭିଲେଜ୍, ଭୁବନେଶ୍ୱର ଟିମ୍ ମଧ୍ୟରେ ହୋଇଥିଲା । ନିର୍ଦ୍ଧାରିତ ୧୫ ଓଭର୍…
ଦାଦନ ଗଡ ବେଲପଡ଼ା ସହର ଲଗାଣ ବର୍ଷାରେ ଜଳମଗ୍ନ
ବଲାଙ୍ଗୀର, ଘନଶ୍ୟାମ ନାଗ (ବିଶେଷ ପ୍ରତିନିଧି):- ବଲାଙ୍ଗୀର ଜିଲ୍ଲାର ବେଲପଡ଼ା ବ୍ଲକ ଅନ୍ତର୍ଗତ ବେଲପଡ଼ା ସହର ଗତ କିଛି ଦିନର ପ୍ରବଳ ଲଗାଣ ବର୍ଷାରେ ଜଳମଗ୍ନ ହୋଇପଡ଼ିଛି। ସହର ମଧ୍ଯ ଦେଇ ଯାଇଥିବା ଜାତୀୟ ରାଜପଥ–୪୨ ଉପରେ ପ୍ରାୟ ୩ ଫୁଟ୍ ଉଚ୍ଚତାରେ ପାଣି ଭରିଯାଇଥିବାରୁ ଯାନବାହାନ ଚଳାଚଳ…
ଜାତୀୟ ସେବା ଯୋଜନା ପ୍ରତିଷ୍ଠା ଦିବସ ଓ ସୁସ୍ଥ ନାରୀ ସଶକ୍ତ ପରିବାର ସମାଜ ଗଠନ କାର୍ଯ୍ୟକ୍ରମ
ବେଲଗୁଣ୍ଠା-:-(ଶିବରାମ ଚୌଧୁରୀ )-: ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟ ରେ ଜାତୀୟ ସେବା ଯୋଜନା ପ୍ରତିଷ୍ଠ ଦିବସ କାର୍ଯ୍ୟକ୍ରମ ମହାବିଦ୍ୟାଳୟ ର ଏନ୍. ଏସ.ଏସ ପ୍ରୋଗ୍ରାମ ଅଫିସର ଅଧ୍ୟାପିକା ପିଙ୍କି ପାତ୍ର ଙ୍କ ତତ୍ୱାବଧାନରେ କଲେଜ ପରିସରରେ ପାଳନ କରାଯାଇଛି। ଏହି ପ୍ରତିଷ୍ଠା…
ଓଡ଼ିଶା ସିଭିଲ୍ ସର୍ଭିସ ପରୀକ୍ଷାରେ ଆସିଫ ଓ ପ୍ରୀତମଙ୍କ ସଫଳତା
ମାଲକାନଗିରି ତା:-୨୭/୦୯: ଶୁକ୍ରବାର ଓଡ଼ିଶା ଲୋକସେବାପ୍ରୀତମ ୩ ୬୪ ନମ୍ବର ସ୍ଥାନ ହାସଲ କରି ଜିଲ୍ଲା ପାଇଁ ଗୌରବ ଆଣି ଦେଇଛନ୍ତି | ପ୍ରୀତମ ନିଜର ସଫଳତାର ଶ୍ରେୟ ପିତା ମାତା ଓ ଶିକ୍ଷକ ମାନଙ୍କୁ ପ୍ରଦାନ କରିଛନ୍ତି | ସେ ଗତ କିଛି ବର୍ଷ ଧରି ଭୁବନେଶ୍ଵରରେ ରହି ନିଜର ଇଚ୍ଛା ଓ ନିଷ୍ଟା ସହ…
ନକ୍ସଲ ଦମ୍ପତି ଗିରଫ
ମାଲକାନଗିରି,୨୭ | ୯ : ରାୟପୁରରେ ଏକ ନକ୍ସଲ ଦମ୍ପତିଙ୍କୁ ଗିରପ କରାଯାଇଛି। ସୂଚନା ଅନୁଯାୟୀ, ସେମାନେ ବିଜାପୁର ଜିଲ୍ଲାର ବାସିନ୍ଦା ଏବଂ ଚିକିତ୍ସା ବାହାନାରେ ନକଲି ଆଧାର କାର୍ଡ ବ୍ୟବହାର କରି ରାୟପୁରରେ ଏକ ଭଡା ଘରେ ରହୁଥିଲେ | ଦମ୍ପତିଙ୍କ ଗିରଫ ପରେ ସେମାଙ୍କ ଠାରୁ ନକ୍ସଲଙ୍କ ସହର…
ମାଲକାନଗିରି ଜିଲ୍ଲାରେ ଓଟିଇଟି ପରୀକ୍ଷା ଦେଲେ ୧୪୪୯ ଶିକ୍ଷକଶିକ୍ଷୟତ୍ରୀ
ମାଲକାନଗିରି, ୨୭/୯/୨୫: ଆଜି ମାଲକାନାଗିରି ଜିଲ୍ଲାରେ ଓଟିଇଟି ପରୀକ୍ଷା ଆୟୋଜନ କରାଯାଇଛି। ମାଧ୍ୟମିକ ଶିକ୍ଷା ପରିଷଦ କଟକଙ୍କ କାର୍ଯ୍ୟ ସୂଚୀ କ୍ରମେ ମାଲକାନାଗିରି ଜିଲ୍ଲାରେ ୫ ଗୋଟି କେନ୍ଦ୍ର ରେ ଏହି ପରୀକ୍ଷା ଆୟୋଜନ କରାଯାଇଛି । ଏହି ୫ ଟି କେନ୍ଦ୍ରରେ ସମସ୍ତ ବ୍ଲକ୍ ର ୧୪୪୯ ଜଣ ଶିକ୍ଷକ…
ଘେଁସ ଦୁର୍ଗାପୂଜା ଉପଲକ୍ଷେ ରଶିଟଣା ପ୍ରତିଯୋଗିତା, ତାଳପଦର ଦଳ ବିଜେତା
ବିଜେପୁର :-ଦୁର୍ଗାପୂଜା ଉପଲକ୍ଷେ ଘେଁସରେ ଆଜି ଷଷ୍ଠୀ ଦିନ ରଶିଟଣା ପ୍ରତିଯୋଗିତାର ଆୟୋଜନ ହୋଇଥିଲା। ପୂଜା ପର୍ବର ଧାର୍ମିକ କାର୍ଯ୍ୟକ୍ରମ ସହିତ ସାମାଜିକ ଏବଂ କ୍ରୀଡାମୂଳକ କାର୍ଯ୍ୟକ୍ରମ ଭିତରେ ଏହି ପ୍ରତିଯୋଗିତା ଗ୍ରାମବାସୀଙ୍କ ପାଇଁ ବିଶେଷ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଥିଲା।ମୋଟ ୮ଟି…
ତାଳପଦର-ଲିମଟିକିରା ରାସ୍ତାରେ ବିଶାଳ ଆମ୍ବ ଗଛ ପଡିଲା, ବିଜେପୁର ଅଗ୍ନିଶମ ବିଭାଗର ତୁରନ୍ତ କାର୍ଯ୍ୟରେ ଯାତାୟାତ…
ବରଗଡ: ବରଗଡ ଜିଲ୍ଲାର ବିଜେପୁର ବ୍ଲକ ଅନ୍ତର୍ଗତ ତାଳପଦରରୁ ଲିମଟିକିରା, ବାରଗୋଡ଼ାକୁ ଯୋଡ଼ୁଥିବା ପ୍ରମୁଖ ରାସ୍ତାରେ ଆଜି ସକାଲେ ଏକ ବିଶାଳ ଆମ୍ବ ଗଛ ହଠାତ୍ ପଡିଯାଇଥିଲା। ଯାତାୟାତ ସମଗ୍ରରୁପେ ବନ୍ଦ ହୋଇପଡିଥିଲା ଏବଂ ସାଧାରଣ ଲୋକ, ଯାତ୍ରୀ ଓ ଯାନଚାଳକମାନେ ଘଣ୍ଟାଧରି ଅଟକି ରହିଥିଲେ।ଗଛର…