ସରିଲା ଡିସିବିଏଲର ଜମି ଅଧୂଗ୍ରହଣ, ଗର୍ଜୁଥୁବା ନେତାଙ୍କ ଦେଖା ମିଲିଲା ନାହିଁ

ରାଜଗାଙ୍ଗପୁର( ବିଷ୍ଣୁ ଭୋମିକ) — ଲାଞ୍ଜିବେର୍ଣା ଅଞ୍ଚଳରେ ଡିସିବିଏଲ ସଂସ୍ଥା ପାଇଁ ଦୀର୍ଘଦିନ ଧରି ଚାଲିଥିବା ଜମି ଅଧିଗ୍ରହଣ ପ୍ରକ୍ରିୟା ଶେଷରେ ଆଜି ସମ୍ପୂର୍ଣ ହୋଇଛି ଓ ରାତିଅଧୂଆ ପୋଲିସ ପ୍ରଶାସନୀୟ ବ୍ୟବସ୍ଥା କଡା କରାଯାଇ ୨୭.୫୧ ଏକର ଜମିକୁ ଆଧିକାରିକ ଭାବେ ଅଧିଗ୍ରହଣ କରାଯାଇଥିବା…

ଭଞ୍ଜନଗର ୪ ର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତରେ ୪୨୨ ମାମଲାର ଶୁଣାଣି

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଭଞ୍ଜନଗର ଏଡ଼ିଜେ କୋର୍ଟ ଠାରେ ୪ ର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭଞ୍ଜନଗର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ତଥା ଅଧ୍ୟକ୍ଷ, ତାଲୁକ ଆଇନ୍ ସେବା କମିଟିର ସେଖ୍ ମହମ୍ମଦ କଏସ୍ , ସିନିୟର୍ ସିଭିଲ୍ ଜଜ- ଦେବାଶିଷ ବିଶୋଇ, ଏସ ଡି ଜେ…

ଗଜପତି ଜିଲ୍ଲାରେ ୪ ର୍ଥ ଜାତୀୟ ଲୋକ ଅଦାଲତ ଅନୁଷ୍ଠିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜାତୀୟ ଆଇନ ସେବା ପ୍ରାଧିକରଣ (ନାଲସା), ନୂଆଦିଲ୍ଲୀଙ୍କ ନିର୍ଦ୍ଦେଶକ୍ରମେ ଶ୍ରୀ ଜଗଦୀଶ ପ୍ରସାଦ ମହାନ୍ତି , ଜିଲ୍ଲା ଓ ଦଣ୍ଡାଧୀଶ-cum-ଅଧ୍ୟକ୍ଷ , ଜିଲ୍ଲା ଆଇନ ସେବା ପ୍ରାଧିକରଣ (ଡିଏଲଏସଏ), ଗଜପତିଙ୍କ ତତ୍ୱାବଧାନରେ ଆଜି ପାରଳାଖେମୁଣ୍ଡି ,…

ପ୍ଲେ ସ୍କୁଲ ୱାନଡେ଼ରେଲା କିଡ଼ସ ଜୟର ୧୧ ତମ ବାର୍ଷିକ ଉତ୍ସବ “ବନ୍ଧନ- ୨୫” ଅନୁଷ୍ଠିତ

https://youtu.be/9tRRlmRs1Xk ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଐତିହ ସମ୍ପନ୍ନ ସହର ପାରଳାଖେମୁଣ୍ଡି ସ୍ଥିତ ପ୍ଲେ ସ୍କୁଲ ୱାନଡେ଼ରେଲା କିଡ଼ସ ଜୟର ୧୧ ତମ ବାର୍ଷିକ ଉତ୍ସବ "ବନ୍ଧନ- ୨୫" ଆଜି (ଶନିବାର) ରାଜ ପ୍ରସାଦ ସାମ୍ନା ଅର୍ବ|ନ ବ୍ୟାଙ୍କ ଉଦ୍ୟାନ ରେ ଅତି ସୁଚାରୁ ରୂପେ…

କୋଲ୍ଡ ଷ୍ଟୋରେଜ କନକ୍ଲେଭ ଓ ବାୟର-ସେଲର ମିଟ ୨୦୨୫ରେ ଶୀତଳ ଭଣ୍ଡାର ବିକାଶ ପାଇଁ ଓଡ଼ିଶାର ନୂଆ ଦୃଷ୍ଟିକୋଣ ଉନ୍ମୋଚିତ

• ସ୍ଥାୟୀ ଶୀତଳ ଭଣ୍ଡାର ଅଭିବୃଦ୍ଧି ପାଇଁ ଏକ ସହାୟକ ପରିବେଶ ସୃଷ୍ଟି କରୁଛି: ଶ୍ରୀ କନକ ବର୍ଦ୍ଧନ ସିଂହ ଦେଓ, ଉପମୁଖ୍ୟମନ୍ତ୍ରୀ, ଓଡ଼ିଶା• ବଜାର-ନେତୃତ୍ୱାଧୀନ କୃଷି ଏବଂ ଘରୋଇ ଅଂଶଗ୍ରହଣ ହେଉଛି ଆଗକୁ ବଢ଼ିବାର ପଥ: ଡକ୍ଟର ଅରବିନ୍ଦ କୁମାର ପାଢୀ• ଓଡ଼ିଶା ପାଇଁ ଏକ ସମୃଦ୍ଧ ଶୀତଳ ଭଣ୍ଡାର…

ଟାଟା ଷ୍ଟିଲ୍ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ ଗ୍ରାଣ୍ଡ ଫିନାଲେ-୨୦୨୫, ବିଜେତାଙ୍କୁ ସମ୍ବର୍ଦ୍ଧିତ କଲେ…

-ୟାଟ୍‌ସ ଗ୍ରାଣ୍ଡ୍ ଫିନାଲେ ୨୦୨୫ରେ ସମ୍ବର୍ଦ୍ଧିତ ହେଲେ ରାଜ୍ୟର ୩୦ ଛାତ୍ରଛାତ୍ରୀ - ଟାଟା ଷ୍ଟିଲ୍ ଓ ପଠାଣୀ ସାମନ୍ତ ପ୍ଲାନେଟାରିୟମ୍ ପକ୍ଷରୁ କାର୍ଯ୍ୟକ୍ରମ ଆୟୋଜିତ - ୧୯ତମ ସଂସ୍କରଣରେ ରାଜ୍ୟର ୭୬,୭୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣ ଭୁବନେଶ୍ୱର, ୧୩…

ଭୈରୋପୁରରେ ପ୍ରଧାନ ଶିକ୍ଷକ ସମ୍ମିଳନୀ

 ବିଜେପୁର: ବରଗଡ଼ ଜିଲ୍ଲା ବିଜେପୁର ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ ଭୈରୋପୁର ସରକାରୀ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟରସ୍ତରୀୟ ପ୍ରଧାନ ଶିକ୍ଷକ ସମ୍ମିଳନୀ ଶନିବାର ଅନୁଷ୍ଠିତ ହୋଇଯାଇଛି।ଜାରିଂ ସିଆରସିସି ରାଜେଶ୍ବର ବେହେରାଙ୍କ ଆବାହକତ୍ବ ତଥା ସ୍ଥାନୀୟ ପ୍ରଧାନଶିକ୍ଷକ ଜଗଦୀଶ…

ଉପଖଣ୍ଡ ବିଦ୍ୟୁତ୍ ବିଭାଗ ତରଫରୁ ବେଲଗୁଣ୍ଠା ଏବଂ ଜଗନ୍ନାଥପ୍ରସାଦରେ ସ୍ତରୀୟ ଲୋକ ଅଦାଲତ

  ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-,ଆଜି ବେଲଗୁଣ୍ଠା ଉପଖଣ୍ଡ ବିଦ୍ୟୁତ୍ ବିଭାଗ ତରଫରୁ ବେଲଗୁଣ୍ଠା ଏବଂ ଜଗନ୍ନାଥପ୍ରସାଦରେ ଉପଖଣ୍ଡ ସ୍ତରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି I ପୂର୍ବରୁ ବିଦ୍ୟୁତ୍ ଚୋରି କରିବା କାରଣରୁ ଜୋରିମାନା ପଡ଼ିଥିବା ବିଦ୍ୟୁତ୍ ଗ୍ରାହକ ମାନଙ୍କ ନିମନ୍ତେ ଏହି…

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ବେଲଗୁଣ୍ଠା ଠାରେ ରେ ୨ୟ ପର୍ଯ୍ୟାୟ *ସପ୍ତଶକ୍ତି ସଙ୍ଗମ*କାର୍ଯ୍ୟକ୍ରମ ଅନୁଷ୍ଠିତ..

ବେଲଗୁଣ୍ଠା-.(ଶିବରାମ ଚୌଧୁରୀ )- ରିଖ ଶନିବାର ଦିନ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର,ବେଲଗୁଣ୍ଠା ଠାରେ ଦ୍ୱିତୀୟ ପର୍ଯ୍ୟାୟ ସପ୍ତ ଶକ୍ତି ସଙ୍ଗମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବେଲଗୁଣ୍ଠା ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ସୁଶ୍ରୀ ସଂଯୁକ୍ତା ପଣ୍ଡା ମୁଖ୍ୟଅତିଥି ,ଅଧ୍ୟାପିକା…

କେନ୍ଦୁଝରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ।

 କେନ୍ଦୁଝର,ତା୧୩/୧୨(ଦିଲ୍ଲୀପ ସାହୁ )- ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ଆଜି ଜିଲ୍ଲା କୋର୍ଟ, ଆନନ୍ଦପୁର ଓ ଚମ୍ପୁଆ ଅତିରିକ୍ତ ଜିଲ୍ଲା ଜଜ ଏବଂ ବଡ଼ବିଲ, ହାଟଡିହି, ତେଲକୋଇ ଓ ଘଟଗାଁର ପ୍ରଥମ ଶ୍ରେଣୀ ବିଚର ବିଭାଗୀୟ ଅଦାଲତ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ…