Sign in
Sign in
Recover your password.
A password will be e-mailed to you.
ରାୟଗଡାରେ ରାଷ୍ଟ୍ରୀୟ ଲୋକଅଦାଲତ ରେ ୨୦,୮୨୮ ଟି ମାମଲା ଫଇସଲା ହୋଇ ସେଟେଲମେଣ୍ଟ ବାବଦକୁ ୮୦,୩୭,୯୦୨ ଟଙ୍କା ଆଦାୟ
ରାୟଗଡା : ଜିଲ୍ଲା ଆଇନ ସେବା ପ୍ରାଧିକରଣ, ରାୟଗଡା ତତ୍ତ୍ୱାବଧାନରେ ରାୟଗଡା ଜିଲ୍ଲା ସିଭିଲକୋର୍ଟ ପରିସରରେ ଆଜି ଚତୁର୍ଥ ରାଷ୍ଟ୍ରୀୟ ଲୋକଅଦାଲତ ଅନୁଷ୍ଠିତ ହୋଇଯାଇଅଛି l ଏହି ଲୋକ ଅଦାଲତରେ ରାୟଗଡା ଜିଲ୍ଲା ଅଦାଲତ ସମେତ ଗୁଣୁପୁର, ବିଷମକଟକ, କାଶିପୁର, ପଦ୍ମପୁର ଓ ମୁନିଗୁଡା ଅଦାଲତ ରେ…
ରାୟଗଡ଼ ବ୍ଳକ ଚଇତିରେ ଦୁଲୁକିଲା ମଂଚ
* ଚାରି ହଜାରରୁ ଉର୍ଦ୍ଧ ଲୋକଙ୍କ ସମାଗମ
* ଜନ ସଚେତନତା ପାଇଁ ସ୍ଵତନ୍ତ୍ର ସାଂସ୍କୃତିକ କାର୍ଯ୍ୟକ୍ରମ
* ସମ୍ମାନିତ ହେଲେ ଅନନ୍ୟ ପ୍ରତିଭା
* ରକ୍ତଦାନ ଶିବିର ଅନୁଷ୍ଠିତ
ରାୟଗଡ଼ ତା ୧୩-୧୨-୨୦୨୫: ରାୟଗଡ଼ ସଦର ବ୍ଲକରେ ଲୋକ ମହୋତ୍ସବ ଚଇତି ଶୁକ୍ରବାର ଅନୁଷ୍ଠିତ…
ଅନ୍ବେଷା ହଷ୍ଟେଲ ଛାତ୍ରଛାତ୍ରୀଙ୍କ ସଫଳତା
କେନ୍ଦୁଝର,(ଦିଲୀପ ସାହୁ) ତା୧୩/୧୨- କେନ୍ଦୁଝର ଜିଲ୍ଲାର ଅନୁସୂଚିତ ଜାତି ଓ ଅନୁସୂଚୀତ ଜନଜାତି ଉନ୍ନୟନ ବିଭାଗ ଦ୍ବାରା ପରିଚାଳିତ ଅନ୍ବେଷା ଛାତ୍ରାବାସ, ଡି. ଡି. କଲେଜର ଛାତ୍ରଛାତ୍ରୀ କ୍ରୀଡ଼ା ପ୍ରତି ଆକୃଷ୍ଟ ହୋଇ ନିଜ ବିଦ୍ୟାଳୟର ବାର୍ଷିକ ଖେଳ ପ୍ରତିଯୋଗିତାରେ ସଫଳତା ହାସଲ କରିଛନ୍ତି।…
ମାଁ ବାରପାହାଁନ୍ତି ଦୁର୍ଗା ମନ୍ଦିର ରୁ ଅଳଙ୍କାର ଲୁଟି ନେଲେ ଦୁବୁର୍ତ୍ତ
ଗ୍ରହରାଜ ସନିଦେବଙ୍କୁ ମଧ୍ୟ ମାନିଲେନି ଚୋର
ସନୀ ମନ୍ଦିର ପରିସରରେ ଥିବା ଦେବୀ ମନ୍ଦିର ରୁ ଅଳଙ୍କାର ଲୁଟି ନେଲେ ଚୋର
ଗୋଟିଏ ପରେ ଗୋଟିଏ ମନ୍ଦିର ଚୋରି ଘଟଣା ଯୋଡ଼ି ହୋଇ ଯାଉଛି।
ପ୍ରାଚୀନ ଐତିହାସିକ କିର୍ତ୍ତି ସମ୍ବଳିତ ବହୁ ମୂଲ୍ୟବାନ ବସ୍ତୁ ଉପରେ ରହିଛି ଚୋର ନଜର।…
ରାଜ୍ୟସ୍ତରୀୟ ବିଜୟୀ ଗଜପତି ସ୍କୁଲ ଟିମ୍ କୁ ସମ୍ୱର୍ଦ୍ଧିତ କଲେ ପାରଳା ବିଧାୟକ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ରାମନଗର ସ୍ଥିତ ପଡିଆରେ ପାରଳାଖେମୁଣ୍ଡି ବିଧାୟକ ଇଂ ରୁପେଶ କୁମାର ପାଣିଗ୍ରାହୀ ରାଜ୍ୟସ୍ତରୀୟ ସ୍କୁଲ କ୍ରିକେଟ ପ୍ରତିଯୋଗିତାରେ ବିଜୟୀ ଲାଭ କରିଥିବା ଗଜପତି ଟିମ୍ କୁ ସମ୍ୱର୍ଦ୍ଧନା କରିଛନ୍ତି। ସେ ଉପସ୍ଥିତ ଥିବା ଟିମ୍ ମ୍ୟାନେଜର ଓ କୋଚ୍ ତଥା…
ମହାନଦୀ ସଂକଟର ସମାଧାନ କେବେ, ରାଜ୍ୟ ସରକାର ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ: ବିଜେଡି
ଛତିଶଗଡ ସରକାର ମହାନଦୀ ଉପରେ ଅତ୍ୟାଚାର କରୁଛନ୍ତି
ରାଜ୍ୟ ସରକାର କେବଳ କମିଟି ପରେ କମିଟି ଗଠନ କରୁଛନ୍ତି, କିନ୍ତୁ ଫଳ ଶୂନ
ଭୁବନେଶ୍ୱର, ୧୩/୧୨/୨୦୨୫: ମହାନଦୀ ହେଉଛି ଓଡିଶାର ଜୀବନ ସ୍ରୋତ । ଗତ କିଛି ଦଶନ୍ଧି ହେଲା ଓଡିଶାବାସୀଙ୍କ ମା ସମାନ ମହାନଦୀର ଜୀବନସ୍ରୋତକୁ…
ନୂଆଗାଁରେ ୟୁଆଇଏଲ୍ ପକ୍ଷରୁ ମେଗା ସ୍ବାସ୍ଥ୍ୟ ଶିବିର ଆୟୋଜିତ
କାଶୀପୁର ରୁ ବୈକୁଣ୍ଠ ଦୁରିଆ: ରାୟଗଡ଼ା ଜିଲ୍ଲା ଟିକିରି ଅନ୍ତର୍ଗତ ଦୋରାଗୁଡା ସ୍ଥିତ ଉତ୍କଳ ଆଲୁମିନା, ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ୍ ଆଦିତ୍ୟ ବିର୍ଲା ଗ୍ରୁପର ସହଯୋଗୀ କମ୍ପାନୀ ପକ୍ଷରୁ ମେଗା ସ୍ବାସ୍ଥ୍ୟ ଶିବିର ଆୟୋଜିତ ହୋଇଯାଇଛି। ଉକ୍ତ ସ୍ବାସ୍ଥ୍ୟ ଶିବିର କାଶୀପୁର ବ୍ଲକ ଅନ୍ତର୍ଗତ…
କମ୍ପର ଗ୍ରାମରେ ନିଆଁ ଆତଙ୍କ: ୨ ମିନିଟରେ ୧୦ ପରିବାରଙ୍କ ଚାଷ ପାଉଁଶ, ଜୀବନ ଅନ୍ଧକାରରେ
କାଶୀପୁର ରୁ ବୈକୁଣ୍ଠ ଦୁରିଆ - କମ୍ପର ଗ୍ରାମରେ ଦିନ ୧୨ ଘଣ୍ଟା ସମୟରେ ଘଟିଥିବା ଏକ ଦୁଃଖଦ ଘଟଣା ୧୦ ପରିବାରର ଜୀବନକୁ ମୁହୂର୍ତ୍ତରେ ଅନ୍ଧକାର କରିଦେଲା। ଚାଷକୁ ଏକମାତ୍ର ଜୀବିକା କରି ଜୀବନ ଚଳାଉଥିବା ଏହି ପରିବାରମାନେ ସମ୍ପ୍ରତି ଖେତ ରୁ କଟା ମାଣ୍ଡିଆ ଓ ରୁଆକୁ ଓମଳ ପାଇଁ ଗୋଟିଏ ପଡିଆରେ…
ପାଣିଓରା ସ୍କୁଲ ର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଓ ପୁରସ୍କାର ବିତରଣ ଉତ୍ସବ
ଖୋର୍ଦ୍ଧା ରୁ (ସେକ ଜାଫର): ଖୋର୍ଦ୍ଧା ନିକଟ ଅଙ୍ଗାର ପଡା ପଞ୍ଚାୟତ ଅଧୀନ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ପାଣିଓରା ର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଓ ପୁରସ୍କାର ବିତରଣୀ ଉତ୍ସବ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି l ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଭାପତିତ୍ୱ ରେ ମୁଖ୍ୟ…
ଜିଲ୍ଲା ସ୍ତରୀୟ ଯୁବୋତ୍ସବ ୨୦୨୫ ଅନୁଷ୍ଠିତ
ଜଗତସିଂହପୁର, ୧୨/୧୨/୨୦୨୫ : ଜିଲ୍ଲା ପ୍ରଶାସନ ଏବଂ ମାଇ ଭାରତ ର ମିଳିତ ଆନୁକୁଲ୍ୟରେ ସ୍ଥାନୀୟ ଆଦିକବି ସାରଳା ଦାସ ସଂସ୍କୃତି ଭବନ ଠାରେ ବିକଶିତ ଭାରତ ଯୁବ ନେତୃତ୍ଵ ସଂଳାପ ଯୁବୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଅପରାହ୍ନ ରେ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲା ପରିଷଦ…