Sign in
Sign in
Recover your password.
A password will be e-mailed to you.
ଗୋବରା ରେ ଚଳିତବର୍ଷ ଦ୍ୱତୀୟଥର ପାଇଁ ମଧୁବାସନ୍ତି ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ
ବେଲଗୁଣ୍ଠା -(ଶିବରାମ ଚୌଧୁରୀ )- : ବେଲଗୁଣ୍ଠା ବ୍ଲକ ଗୋବରା ରେ ଚଳିତବର୍ଷ ଦ୍ୱତୀୟଥର ପାଇଁ ମଧୁବାସନ୍ତି ଯାତ୍ରା ଆସନ୍ତା ୨୭ ଡ଼ିସେମ୍ବର ଠାରୁ ଆରମ୍ଭ ହୋଇ ଜାନୁଆରୀ ଏକ ତାରିଖରେ ଶେଷ ହେବାର କାଯ୍ୟକ୍ରମ ରହିଛି l ଏ ନେଇ ଆଜି ସନ୍ଧ୍ୟାରେ ଗୋବରା କପିଳେଶ୍ୱର ଶିବ ମନ୍ଦିରରେ ପ୍ରସ୍ତୁତି ବୈଠକ…
ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅସାମାଜିକ ବ୍ୟକ୍ତିଙ୍କ ଅନଧିକାର ପ୍ରବେଶ ଉପରେ ରୋକ ଲାଗିଲା l
କେନ୍ଦୁଝର,ତା୧୪/୧୨- କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଅନ୍ତର୍ଗତ ଢେଙ୍କିକୋଟ ହେଉଛି ଏକ ବ୍ୟବସାୟିକ ପେଣ୍ଠସ୍ଥଳୀ ଓ ବ୍ୟସ୍ତ ବହୁଳ ଜନସମାଗମ ମାର୍କେଟ l ଏହି ଢେଙ୍କିକୋଟ ଠାରେ ଅଛି ଲୋକମାନଙ୍କ ସେବାପାଇଁ ଏକ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର l ବର୍ତ୍ତମାନ ସାରା ରାଜ୍ୟରେ ଡାକ୍ତର ମାନଙ୍କର ଘୋର…
ଜିଲ୍ଲା ଅବସରପ୍ରାପ୍ତ ବିଚାର ବିଭାଗୀୟ କର୍ମଚାରୀଙ୍କ ବାର୍ଷିକ ବୈଠକ
କେନ୍ଦୁଝର,ତା୧୪/୧୨- କେନ୍ଦୁଝର ଜିଲ୍ଲା ଅବସରପ୍ରାପ୍ତ ବିଚାର ବିଭାଗୀୟ କର୍ମଚାରୀଙ୍କ ବାର୍ଷିକ ସାଧାରଣ ବୈଠକ ତୃପ୍ତୀ ସଫାରୀ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବାର୍ଷିକ ବୈଠକରେ ମୋଟ ୫୨ ଜଣ ଅବସରପ୍ରାପ୍ତ କର୍ମଚାରୀ ସୁଦୂର କେନ୍ଦୁଝର,ଭୁବନେଶ୍ୱର,ଯାଜପୁର,ଆନନ୍ଦପୁର,ଚମ୍ପୁଆ ଓ କେନ୍ଦୁଝର…
ଶିଳ୍ପ ତାଲିମ୍ କେନ୍ଦ୍ରର କ୍ରୀଡା ପ୍ରତିଯୋଗିତା ଉଦଯାପିତ
କେନ୍ଦୁଝର,ତା୧୪/୧୨- କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର ମହେଶ୍ବର ସାହୁ ଶିଳ୍ପ ତାଲିମ୍ କେନ୍ଦ୍ରର ଖେଳ ପଡିଆରେ ଚାଲିଥିବା ୩୩ତମ ବାର୍ଷିକ କ୍ରୀଡା ପ୍ରତିଯୋଗୀତା ଉଦଯାପିତ ହୋଇଛି। ସେହିପରି ଶ୍ରୀ ମହେଶ୍ଵର ସାହୁଙ୍କ ୯୪ତମ ଜନ୍ମ ଦିବସ ପାଳିତ ହୋଇଛି। ଅନୁଷ୍ଠାନର ଅଧ୍ୟକ୍ଷ ଇଂ…
ଆସନ୍ତା ୨୭ ରୁ ନୃତ୍ୟଭିତ୍ତିକ କାର୍ଯ୍ୟକ୍ରମ “ଆଜା ନାଚଲେ”
ରାଉରକେଲା, (ବସନ୍ତ କୁମାର ଜେନା): ରାଉରକେଲାର ଅନ୍ୟତମ ନୃତ୍ୟ ପ୍ରଶିକ୍ଷଣ କେନ୍ଦ୍ର ରୋଜା ନୃତ୍ୟାନୁଷ୍ଠାନ ପକ୍ଷରୁ କୋଏଲନଗର ସ୍ଥିତ ଅବସରପ୍ରାପ୍ତ ଇସ୍ପାତ କାରଖାନା କର୍ମଚାରୀ ସଂଘ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ର ଆୟୋଜନ କରାଯାଇଥିଲା । ଉକ୍ତ ସମ୍ମିଳନୀ ରେ ଅନୁଷ୍ଠାନ ପକ୍ଷରୁ…
ଡି.ଏନ୍. ହାଇସ୍କୁଲ ୧୯୭୬ ବ୍ୟାଚ ଛାତ୍ରଙ୍କର ସୁବର୍ଣ୍ଣ ଜୟନ୍ତୀ ପାଳନ
କେନ୍ଦୁଝର,ତା୧୪/୧୨- କେନ୍ଦୁଝରର ପ୍ରସିଦ୍ଧ ଧନୁର୍ଜ୍ଜୟ ନାରାୟଣ ଉଚ୍ଚ ବିଦ୍ୟାଳୟର ୧୯୭୬ ବ୍ୟାଚ୍ ପୁରାତନ ଛାତ୍ରଙ୍କର ୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଡି.ଏନ୍ ହାଇସ୍କୁଲ ଅଡିଟୋରିୟମରେ ସୁବର୍ଣ୍ଣ ଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ଅନୁଷ୍ଠିତ ସଭାରେ ଅବସରପ୍ରାପ୍ତ…
ବିଜେପୁର ଥାନାକୁ ମହିଳା କମିଶନ ସଦସ୍ୟ ଶ୍ରୀମତୀ ମୁକ୍ତା ସାହୁଙ୍କ ପରିଦର୍ଶନ
ମହିଳା ନ୍ୟାୟ, ସୁରକ୍ଷା ଓ ଥାନାର ବିଭିନ୍ନ ସମସ୍ୟା ଉପରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା
ବିଜେପୁର: ମହିଳାଙ୍କ ସୁରକ୍ଷା, ନ୍ୟାୟ ପ୍ରଦାନ ଓ ପୋଲିସ ବ୍ୟବସ୍ଥାକୁ ଅଧିକ ସଂବେଦନଶୀଳ କରିବା ଉଦ୍ଦେଶ୍ୟରେ ରାଜ୍ୟ ମହିଳା କମିଶନର ସଦସ୍ୟ ଶ୍ରୀମତୀ ମୁକ୍ତା ସାହୁ ରବିବାର ବିଜେପୁର ଥାନାକୁ ପରିଦର୍ଶନ…
କିଡ୍ସ ଗୀ ବିଦ୍ୟାଳୟର ୧୩ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଜ୍ଜାପନା ଦିବସ ଆଡମ୍ବର ସହ ସମ୍ପନ୍ନ
(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି): ଗୁଣୁପୁର ସ୍ଥିତ ବିକ୍ରମପୁର ଫୋରେଷ୍ଟ ଅଫିସ ନିକଟସ୍ଥ କିଡ୍ସ ପାରାଡାଇଜ ପ୍ଲେ ଗ୍ରାଉଣ୍ଡ ଠାରେ ଚାଲିଥିବା କିଡ୍ସ ଗୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ୧୩ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା–୨୦୨୫ ର ଉଜ୍ଜାପନା ଦିବସ ଅତ୍ୟନ୍ତ ଆଡମ୍ବର, ଉତ୍ସାହ ଓ ଉଲ୍ଲାସ…
ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟର ଦ୍ବିତୀୟ ସମାବର୍ତ୍ତନ ସମାରୋହ ଅନୁଷ୍ଠିତ
" ଅଭିନବ ଚିନ୍ତାଧାରା ଓ କଠିନ ପରିଶ୍ରମ ସଫଳତାର ଚାବିକାଠୀ "
(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି): ଆଜି ସ୍ଥାନୀୟ ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟର ଦ୍ବିତୀୟ ସମାବର୍ତ୍ତନ ସମାରୋହ ଅନୁଷ୍ଠିତ ହୋଇଯାଇଛି | ବିଶ୍ୱବିଦ୍ୟାଳୟର ସଭାପତି ଡ଼ ସତ୍ୟ ପ୍ରକାଶ ପଣ୍ଡା ଆନୁଷ୍ଠାନିକ ଭାବେ…
ସରିଲା ଡିସିବିଏଲର ଜମି ଅଧୂଗ୍ରହଣ, ଗର୍ଜୁଥୁବା ନେତାଙ୍କ ଦେଖା ମିଲିଲା ନାହିଁ
ରାଜଗାଙ୍ଗପୁର( ବିଷ୍ଣୁ ଭୋମିକ) — ଲାଞ୍ଜିବେର୍ଣା ଅଞ୍ଚଳରେ ଡିସିବିଏଲ ସଂସ୍ଥା ପାଇଁ ଦୀର୍ଘଦିନ ଧରି ଚାଲିଥିବା ଜମି ଅଧିଗ୍ରହଣ ପ୍ରକ୍ରିୟା ଶେଷରେ ଆଜି ସମ୍ପୂର୍ଣ ହୋଇଛି ଓ ରାତିଅଧୂଆ ପୋଲିସ ପ୍ରଶାସନୀୟ ବ୍ୟବସ୍ଥା କଡା କରାଯାଇ ୨୭.୫୧ ଏକର ଜମିକୁ ଆଧିକାରିକ ଭାବେ ଅଧିଗ୍ରହଣ କରାଯାଇଥିବା…