Sign in
Sign in
Recover your password.
A password will be e-mailed to you.
ରଘୁନାଥ ବିଦ୍ୟାପୀଠ ଓଡ଼ଗାଁ ୧୯୮୩ ମସିହା ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ ୨୦୨୫
ଗୋଟି ଗୋଟି କରି ସାଉଁଟିଲେ ପିଲା ବେଳର କଥା
ଓଡ଼ଗାଁ,୧୪।୧୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଠାରେ ଅବସ୍ଥିତ ମର୍ଯ୍ୟାଦା ସମ୍ପନ୍ନ ଶିକ୍ଷାନୁଷ୍ଠାନ ଭାବେ ପରିଚିତ ଲାଭ କରିଥିବା ରଘୁନାଥ ବିଦ୍ୟାପୀଠ, ଓଡ଼ଗାଁର ୧୯୮୩ ମସିହା ମାଟ୍ରିକ ବ୍ୟାଚ ଛାତ୍ର ମାନଙ୍କର କ୍ରମାଗତ…
ପନ୍ତିଖାରୀ ଗ୍ରାମପଞ୍ଚାୟତରେ ଆମ ବ୍ୟାଙ୍କ ଉଦଘାଟିତ,
୪ ଖଣ୍ଡ ଗାଁର ୧୦ ହଜାରରୁ ଉର୍ଦ୍ଧ୍ବ ଲୋକଙ୍କୁ ମିଳିବ ସୁବିଧା
ଓଡ଼ଗାଁ,୧୪।୧୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ପନ୍ତିଖାରୀ ଗ୍ରାମ ପଞ୍ଚାୟତ ପରିସରରେ ଏସବିଆଇ ଅଧିନସ୍ଥ ଆମ ବ୍ୟାଙ୍କକୁ ପନ୍ତିଖାରୀ ସରପଞ୍ଚ ସୁଶ୍ରୀ ଶ୍ରାବଣୀ ବିଶ୍ବାଳ ଆନୁଷ୍ଠାନିକ ଭାବେ ଉଦଘାଟନ…
କିଟ୍ ଓ କିସ୍ରେ ଭଲିବଲ୍ ମହାକୁମ୍ଭ
ଓଡ଼ିଶାରେ ଆୟୋଜିତ ହେବ ଏଫ୍ଆଇଭିବି ବିଚ୍ ଭଲିବଲ୍
ଏଫ୍ଆଇଭିବି, କିଟ୍ - କିସ୍ ଉତ୍କର୍ଷ କେନ୍ଦ୍ର ଉଦ୍ଘାଟିତ
ଭୁବନେଶ୍ୱର, ୧୪ ।୧୨: ଓଡ଼ିଶାରେ କିଟ୍ ଓ କିସ୍ ସହଯୋଗରେ ୨୦୨୬ରୁ ଲଗାତାର ୩ବର୍ଷ ଏଫ୍ଆଇଭିବି ବିଚ୍ ଭଲିବଲ୍ ପ୍ରତିଯୋଗିତା ଅନୁଷ୍ଠିତ ହେବ ବୋଲି ଅନ୍ତର୍ଜାତୀୟ…
୨୧ ଡିସେମ୍ବରରେ ଓଡ଼ିଶା ଶିଶୁ ଓ ଯୁବ ପରିବେଶ କଂଗ୍ରେସ ୨୦୨୫ ଅନୁଷ୍ଠିତ ହେବ ।
'ପରିବେଶ ଏବଂ ମହିଳା' ଶୀର୍ଷକ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଆହ୍ୱାନ ।
ଭୁବନେଶ୍ୱର ୧୪/୧୨ ଚଳିତ ବର୍ଷ ୨୦-୨୨ ଡିସେମ୍ବର ୨୦୨୫ ତିନି ଦିନ ବ୍ୟାପୀ ୧୬ତମ ଓଡ଼ିଶା ପରିବେଶ କଂଗ୍ରେସ ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ…
ଦିଲ୍ଲୀରେ ରହିବ କି ଓଡ଼ିଶା ଶାସନର ଡୋରୀ: ବିଜେଡି
ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ଦିଲ୍ଲୀରେ ଭିଆଇପି ବଙ୍ଗଳା ନେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ସୁରକ୍ଷା ପାଇଁ ନିୟୋଜିତ ହେବେ ୧ ପ୍ଲାଟୁନ ଓଡ଼ିଶା ପୋଲିସ୍ ଫୋର୍ସ ଓ ବୁଲେଟ ପ୍ରୁଫ୍ ଗାଡି
ରାଜ୍ୟ ରାଜକୋଷରୁ ବିପୁଳ ଅର୍ଥ ବ୍ୟୟର ଯଥାର୍ଥତା ସ୍ପଷ୍ଟ କରନ୍ତୁ ସରକାର
ଭୁବନେଶ୍ୱର,…
ବରିଷ୍ଠ ନାଗରିକ ତୀର୍ଥ ଆଧ୍ୟାତ୍ମିକ ଯାତ୍ରାର ଶୁଭାରମ୍ଭ
ନବରଙ୍ଗପୁର, ତା. ୧୪.୧୨.୨୦୨୫:ଅଶୋକ ସାହୁ,: ପର୍ଯଟନ ବିଭାଗ, ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶକ୍ରମେ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ମିଶନ ଶକ୍ତି ସମ୍ମିଳନୀ କକ୍ଷରେ ବରିଷ୍ଠ ନାଗରିକ ତୀର୍ଥଯାତ୍ରୀମାନଙ୍କ ପାଇଁ ଏକ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଥିଲା।ଜିଲ୍ଲାକୁ ମିଳିଥିବା…
ରାମାନୁଜନ କ୍ଲବ ପକ୍ଷରୁ ଗଣିତ ପ୍ରତିଯୋଗିତା ଆୟୋଜିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଗାମୀ ୨୨ ତାରିଖରେ ଜାତୀୟ ଗଣିତ ଦିବସ ପାଳନ ଅବସରରେ ତଥା ପିଲାଙ୍କ ମଧ୍ୟରେ ଗଣିତ ବିଷୟ ପ୍ରତି ରୁଚି ବୃଦ୍ଧି କରିବା ଉଦ୍ଦେଶ୍ୟରେ ରାମାନୁଜନ୍ ଗଣିତ କ୍ଲବ୍ , ପାରଳାଖେମୁଣ୍ଡି ପକ୍ଷରୁ ଉଚ୍ଚ ବିଦ୍ୟାଳୟ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର…
ସରସ୍ଵତୀ ଶିଶୁ ମନ୍ଦିର ଛାତ୍ରୀଙ୍କ ସଫଳତା
- ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ,ପାରଳାଖେମୁଣ୍ଡିର ନବମ ଶ୍ରେଣୀର ଛାତ୍ରୀ ସାଇଶ୍ରୀ ପଣ୍ଡିତ ୧୩ ଡିସେମ୍ବର ଦିନ ଭୁବନେଶ୍ବର ସ୍ଥିତ ପଠାଣି ସାମନ୍ତ ପ୍ଲାନେଟୋରିଅମ୍ ଠାରେ ଟାଟା ଷ୍ଟିଲ୍ ଦ୍ବାରା ଅନୁଷ୍ଠିତ ହୋଇଥିବା ୟଙ୍ଗ ଆଷ୍ଟ୍ରୋନୋମର୍…
ବରଗଡ଼ ଧନୁଯାତ୍ରାକୁ ମା’ ତାରିଣୀ ନୃତ୍ୟଶିଳ୍ପୀ ମାନଙ୍କୁ ନିମନ୍ତ୍ରଣ
କେନ୍ଦୁଝର,ତା୧୪/୧୨- ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ୭୮ତମ ମହୋତ୍ସବ ଅବସରରେ ଘଟଗାଁ ମା' ତାରିଣୀ ନୃତ୍ୟ ଶିକ୍ଷା ଅନୁଷ୍ଠାନର ନୃତ୍ୟ ଶିଳ୍ପୀ ମାନଙ୍କୁ ନିମନ୍ତ୍ରିତ କରାଯାଇଛି l ତେଣୁ ଆଜି ସମଗ୍ର କେନ୍ଦୁଝର ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି l ବରଗଡ଼ ଧନୁଯାତ୍ରାରେ କଂସ ଓ କୃଷ୍ଣଙ୍କ…
ବିଜେପୁର ବିଧାୟକ ସନତ କୁମାର ଗାଡତୀୟାଙ୍କ ବାସଭବନକୁ ମହିଳା କମିଶନ ସଦସ୍ୟା ମୁକ୍ତା ସାହୁଙ୍କ ସୌଜନ୍ୟ ମୂଳକ ସାକ୍ଷାତ
ମହିଳା ସମସ୍ୟା ସହ ବିଭିନ୍ନ ଅଞ୍ଚଳୀୟ ମୁଦ୍ଦା ଉପରେ ଆଲୋଚନା
ବିଜେପୁର: ରାଜ୍ୟରେ ମହିଳାଙ୍କ ସୁରକ୍ଷା, ନ୍ୟାୟ ଓ ସାମାଜିକ ସମସ୍ୟାଗୁଡ଼ିକୁ ନେଇ ସଚେତନତା ବଢ଼ାଇବା ଉଦ୍ଦେଶ୍ୟରେ ରାଜ୍ୟ ମହିଳା କମିଶନର ସଦସ୍ୟା ଶ୍ରୀମତୀ ମୁକ୍ତା ସାହୁ ବିଜେପୁର ବିଧାୟକ ଶ୍ରୀ ସନତ କୁମାର ଗାଡତୀୟାଙ୍କ…