ମାଲକାନଗିରି କଳିଙ୍ଗ ବୈଶ୍ୟ ସଂଘର ସମାବେଶ ।

0

ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ, ୫ |୨/୨୬: : ମାଲକାନଗିରି କଳିଙ୍ଗ ବୈଶ୍ୟ ସଂଘ ପକ୍ଷରୁ ସ୍ଥାନୀୟ ଏମ୍‌ଭି ୧୧ ଗ୍ରାମ ନିକଟରେ ବାର୍ଷିକ ଉତ୍ସବ ବା ବନ୍ଧୁମିଳନ ଆୟୋଜିତ ହୋଇଯାଇ ପାଇଛି I ସର୍ବ ପ୍ରଥମେ କୂଳଦେବୀ କନ୍ୟକା ପରମେଶ୍ବରୀଙ୍କ ତୈଳ ଚିତ୍ରନିକଟରେ ପ୍ରଦୀପ ପ୍ରଜ୍ଜ୍ଵଳନ । କରି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା | କାର୍ଯ୍ୟକ୍ରମ ପ୍ରାରମ୍ଭରେ ଜିଲ୍ଲା ବିଭିନ୍ନ ଅଞ୍ଚଳ ସଂଘ ଯଥା । କାଲିମେଳା, ମାଥ୍‌ଲି, ବାଲିମେଳା, ଚିତ୍ରକୋଣ୍ଡା ସଂଘର ମୁଖୁଆ ପୃଷ୍ଟି, ସମ୍ପାଦକଙ୍କୁ ଙ୍କୁ ସ୍ବାଗତ ପୂର୍ବକ ମଞ୍ଚାସୀନ ହେବାକୁ ଅନୁରୋଧ କରାଯାଇଥିଲା | ସମସ୍ତ ମଞ୍ଚାସୀନ ଅତିଥିଙ୍କୁ କର୍ପୁରମାଳ ଓ ଓ ଉପଢୌକନ ଦେଇ ସମ୍ମାନିତ କରାଯା କରାଯାଇଥିଲା I ଏହା ଏହା ସହ ମଞ୍ଚରେ ବିଭିନ୍ନ ପ୍ରକାର ନାରର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ଶିଶୁ ମାନଙ୍କ ନୃତ୍ୟ ବେଶ୍ ଚିତାକର୍ଷକ କର୍ଷକ ହୋଇଥିବା ବେଳେ ମହିଳାଙ୍କ ସମବେତ ନୃତ୍ୟ ପ୍ରଶଂସା ସାଉଁଟି ଥିଲା I ଆଜିର ଆଜିର ଏହି କାର୍ଯ୍ୟ ଚାର୍ଯ୍ୟକ୍ରମକୁ ବୈଶ୍ୟ ସଂଘ ଯୁବବହିନୀ ଦ୍ବାରା ପ୍ରସ୍ତୁତ କର କରାଯାଇଥିବା ବେଳେ ଜିଲ୍ଲା ସମସ୍ତ ବରିଷ୍ଠ ସଦସ୍ୟ ଏହିଭଳି କାର୍ଯ୍ୟକ୍ରମର ଆବଶ୍ୟକ‌ତା ଉପରେ ଗୁଞ୍ଜ ଗୁରୁତ୍ବାରୋପ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ଦୁଇ ସମାଜସେବୀ ସରୋଜ ପାତ୍ର ଓ ଡି ନାଗାଙ୍କୁ ସମ୍ମାନିତ କରାଯାଇଥିଲା ।

Leave A Reply

Your email address will not be published.