ଗଞ୍ଜାମ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ଆଜି ବେଲଗୁଣ୍ଠା ବ୍ଲକ ପରିସରରେ ଥିବା ରାଜୀବ ଗାନ୍ଧୀ ସେବା କେନ୍ଦ୍ର ପରିସରରେ ଗଞ୍ଜାମ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଜିର ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାପାଳ ଭି.…

କଟକ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟଠାରେ ଜିଲ୍ଳାପାଳଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ

କଟକ ତା ୧୫.୧୨.୨୦୨୫ ରିଖ – କଟକ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟସ୍ଥିତ ଓସୱାନ୍ ସମ୍ମିଳନୀ କକ୍ଷଠାରେ ଆଜି ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶିବ ଟପୋଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଜନ ଅଭିଯୋଗ ଶୁଣାଣିରେ ସମୁଦାୟ ୯୫ଟି ଅଭିଯୋଗ…

ଉଦଯାପିତ ହେଲା ସାଂସଦ ଖେଳ ମହୋତ୍ସବ

 ବାସୁଦେବପୁର - ବାସୁଦେବପୁର ରେ ଅନୁଷ୍ଠିତ ହେଉ ଥିବା ସାଂସଦ ଖେଳ ମହୋତ୍ସବ ର ପଞ୍ଚମ ଦିବସ ର ଖେଳ ଉଦ୍ ଜାପାନୀ ହୋଇ ଯାଇଛି। ଅଟଳ ବିହାରୀ ଉଚ୍ଚ ବିଦ୍ୟାଳୟ ର ଖେଳ ପଡିଆ ରେ ଆୟୋଜିତ ହେଉଥିବା ଏହି ଖେଳ ର ଉଦ୍ ଜାପାନୀ ଉତ୍ସବ ରେ ମୂଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଦିଲ୍ଲୀପ ରାଉତ ରାୟ, ଅନ୍ୟ…

ବିବେକାନନ୍ଦ ଶିକ୍ଷା କେନ୍ଦ୍ର ର ବାର୍ଷିକ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ।

 ବାସୁଦେବପୁର - ଭଦ୍ରକ ଜିଲ୍ଲା ବାସୁଦେବପୁର ପୌର ପରିଷଦ ରେ ଥିବା ବିବେକାନନ୍ଦ ଶିକ୍ଷା କେନ୍ଦ୍ର ର ବାର୍ଷିକ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ପ୍ରଧାନ ଆଚାର୍ଯ୍ୟ ଅକ୍ଷୟ କୁମାର ପାଣିଗ୍ରାହୀ ଙ୍କ ସଂଯୋଜନା ରେ ଆୟୋଜିତ ହୋଇ ଯାଇଛି କ୍ରୀଡ଼ା ଉତ୍ସବ। ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ର…

ମିତ୍ରସଂଘ ପକ୍ଷରୁ ରାଜ୍ଯସ୍ତରୀୟ ପ୍ରତିଯୋଗିତା

ପୁରୀ,(ଅନିମେଶ ପଟ୍ଟନାୟକ): ଶ୍ରୀକ୍ଷେତ୍ରର ଅଗ୍ରଣୀ ସ୍ବେଛାସେବୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ମିତ୍ରସଂଘର ରୌପ୍ଯ ଜୟନ୍ତୀ ଉପଲେକ୍ଷ ନବକଳେବର ରୋଡ ସ୍ଥିତ ଗଙ୍ଗାମାତା ଲେନର ସ୍ବାମୀ ବିବେକାନନ୍ଦ ବିଦ୍ଯା ନିକେତନ ପରିସରରେ ବିଭିନ୍ନ ବିଦ୍ୟାଳୟ ଓ ଅନୁଷ୍ଠାନର ସିନିୟର,ସବ ଜୁନିୟର ଓ…

ଚୋରି ମାମଲାରେ ୨ ଭଉଣୀ ଗିରଫ

ରାଜଗାଙ୍ଗପୁର, ୧୪ /୧୨/୨୫. ଅକ୍ଟୋବର ୧୯ ତାରିଖରେ ରାଜଗାଙ୍ଗପୁର ସହରର ମୁଖ୍ୟମାର୍ଗରେ ଥିବା ଏକ ଗହଣାଦୋକାନରୁ ସୁନାଚେନ୍ ଚୋରି ମାମଲାରେ ରାଜଗାଙ୍ଗପୁର ପୁଲିସ ଅଭିଯୁକ୍ତ ଦୁଇଭଉଣୀଙ୍କୁ ଗିରଫକରି କୋର୍ଟଚାଲାଣ କରିଛି। ସେମାନେ ହେଉଛନ୍ତି ରାଉରକେଲା ବ୍ରାହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ…

ସାନ୍ଦିପନି ଶିଶୁ ବିକାଶ କେନ୍ଦ୍ରର ବିଦ୍ୟାଳୟ ସ୍ତରୀୟ ଦ୍ଵିତୀୟ ବାର୍ଷିକ ବିଜ୍ଞାନମେଳା।

କାକଟପୁର ୧୪/୧୨ କାକଟପୁର ବ୍ଳକ ମଧ୍ୟରେ ଗଢ଼ିଉଠିଥିବା ସମସ୍ତ ବେସରକାରୀ ଶିକ୍ଷାନୁଷ୍ଠାନ ମଧ୍ୟରୁ କଣ୍ଟାପଡ଼ା ଗ୍ରାମପଞ୍ଚାୟତ ସ୍ଥିତ ଗମ୍ଭାରୀପଦା ଗ୍ରାମରେ ପ୍ରତିଷ୍ଠାଲାଭ କରିଥିବା ସାନ୍ଦିପନୀ ଶିଶୁ ବିକାଶ କେନ୍ଦ୍ର ଅନ୍ୟତମ ଶିକ୍ଷାନୁଷ୍ଠାନ ଭାବେ ପରିଗଣିତ। ଏହାର ଶୈକ୍ଷିକ ପରିବେଶ…

ବହୁମୂତ୍ର ରୋଗ ସଚେତନା ଓ ସ୍ଵାସ୍ଥ୍ୟ ଶିବିର

ବ୍ରହ୍ମପୁର: ବ୍ରହ୍ମପୁର ସହର ହରିହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ବହୁମୂତ୍ର ରୋଗ ସଚେତନl ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ଆରୋଗ୍ୟ ଭାରତୀର ଅଧ୍ୟକ୍ଷ ଡା.ନକୁଳ ସାହୁ ଉପସ୍ଥିତ ରହି କହିଲେ ଆଳସ୍ୟ, ଆମିଷ,କ୍ଷୀର ଜାତୀୟ, ମିଠା, ଅଧିକ ପରିଶ୍ରମ, ଚିନ୍ତା,…

ଅନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଓଡିଶା ମାଷ୍ଟର୍ସ ୨୦୨୫ ଉଦ୍‌ଯାପିତ

କଟକ/୧୪ ଡିସେମ୍ବର, ୨୦୨୫: କଟକ ସ୍ଥିତ ଜବାହର ଲାଲ ନେହେରୁ ଇଣ୍ଡୋର ଷ୍ଟାଡ଼ିୟମ୍ ଠାରେ ଅନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା "ଓଡିଶା ମାଷ୍ଟର୍ସ ୨୦୨୫" ଉଦ୍‌ଯାପିତ ହୋଇଯାଇଛି।ଡିସେମ୍ବର ୯ ତାରିଖରୁ ଆରମ୍ଭ ହୋଇଥିବା ଏହି ଅନ୍ତର୍ଜାତୀୟ ପ୍ରତିଯୋଗିତାର ପ୍ରତ୍ୟେକ ବର୍ଗର ଫାଇନାଲ…

ସଫେଇ ଟେଣ୍ଡର ଦାବିରେ କାଉନସିଲର ଧାରଣା ୪୮୦ ଘଣ୍ଟା (୨୦ ଦିନ)

ରାଜଗାଙ୍ଗପୁର, ୧୪ /୧୨/୨୫.:  ରାଜଗାଙ୍ଗପୁର ପୌରପାଳିକାରେ ସଫେଇକାର୍ଯ୍ୟକୁ ଟେଣ୍ଡର କରିବା ଦାବିରେ ୮ ଜଣ କାଉନ୍‌ସିଲର ୨୦ ଦିନ ହେଲା ଧାରଣାରେ ବସିଛନ୍ତି । ଗତବର୍ଷ ରାଜଗାଙ୍ଗପୁର ସହରରେ ସଫେଇ ପାଇଁ ହୋଇଥିବା ଟେଣ୍ଡର ଅବଧି ଚଳିତବର୍ଷ ଅକ୍ଟୋବର ମାସରେ ସମାପ୍ତ ହୋଇ ଯାଇଥିଲା। ଠିକାସଂସ୍ଥାର…