ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟରେ ବାର୍ଷିକ ଟେକ୍ନୋ ସାଂସ୍କୃତିକ ଉତ୍ସବ “ସୃଜନ ୪.୦” ନିମନ୍ତେ ମାରାଥନ…

(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି): ଗୁଣୁପୁର : ୧୯.୧୨.୨୦୨୫- ଆଜି ସ୍ଥାନୀୟ ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟରେ ତିନିଦିନିଆ ବାର୍ଷିକ ଟେକ୍ନୋ ସାଂସ୍କୃତିକ ଉତ୍ସବ "ସୃଜନ ୪.୦" ନିମନ୍ତେ ଏକ ମାରାଥନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି /ଏହା ସ୍ଥାନୀୟ ନୂତନ ବସଷ୍ଟାଣ୍ଡ ଠାରୁ ବାହାରି…

ଆକ୍ରମଣକାରୀ ଯୁବକ କୋର୍ଟ ଚାଲାଣ।

 କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର): ସଦର ଥାନା ଅନ୍ତର୍ଗତ କୁକୁଡାଖଣ୍ଡି ଗ୍ରାମ ର ସୁନୀଲ କୁମାର ସେଠୀ ନାମକ ଜଣେ ଯୁବକ କୁ ସଦର ଥାନା ପୋଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଅଭିଯୋଗ ଅନୁଯାୟୀ ଜଣାପଡିଛି ପୁର୍ବରୁ ବିଭିନ୍ନ ମାମଲାରେ ଜଡିତ ସୁନୀଲ ଗିରଫ ହୋଇ ଜାମିନରେ ଆସି ଗ୍ରାମ…

16ତମ ଝର ଝରା ମହୋତ୍ସବ ଶୁଭ ଆରମ୍ଭ

ରାଜଗାଙ୍ଗପୁର 19/12/25(ବିଷ୍ଣୁ ଭୋମିକ)ଆଜି ପ୍ରଭାତ ରେ ପଶ୍ଚିମ ଓଡିଶା ର ପ୍ରସିଦ୍ଧ ଶୈବ୍ୟ ପୀଠ ଘୋଗର ଧାମ ଠାରୁ ଝର ଝରା ମଶାଲ ଜ୍ୟୋତି କୁ ପୂଜା ଅର୍ଚନା ପରେ ଝରଝରା କମିଟିର ସଭାପତି ଆନନ୍ଦ ଅଗ୍ରୱାଲ (ପପୁବାବୁ) ଉପସଭାପତି ରମେଶ ଅଗ୍ରୱାଲ ଅଜୟ କୁମାର ସାହୁ (ଗୋପନ ବାବୁ )ଓ ସନ୍ଧିବ ଦାସ…

“ପରବ 2025” ର ଭବ୍ୟ ଶୁଭାରମ୍ଭ, ବେଦାନ୍ତ ଆଲୁମିନିୟମ କୋରାପୁଟ୍ର ଜୀବନ୍ତ ସାଂସ୍କୃତିକ ଐତିହ୍ୟକୁ ପାଳନ କରୁଛି

ଭୁବନେଶ୍ୱର, ଓଡ଼ିଶା 19/12/2025: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ, ପରବ 2025 ର ସମାରୋହରେ ଯୋଗ ଦେଇଛି, ଏହା କୋରାପୁଟର ପ୍ରତୀକାତ୍ମକ ସାଂସ୍କୃତିକ ମହୋତ୍ସବର 28ତମ ସଂସ୍କରଣ ଯାହା ଏହି ଅଞ୍ଚଳର ସ୍ପନ୍ଦନଶୀଳ ପରମ୍ପରା, ଆଦିବାସୀ କଳା ଏବଂ ସମୃଦ୍ଧ ଐତିହ୍ୟକୁ…

ମୁଖ୍ୟ କନେଷ୍ଟବଳ ଲେଖନକାରଙ୍କ ଅକାଳ ମୃତ୍ୟୁ

ଓଡ଼ଗାଁ,୧୮।୧୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଆଦର୍ଶ ଥାନାରେ କାର୍ଯ୍ୟରତ ହେଡ କନେଷ୍ଟବଳ ତଥା ଲେଖନକାର ପ୍ରଦୀପ କୁମାର ଦାସ(୪୮)ଙ୍କ ଅକାଳ ବିୟୋଗରେ ଓଡ଼ଗାଁ ଥାନା ଅଧିକାରୀ ଓ କର୍ମଚାରୀଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି । ଏବଂ ଆଇଆଇସି ଅଭୟ ବେହେରା, ଏସ ଆଇ…

ନୟାଗଡ଼ ମହକୁମାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ମନ୍ଦିର ଠାରୁ ବ୍ଳକ ପର୍ଯ୍ୟନ୍ତ ଶୋଭାଯାତ୍ରା,

ଓଡ଼ଗାଁରୁ ଜିଲ୍ଲା କ୍ରିୟାନୁଷ୍ଠାନ କମିଟିକୁ ସଦସ୍ୟ ମନୋନୀତ, ଓଡ଼ଗାଁ,୧୮।୧୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ସଦର ମହକୁମାରେ ମେଡିକାଲ କଲେଜ ସ୍ଥାପନ ଦାବି ନେଇ ନୟାଗଡ଼ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ଓ ଓଡ଼ଗାଁ ଆଞ୍ଚଳିକ ବିକାଶ ପରିଷଦ ଆହ୍ୱାନ କ୍ରମେ ଗୁରୁବାର ଓଡ଼ଗାଁ ବିଜେ…

ଓଡ଼ଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ପରିତ୍ୟକ୍ତ ଅବସ୍ଥାରେ ପଡ଼ିଛି କୋଭିଡ କେନ୍ଦ୍ର

ଘର ମଧ୍ୟରୁ ୬ ସିଲିଙ୍ଗ ଫ୍ୟାନ ସହିତ ଅନେକ ସାମଗ୍ରୀ ଉଭାନ ଓଡ଼ଗାଁ,୧୮।୧୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସର ମଧ୍ୟରେ ନିର୍ମାଣ ହୋଇଥିବା କୋଭିଡ କେନ୍ଦ୍ରର ମୁଖ୍ୟ ଦ୍ବାରାରେ ଏବେ ତାଲା ଝୁଲି ଥିବା ବେଳେ ଝରକା କାଚ ଭାଙ୍ଗି ସେଠାରେ…

ବିବାଦୀୟ ସ୍ଥାନରେ ମାଟି ନପକାଇ ନିର୍ମାଣ ନକରିବାକୁ ଭାଲିଆଡିହି ଗ୍ରାମବାସୀଙ୍କୁ ତହସିଲଦାରଙ୍କ ସତର୍କ ନୋଟିସ୍,

ଓଡ଼ଗାଁ,୧୮।୧୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ରଙ୍ଗଣୀପାଟଣା ଛକ ଠାରୁ ସୁନାମୁହିଁ ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତାର ପାଣ୍ଡେରିପଡା ପଞ୍ଚାୟତ ଦେଓଗାଁ ଶ୍ମଶାନ ଓ ବିଦ୍ୟାଳୟ ପରିସର ବିବାଦୀୟ ପ୍ଳଟ ଉପରେ ଭାଲିଆଡିହି ଗ୍ରାମବାସୀ ବେଆଇନ୍ ଭାବେ ମାଟି ପକାଇଥିବା…

ଭଞ୍ଜନଗର ଆରମ୍ଭ ହେଲା କୃଷି ଯନ୍ତ୍ରପାତି ମେଳା

ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ନିୟନ୍ତ୍ରଣ ବଜାର କମିଟି ପଡିଆରେ ଗୁରୁବାର ୧୮ ତାରିଖ ୨୦୨୫ ଡିସେମ୍ବର ଦିନ ଉପଖଣ୍ଡସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦ୍‌ଘାଟିତ ହୋଇଯାଇଛି। ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଉମାଶଙ୍କର ବେହେରା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…

କେନ୍ଦୁଝର ମହିଳା ମହାବିଦ୍ୟାଳୟର ଅତିଥି ଆଧ୍ୟାପିକାଙ୍କର ଅସ୍ୱାଭାବିକ ମୃତ୍ୟୁ।

 ହତ୍ୟା ଆରୋପରେ ଗିରଫ ହୋଇ ଜେଲ ଗଲା ଜିଲ୍ଲା ଟ୍ରକ ମାଲିକ ସଂଘ କୋଷାଧ୍ୟକ୍ଷ ରୁଦ୍ର ମିଶ୍ର। କେନ୍ଦୁଝର,ତା୧୮/୧୨- କେନ୍ଦୁଝର ମହିଳା ମହାବିଦ୍ୟାଳୟର ଅତିଥି ଆଧ୍ୟାପିକା ପ୍ରିୟଙ୍କା ଦାଶ(୨୪)ଙ୍କର ଅସ୍ୱାଭାବିକ ମୃତ୍ୟୁ ନେଇ ହଇଚଇ ସୃଷ୍ଟି ହୋଇଛି। ବେକରେ ଚିହ୍ନ ଦେଖି ହତ୍ୟା ଅଭିଯୋଗ…