ଦୁଷ୍ଟିବାଧିତ ଛାତ୍ରଛାତ୍ରୀଙ୍କୁ ମାଗଣା ଲାପଟପ ବଣ୍ଟନ ।

କେନ୍ଦ୍ରାପଡ଼ା:(ପ୍ରଫୁଲ୍ଲ କୁମାର ମଲ୍ଲ) ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ୨ ଜଣ ଦୁଷ୍ଟିବାଧିତ ଛାତ୍ରଛାତ୍ରୀଙ୍କୁ ମାଗଣା ଲାପଟପ ବଣ୍ଟନ କରାଯାଇଛି | ଏହି ପରିପ୍ରେକ୍ଷୀରେ ଆଜି ପୂର୍ବାହ୍ନରେ ଜିଲ୍ଲାପାଳ ରଘୁରାମ ଆର ଆୟର ତାଙ୍କ କାର୍ଯ୍ୟାଳୟଠାରେ ୨ ଜଣ ଦୁଷ୍ଟିବାଧିତ ଛାତ୍ରଛାତ୍ରୀ…

ଜନସାଧାରଣଙ୍କ ହିତ ନିମନ୍ତେ ସରକାରୀ କାର୍ଯ୍ୟରେ ଏଆଇ ବ୍ୟବହାର ନେଇ ରାଜ୍ୟ ସରକାର ଆଗ୍ରହୀ: ମନ୍ତ୍ରୀ ଡଃ ମହାଲିଙ୍ଗ

ଭୁବନେଶ୍ୱର, ୧୯/୧୨: ଜନସାଧାରଣଙ୍କ ହିତ ନିମନ୍ତେ ସରକାରୀ କାର୍ଯ୍ୟରେ କୃତ୍ରିମ ବୁଦ୍ଧିମତା (ଏଆଇ)ର ବ୍ୟବହାର ନିମନ୍ତେ ଓଡ଼ିଶା ସରକାର ଅନେକ ଯୋଜନା ରଖିଥିବା ଗୁରୁବାର ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ବୈଦ୍ୟୁତିକ ଏବଂ ସୂଚନା ଓ ପ୍ରଯୁକ୍ତିବିଦ୍ୟା ଓ ସଂସଦୀୟ ବ୍ୟାପାର…

ଗାରୋଇ ଆଶ୍ରମ ର ପୂଜ୍ୟପାଦ ବାବା ବୁଦ୍ଧନାଥ ଙ୍କ ୮୫ତମ ଜନ୍ମଦିନ ପାଳିତ l

ଅସ୍ତରଙ୍ଗ:  ଗାରୋଇ ଆଶ୍ରମ ର ପ୍ରାଣ ପ୍ରତିଷ୍ଠାତା ସ୍ୱର୍ଗତ ପୂଜ୍ୟପାଦ ବାବା ବୁଦ୍ଧନାଥ ଦାଶ ଙ୍କ ୮୫ତମ ଜନ୍ମ ମହୋତ୍ସବ ବଉଳ ଆମାଵାସ୍ୟା ତିଥି ଶୁକ୍ରବାର ଦିନ ବହୁ ଯାକ ଜମକ ରେ ପାଳିତ ହୋଇ ଯାଇ ଅଛି l ସକାଳୁ ସକାଳୁ ଗୋବରୀ ନଦୀ ଓ ଦେବୀ ନଦୀ ତଟ ଦେଶରେ ଅବସ୍ଥିତ ଏହି ଆଶ୍ରମରେ ଜଗନ୍ନାଥ ଙ୍କ…

କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତଙ୍କ ଅଧ୍ୟକ୍ଷତାରେ ବଡମେଡିକାଲ ରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ

କଟକ, ତା 19th. Dec, ଆଜି ପୂର୍ବାହ୍ନରେ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ଶ୍ରୀମତୀ ଗୁହା ପୂନମ ତାପସ କୁମାର ( ଭା. ପ୍ର. ସେ.)ଙ୍କ ଅଧ୍ୟକ୍ଷତାରେ ବଡମେଡିକାଲରେ ରୋଗୀ ମାନଙ୍କୁ ସୁବିଧାରେ ଜରୁରୀ ଚିକିତ୍ସା ପ୍ରଦାନ ନିମନ୍ତେ ସ୍ୱାସ୍ଥ୍ୟ ସେବା ସମିତି ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ…

ବୋଡେନ ବ୍ଲକରେ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସଂପଦ ମେଳା ଅନୁଷ୍ଠିତ

ନୂଆପଡା : ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସଂପଦ ମେଳା ଆଜି ସଫଳତା ସହ ଅନୁଷ୍ଠିତ ହୋଇଯାଇଛି। ଏହି ମେଳାରେ ମତ୍ସ୍ୟ ଚାଷ, ପଶୁପାଳନ ଓ ଡେରୀ ଉନ୍ନତି ସମ୍ବନ୍ଧୀୟ ନୂଆ ପ୍ରଯୁକ୍ତି ଓ ସରକାରୀ ଯୋଜନା ବିଷୟରେ ଚାଷୀମାନଙ୍କୁ ଅବଗତ କରାଯାଇଥିଲା । ମେଳାରେ ମତ୍ସ୍ୟ ଓ ପ୍ରାଣୀ ସଂପଦ ବିଭାଗର…

ରୋଜାଲିନ ହତ୍ୟା ମାମଲା ସହ ତେନ୍ତଳାପଶି ନାବାଳିକା ଦୁଷ୍କର୍ମ ହତ୍ୟା ଘଟଣା ଶୁଣିଲେ ମହିଳା କମିଶନ।

ଓଡିଶା ରାଜ୍ୟ ମହିଳା କମିଶନଙ୍କ ଦ୍ୱାରା କେନ୍ଦୁଝରରେ କ୍ୟାମ୍ପ କୋର୍ଟ ଅନୁଷ୍ଠିତ।  କେନ୍ଦୁଝର,ତା୧୯/୧୨-: ମହିଳାମାନଙ୍କ ସହ ଜଡିତ ଅଭିଯୋଗର ସମାଧାନ ଏବଂ ଜିଲ୍ଲା ସ୍ତରରେ ଶୀଘ୍ର ସମାଧାନ ସୁନିଶ୍ଚିତ କରିବା ପାଇଁ ଶୁକ୍ରବାର ଦିନ ଓଡିଶା ରାଜ୍ୟ ମହିଳା କମିଶନର ଏକ କ୍ୟାମ୍ପ କୋର୍ଟ ଶୁଣାଣି…

ପି ଏମ ଶ୍ରୀ ଭାଟିନାଥ ଦେବ ବିଦ୍ୟାପୀଠ ରେ ଉଦଘାଟିତ ହେଲା ବାର୍ଷିକ କ୍ରୀଡା ଉତ୍ସବ l

ବାଣପୁର:(ସେକ କୌସର):ଆଜି ପି ଏମ ଶ୍ରୀ ଭେଟିନାଥ ଦେବ ବିଦ୍ୟାପୀଠ ରେ ଉଦଘାଟିତ ହେଲା ଉଦଘାଟିତ ହେଲା ବାର୍ଷିକ କ୍ରୀଡା ଉତ୍ସବ l ପ୍ରସାଦ ଜେନା, ମୁଖ୍ୟ ଅତିଥି ଅମରେନ୍ଦ୍ର ରାଣସିଂହ, ପୂର୍ବତନ ସରପଞ୍ଚ ଜିତେନ୍ଦ୍ର କୁମାର ଭୋଳ, ବର୍ତମାନ ର ସରପଞ୍ଚ ସାବିତ୍ରୀ ଭୋଳ ସନମାନିତ ଅତିଥି, ବିଦ୍ୟାଳୟ…

ଭାରତୀୟ ସାମ୍ଭାବ୍ୟ ୧୭ ବର୍ଷରୁ କମ ମହିଳା ଫୁଟବଲ ଦଳରେ ସ୍ଥାନ ପାଇଲେ ଆକାଶି

କେନ୍ଦୁଝର,ତା୧୯/୧୨- କେନ୍ଦୁଝର ଜିଲ୍ଲା ଯୋଡ଼ା ବସ୍ତିର ଗୋଲଡେନ ଗାର୍ଲ ଆକାଶି ନାଏକ ଭାରତୀୟ ସାମ୍ଭାବ୍ୟ ୧୭ ବର୍ଷରୁ କମ ମହିଳା ଦଳରେ ଓଡିଶାରୁ ଏକ ମାତ୍ର ଖେଳାଳି ଭାବେ ସ୍ଥାନ ପାଇ କେନ୍ଦୁଝର ଜିଲ୍ଲା ସହ ସମଗ୍ର ରାଜ୍ୟକୁ ଗୌରାବାନ୍ୱିତ କରିଛନ୍ତି l ଆକାଶି ଏହି କ୍ୟାମ୍ପରେ ଯୋଗ ଦେବା ପାଇଁ…

ଗାନ୍ଧିଜୀ ସାମଜିକ ଅନୁଷ୍ଠାନ ପକ୍ଷରୁ ସ୍ୱଛତା କାର୍ଯ୍ୟକ୍ରମ ଓ ବନ୍ଧୁମିଳନ

ପୁରୀ,: ଓଡିଶାର ଏକ ଅଗ୍ରଣୀ ସାମାଜିକ ସେବା ଗାନ୍ଧିଜୀ ସାମାଜିକ ଅନୁଷ୍ଠାନ ଟ୍ରଷ୍ଟ ଓଡ଼ିଶା ପୁରୀ ପକ୍ଷରୁ ପୁରୁଣାବର୍ଷ ୨୦୨୫କୁ ବିଦାୟ ଦେବାସହ ନୂଆବର୍ଷ ୨୦୨୬କୁ ସ୍ବାଗତ ଜଣାଇ ଏକ ନିଆରା କାର୍ଯ୍ୟକ୍ରମ ସାକ୍ଷୀଗୋପାଳ ସ୍ଥିତ ବୀରଗୋବିନ୍ଦପୁର ମା ଦକ୍ଷିଣକାଳୀଙ୍କ ପୀଠରେ ସ୍ବଚ୍ଛତା…

ମିତ୍ର ସଂଘ ଅନୁଷ୍ଠାନ ପକ୍ଷରୁ ଗୋ ସୁରକ୍ଷା ଆଲୋଚନାଚକ୍ର

ପୁରୀ,: ଗୁରୁବାର ଶ୍ରୀକ୍ଷେତ୍ରର ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ମିତ୍ରସଂଘର ରୌପ୍ଯ ଜୟନ୍ତୀ ଉପଲେକ୍ଷ ନବକଳେବର ସ୍ଥିତ ଆଖଣ୍ଡଳମଣୀ ମନ୍ଦିର ନିକଟସ୍ଥ ମିତ୍ରସଂଘ କାର୍ଯ୍ଯାଳୟରେ ଶ୍ରୀକ୍ଷେତ୍ରରେ ଗରିବ ନୀରବ ଓ ଅସହାୟତା ଲୋକଙ୍କୁ ସେବା ଯୋଗାଇବା ଓ ଗୋ ମାତା ସୁରକ୍ଷା ସହିତ…