Sign in
Sign in
Recover your password.
A password will be e-mailed to you.
ମାସିକିଆ ମାଗଣା ହାଟ ଓ ସାମୁହିକ ଜନ୍ମଦିନ ପାଳନ
ରାଉରକେଲା(ବସନ୍ତ କୁମାର ଜେନା): ସାମାଜିକ ଅନୁଷ୍ଠାନ ଅନ୍ବେଷା ତରଫରୁ ରେଲୱେ କଲୋନୀ ସ୍ଥିତ ଶାନ୍ତି ଭବନ ଠାରେ ମାସିକିଆ ମାଗଣା ହାଟ ଓ ୧୧୭ ତମ ଜନ୍ମଦିନ ପାଳନ କରାଯାଇଛି। ଅନୁଷ୍ଠାନର ଅଧ୍ୟକ୍ଷ ରାଜେନ୍ଦ୍ର ପ୍ରସାଦ ପଣ୍ଡାଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଲାୟନ ରାକେଶ କୁମାର…
ପୋଲିସ ଏସ୍ଆଇ ନିଯୁକ୍ତିରେ କେଳେଙ୍କାରୀ, ସିବିଆଇ ତଦନ୍ତ ଦାବିରେ ରାଜରାସ୍ତାକୁ ଓହ୍ଲାଇବୁ: ବିଜେଡି
ଆଉଟସୋର୍ସିଂ ମାଧ୍ୟମରେ ଦୁର୍ନୀତି ପାଇଁ ବାଟ ଖୋଲାଯାଇଥିଲା
ରାଜ୍ୟ ସରକାରଙ୍କ ନିଦେ୍ର୍ଦଶରେ ପଞ୍ଚସଫ୍ଟ ଭଳି ଅନଭିଜ୍ଞ ସଂସ୍ଥାକୁ ଦାୟିତ୍ୱ
ଚାକିରୀ ବିକ୍ରି ରାଜ୍ୟ ସରକାରଙ୍କ ପ୍ରାୟୋଜିତ କାର୍ଯ୍ୟକ୍ରମ
ସୋମବାର ହେବ ବିଜେଡିର ପ୍ରତିବାଦ ଶୋଭାଯାତ୍ରା…
ବସନ୍ତପୁର ସାଇ ମନ୍ଦିରରେ ମହାସମlଧି ଦିବସ ପାଳିତ
ଗରଦପୁର -ପବିତ୍ର ଦଶହରା ଆଜିର ଦିନରେ ବାବା ମହସମାଧି ନେଇଥିଲେ।।। ଶିରିଡି ରେ ମହସମାରୋହରେ ଏହି ଦିବସ ପାଳନ ହେଉଥିବା ବେଳେ ସମସ୍ତ ସାଇ ମନ୍ଦିର ମାନଙ୍କରେ ଏହି ଦିବସକୁ ବେଶ୍ ଧୁମ୍ ଧାମ ରେ ପାଳନ କରା ଯାଉଛି।। ଗୁରୁଜୀ ଡ଼ ଚନ୍ଦ୍ରଭାନୁ ଶତପଥୀଙ୍କ ଦ୍ଵାରା ପ୍ରାଣ ପ୍ରତିଷ୍ଠାକରାଯାଇଥିବା…
ଗଛରୁ ଖସି ନଡ଼ିଆ ତୋଳାଳି ର ମୃତ୍ୟୁ।
ହିଞ୍ଜିଳି: ହିଞ୍ଜିଳି ଥାନା ଅର୍ନ୍ତଗତ କୋଳିଦାସ ପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟି ଜଣେ ନଡ଼ିଆ ତୋଳାଳି ର ମୃତ୍ୟୁ ଘଟିଛି। ମୃତ ଜଣକ ହେଉଛନ୍ତି କବିସୂର୍ଯ୍ୟ ନଗର ଥାନା ଅର୍ନ୍ତଗତ ଗୋପପୁର ଗ୍ରାମର କୃଷ୍ଣଚନ୍ଦ୍ର ନାହାକ ଓ ସେ ଉକ୍ତ ଗ୍ରାମର ଜଣେ ବାସିନ୍ଦା ଙ୍କ ଘରେ ନଡ଼ିଆ ତୋଳିବାକୁ ଆସି…
ରେଳ ଯୋଗେ କାଶ୍ମୀର ଉପତ୍ୟକାରେ ପହଞ୍ଚିଲା ଅଟୋମୋବାଇଲର ପ୍ରଥମ ବ୍ୟାଚ୍
ଭୁବନେଶ୍ୱର: କାଶ୍ମୀର ଉପତ୍ୟକାରେ ପ୍ରଥମ ଥର ପାଇଁ ଅଟୋମୋବାଇଲ ରେକ୍ ପାଇ ଭାରତୀୟ ରେଳବାଇ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିଛି, ଯାହା ଏହି ଅଞ୍ଚଳରେ ସଂଯୋଗୀକରଣକୁ ଉନ୍ନତ କରିବା ଏବଂ ଆର୍ଥିକ ସୁଯୋଗ ବୃଦ୍ଧି କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ୦୩ ଅକ୍ଟୋବର ୨୦୨୫ରେ,…
ଝାରସୁଗୁଡ଼ାରେ “କନଭେସନ ଅନ୍ ଜିଏସଟି ରିଫର୍ମ – ୨୦୨୫”ରେ କେନ୍ଦ୍ରମନ୍ତ୍ରୀ
ଜିଏସଟି ସଂସ୍କାର ୨.୦ ଦ୍ୱାରା ସହଜ ଜୀବନଯାପନ ସହ ଅର୍ଥନୈତିକ ସଂସ୍କାରର ନୂଆ ଯୁଗ ଆରମ୍ଭ ହୋଇଛି - ଧର୍ମେନ୍ଦ୍ର ପ୍ରଧାନ
• ପ୍ରେଜେଣ୍ଟେସନ ମାଧ୍ୟମରେ ଟିକସ ପ୍ରକ୍ରିୟା ସରଳୀକରଣ ଦ୍ୱାରା ମୋଦୀ ସରକାରରେ ଆସିଥିବା ଅଭୁତପୂର୍ବ ପରିବର୍ତ୍ତନ ଉପରେ କହିଲେ • ଜିଏସଟି ସଂସ୍କାର ୨.୦ ଦ୍ୱାରା…
ଶ୍ରୀକ୍ଷେତ୍ରର ନିଆରା ପରମ୍ପରା ; ମହାଦୀପ ଦର୍ଶନ କରି ମେଲାଣୀ ନେଲେ ଶ୍ରୀକ୍ଷେତ୍ର ଗୋସାଣୀ ଗଣ
ପୁରୀ (ଅନିମେଶ ପଟ୍ଟନାୟକ): ଗୋସାଣୀ ଯାତ ଶ୍ରୀକ୍ଷେତ୍ରର ଏକ ନିଆରା ପରମ୍ପରା । ଶ୍ରୀମନ୍ଦିର ସମ୍ମୁଖରେ ଶ୍ରୀକ୍ଷେତ୍ରର ବିଭିନ୍ନ ସାହି ଓ ଜାଗା ଆଖଡ଼ାର ଗୋସାଣୀ ଏକତ୍ରିତ ହୋଇ ଚାହିଁ ରହି ଥାନ୍ତି ମହାପ୍ରଭୁଙ୍କ ଏକାଦଶୀ ମହାଦୀପକୁ । ମହାଦୀପକୁ ଦର୍ଶନ ପରେ ଜଣକ ପରେ ଜଣେ ମଲାଣୀ ନେଇଥାନ୍ତି…
ପବିତ୍ର ଗାନ୍ଧୀ ଜୟନ୍ତୀ ପାଳନ ଅବସରରେ ଆଲୋଚନା ଚକ୍ର ଅନୁଷ୍ଠିତ।
ବାରିପଦା ତା ୦୩-୧୦-୨୦୨୫: ଜିଲ୍ଲା ସ୍ତରୀୟ ପବିତ୍ର ଗାନ୍ଧୀ ଜୟନ୍ତୀ ପାଳନ ଅବସରରେ ଗତକାଲି ଦିବା ୧୧ ଘଟିକା ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷ ଠାରେ ମହାତ୍ମା ଗାନ୍ଧୀଙ୍କ ଜୀବନ ଦର୍ଶନ ଉପରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ବିକାଶ ରଞ୍ଜନ…
ବାରିପଦା ଠାରେ ପାଳିତ ହେଲା ଜିଲ୍ଲା ସ୍ତରୀୟ ମହାତ୍ମା ଗାନ୍ଧୀ ଓ ଲାଲବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ
ବାରିପଦା ତା ୦୩-୧୦-୨୦୨୫ ରିଖ: ମୟୂରଭଞ୍ଜ ଜିଲ୍ଲା ସଦରମହକୁମା ବାରିପଦା ଠାରେ ଜିଲ୍ଲା ପ୍ରଶାସନ ତତ୍ୱାବଧାନରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଓ ବାରିପଦା ପୌରପାଳିକାଙ୍କ ମିଳିତ ଆନୁକୂଲ୍ୟରେ ସତ୍ୟ ଓ ଅହିଂସାର ପୂଜାରୀ ମହାତ୍ମା ଗାନ୍ଧୀ ଓ ଶାନ୍ତିଦୂତ ପୂର୍ବତନ ପ୍ରଧାନମନ୍ତ୍ରୀ…
ଆନ୍ତର୍ଜାତିକ ବରିଷ୍ଠ ଦିବସ ପାଳିତ: ବିକଶିତ ମୟୁରଭଞ୍ଜ -2036 ପ୍ରସଙ୍ଗରେ ଆଲୋଚନା
ବାରିପଦା: ମୟୁରଭଞ୍ଜ ଜିଲ୍ଲା ବରିଷ୍ଠ ନାଗରିକ ସଙ୍ଘ ତରଫରୁ ସଭାପତି ପ୍ରଦୀପ୍ତ କିଶୋର ପଣ୍ଡାଙ୍କ ସଭାପତିତ୍ୱରେ କଲ୍ୟାଣୀ ମହିଳା ସମିତି ସଭା ଗୃହରେ ଆନ୍ତର୍ଜାତିକ ବରିଷ୍ଠ ଦିବସ ପାଳନ ଅବସର ରେ ବିକଶିତ ମୟୁରଭଞ୍ଜ 2036 ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା. ଏହି ଅବସରରେ ବିଶିଷ୍ଟ…