ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ସ୍ୱାମୀଙ୍କ ତ୍ମତ୍ୟୁ ପରେ ସହାୟତା ରାଶି ଓ ଥଇଥାନ ନିମନ୍ତେ ଜିଲ୍ଲାପାଳଙ୍କୁ ଆବେଦନ କରିଛନ୍ତି କୋରାପୁ ଉର୍ମିଳ।। ମାଲକାନଗିରି ଜିଲ୍ଲା ପଡିଆ ସଦର ବ୍ଲକ ର କୋରାପୁ ଉର୍ମିଳା ନାମକ ମହିଳା ଆଜି ଜିଲ୍ଲାପାଳଙ୍କ ଦ୍ୱାରସ୍ତ ହୋଇ ଏକ ଆବେଦନ ପତ୍ର ପ୍ରଦାନ କରିଛନ୍ତିା ଉକ୍ତ ଆବେଦନ ପତ୍ରରେ ଉଲ୍ଲେଖ ରହିଛି ଯେ, ତାଙ୍କ ସ୍ୱାମୀ କୋରାପୁ ଇଶ୍ୱର ରାଓ ଦୀର୍ଘ ୨୫ ବର୍ଷ ଧରି ସରକାରଙ୍କ ସାଧାରଣ ବଂଟନ ବ୍ୟବସ୍ଥାରେ ସହାୟକ ଭାବେ କା ର୍ଯ୍ୟା କରି ଆସୁଥିଲୋ ତେବେ ତାଙ୍କ ସ୍ୱାସ୍ଥ୍ୟ ଗତ ସମସ୍ୟା ଯୋଗୁଁ ସେ ଗତ ୨୪.୧୨.୨୦୨୫ ରିଖ ଦିନ ମୃତ୍ୟୁବରଣ କରିଥିଲୋ ତାଙ୍କ ମୃତ୍ୟୁ ଅନ୍ତେ ସ୍ତ୍ରୀ ଉର୍ମିଳା ଓ ତାଙ୍କ ଦୁଇଟି ସନ୍ତାନ ଅନାଥ ହୋଇ ପଡିଛନ୍ତିା ବର୍ତମାନ ତାଙ୍କର କୌଣସି ରୋଜଗାର ପନ୍ଥା ନଥିବାବେଲେ ପୈତୃôକ ସମ୍ପତି ମଧ୍ୟ ନାହିାଁ ଫଳରେ ରୋଜଗାର କ୍ଷମ ସ୍ୱାମୀଙ୍କ ମୃତ୍ୟୁ ଅନ୍ତେ ଦୁଇ ସନ୍ତାନକୁ ନେଇ ପରିବାର ପ୍ରତିପୋଷଣ କରିବା ଅସମ୍ଭବ ହୋଇ ପଡିଛିା ତେଣୁ ପରିବାରର ସମସ୍ୟାକୁ ଦୃଷ୍ଟିରେ ରଖି ମୃତ ସ୍ୱାମୀଙ୍କ ସମ୍ବନ୍ଧରେ ତଦନ୍ତ କରି ଥଇଥାନ କରିବା ଓ ମୃତ୍ୟୁକାଳୀନ ସହାୟତା ଯୋଗାଇବା ପାଇଁ ଆବେଦନ କରିଛନ୍ତିା
Sign in
Sign in
Recover your password.
A password will be e-mailed to you.