ଖଣ୍ଡସିବାଞ୍ଜିରେ ସିର୍ଜିନା ବନବିହାର କାର୍ଯ୍ଯକ୍ରମ ଅନୁଷ୍ଠିତ।

ପଦ୍ମପୁର:- ଖଣ୍ଡସିବାଞ୍ଜି ଗ୍ରାମରେ ସିର୍ଜିନା ବନ ବିହାର କାର୍ଯ୍ଯକ୍ରମରେ ୧୯ ଜଣ ସଭ୍ୟ ସଭ୍ୟା ସହିତ ଗାଁ ର ଯୁବ ଗୋଷ୍ଠୀ ଓ ଗ୍ରାମର ଭଦ୍ର ମଣ୍ଡଲିଯୋଗ ଦାନ କରି ଥିଲେ। ଶ୍ରୀଯୁକ୍ତ ଆଖଣ୍ଡଲ ଦାଶ ଙ୍କ ସଭାପତିତ୍ଵ ରେ ମନୋଜ୍ଞ କବିତା ପାଠ ହୋଇଥିଲା। ଏହାକୁ ସଂଯୋଜନା କରି ଥିଲେ ସୁଶ୍ରୀ ରଞ୍ଜୁ…

ଯୋଗାଣ ବିଭାଗ ଦ୍ଵାରା ବିଭିନ୍ନ ଦୋକାନ ଉପରେ ଚଢ଼ାଉ ।

୯ ଘରୋଇ ଗ୍ୟାସ ସିଲିଣ୍ଡର ଜବତ । (ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି): ଗୁଣପୁର / ପଦ୍ମପୁର ତା: ୩୧-୧୨-୨୦୨୫ରିଖ ଦିନ ରାୟଗଡ ଜିଲ୍ଲାପାଳ ଆଶୁତୋଷ କୂଳକର୍ଣ୍ଣି ଓ ଗୁଣପୁର ଉପ ଜିଲ୍ଲାପାଳ ଦୁଧାଲ ଅଭିଷେକ ଦିଲୀପଙ୍କ ନିର୍ଦ୍ଦେଶକ୍ରମେ ଗୁଣପୁର ଅତିରିକ୍ତ ବେସାମରିକ ଯୋଗାଣ ଅଧିକାରୀ ଲଳିତ…

ପରିବେଶ କୁ ବିଗାଡ଼ୁଛି ଧାନ କ୍ଷେତର ଧୂଆଁ

ଅସ୍ତରଙ୍ଗ :୩୧.୧୨.୨୦୨୫ ପରିବେଶ ପ୍ରଦୂଷଣ ବର୍ତମାନ ପୃଥିବୀ ପାଇଁ ଏକ ବଡ ସଙ୍କଟ ହୋଇ ଉଭା ହୋଇଛି | ପରିବେଶ କୁ ପ୍ରଦୂଷଣ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଛି ଏହି ମାନବ ସମାଜ ,ମନୁଷ୍ୟ କୃତ୍ୟ ବିଭିର୍ନ ପ୍ରଦୂଷଣ ଦିନକୁ ଦିନ ବଢିଚାଲିଛି | ବିଭିର୍ନ ପ୍ରଦୂଷଣ ମଧ୍ୟରେ ବାୟୁ ପ୍ରଦୂଷଣ ,ଜଳ…

ଗଜପତି ଉତ୍ସବ ପ୍ରଚାର ପ୍ରସାର କମିଟିର ପ୍ରଥମ ବୈଠକ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଉତ୍ସବ-୨୦୨୫ର ପ୍ରଚାର ପ୍ରସାର କମିଟିର ପ୍ରଥମ ବୈଠକ ଆଜି ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀଯୁକ୍ତ ପୃଥ୍ୱୀରାଜ ମଣ୍ଡଳଙ୍କ…

ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ କାର୍ଯ୍ୟାଳୟର ଗାଡ଼ି ଚାଳକ ମନୋଜ କୁମାର ଦାସଙ୍କ ଅବସର କାଳୀନ ସମ୍ବର୍ଦ୍ଧନା…

କେନ୍ଦୁଝର,ତା୩୧/୧୨-ଜିଲ୍ଲା ସୂଚନା ଏବଂ ଲୋକସମ୍ପର୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ସରକାରୀ ଗାଡ଼ି ଚାଳକ ଶ୍ରୀ ମନୋଜ କୁମାର ଦାସ ଆଜି ସରକାରୀ ଚାକିରିରୁ ଅବସର ଗ୍ରହଣ କରିଛନ୍ତି।ଶ୍ରୀ ଦାସ ତାଙ୍କର ଦୀର୍ଘ କାର୍ଯ୍ୟକାଳ ମଧ୍ୟରେ ଆନ୍ତରିକତା, ଶୃଙ୍ଖଳା ଏବଂ ଦୃଢ଼ କର୍ତ୍ତବ୍ୟବୋଧ ସହିତ ଜିଲ୍ଲା…

ଶିକ୍ଷକଙ୍କୁ ଭାବ ବିହ୍ୱଳ ଅବସରକାଳୀନ ସମ୍ବର୍ଦ୍ଧନା

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଲକ୍ ଅନ୍ତର୍ଗତ ବାଲିଭାଗ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜୟ ବିଷୋୟୀଙ୍କୁ ବାଲିଭାଗ ଗ୍ରାମବାସୀଙ୍କ ତରଫରୁ ଭାବବିହ୍ୱଳ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି I ଏହି ଅବସରରେ ବାଲିଭାଗ ଗ୍ରାମରେ ନାଟଙ୍ଗା ସରପଞ୍ଚ ପ୍ରତିନିଧି ତଥା…

ପାଣି ପଞ୍ଚାୟତ ପକ୍ଷ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ

ନବରଙ୍ଗପୁର ତା ୩୧.୧୨.୨୦୨୫: ଆଜି ସ୍ଥାନୀୟ ଜିଲ୍ଲାପାଳ ଙ୍କ କାର୍ଯ୍ୟଳୟ ସ୍ଥିତ ଅଶୋକ ମେହେଟ୍ଟା ସମ୍ମିଳନୀ ଗୃହରେ ଜିଲ୍ଲାପାଳ ଡ଼ ମହେଶ୍ବର ସ୍ୱାଇଁ ଙ୍କ ଅଧ୍ୟକ୍ଷତାରେ ଜିଲ୍ଲାରେ ଆସନ୍ତା ୬ ଜାନୁଆରୀ ରୁ ୨୦ ଜାନୁଆରୀ ୨୦୨୬ ପର୍ଯ୍ୟନ୍ତ ଅନୁଷ୍ଠିତ ପାଣି ପଞ୍ଚାୟତ ପକ୍ଷ ପାଳନ ଉପଲକ୍ଷେ ଏକ…

ସାହାଯ୍ୟର ହାତ ବଢାଇଲେ ବୈଶ୍ୟ ଜାତିର ମହିଳା ସଂଘ

ବେଲଗୁଣ୍ଠା -:(ଶିବରାମ ଚୌଧୁରୀ )--:ବେଲଗୁଣ୍ଠାବ୍ଳକର ତନ ରଡ଼ା ପଞ୍ଚାୟତ ନିକଟ ସତ୍ୟଶ୍ରୀ ଜରାଶ୍ରମ ରେ ବେଲଗୁଣ୍ଠା କଳିଙ୍ଗ ବୈଶ୍ୟ ମହିଳା ସଂଘ ର କର୍ମକର୍ତ୍ତା ଓ ସଭ୍ୟା ମାନଙ୍କ ଦ୍ଵାରା, ସେଠାରେ ରହୁଥିବା ଅନ୍ତଃବାସୀ ମାନଙ୍କ ସକାଶେ ସାହାଯ୍ୟର ହାତ ବଢାଇଥିଲେ, ସେମାନଙ୍କ ପାଇଁ ଗ୍ୟାସ…

ଗଜପତି ଭାଜପାର ନୂଆ ଟିମ୍ ଘୋଷିତ

  https://youtu.be/wA_gbrh4xFg    ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଭାରତୀୟ ଜନତା ପାର୍ଟିର ଗଜପତି ଜିଲ୍ଲା ସଭାପତି ନବ କିଶୋର ଶବରଙ୍କ ଦ୍ଵାରା ନୂତନ ଭାଜପା ଟିମ ଘୋଷିତ। ଉପ ସଭାପତି ଭାବେ ମାମିଡି ରାଜେଶ୍ୱରୀ , ଜି ଶ୍ରୀଧର ନାଇଡ଼ୁ , ପି .ବାବୁ ରାଓ , କୃଷ୍ଣଚନ୍ଦ୍ର…

ବରଗଡ ଜିଲ୍ଲା ଘେଁସ ଠାରେ ଶହୀଦ ମାଧୋ ସିଂଙ୍କ ବଳିଦାନ ଦିବସରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

ଘେଁସ କଲେଜକୁ ଶହୀଦ ମାଧୋ ସିଂହ ସ୍ମାରକୀ ମହାବିଦ୍ୟାଳୟ ନାମରେ ନାମିତ କଲେ ଘେଁସରେ ନିର୍ମାଣ ହେବ ଶହୀଦ ମାଧୋ ସିଂହ ସ୍ମାରକୀ, ୧୦୦ ଆସନ ବିଶିଷ୍ଟ ଅତ୍ୟାଧୁନିକ ଗାର୍ଲସ ହଷ୍ଟେଲ ଦେଶପାଇଁ ଶହୀଦ ମାଧୋ ସିଂହଙ୍କ ପରି ବଳିଦାନର ଉଦାହରଣ ସମଗ୍ର ବିଶ୍ବରେ ବିରଳ ଘେଁସର…