ବାସୁଦେବପୁର – ଭଦ୍ରକ ଜିଲ୍ଲା ବାସୁଦେବପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟ ର କାର୍ଯ୍ୟାଳୟ କର୍ମ କର୍ତ୍ତା ଓ ଫିଲ୍ଡ କର୍ମ କର୍ତ୍ତା ଙ୍କ ମଧ୍ୟ ରେ ଏକ ବନ୍ଧୁତା ପୂର୍ଣ୍ଣ କ୍ରିକେଟ ଖେଳ ପୌର ପରିଷଦ ଅନ୍ତର୍ଗତ ବାର ନମ୍ୱର୍ ୱାର୍ଡ଼ ରେ ମହିଷା ପଦା ରେ ଅନୁଷ୍ଠିତ ହୋଇ ଯାଇଛି। ଏଥି ନିମନ୍ତେ ତିନୋଟି ଟିମ୍ ଯଥା ଫାଇନାନ୍ସ ଚେଲେଞ୍ଜସ୍, ଆଡିମନ୍ ଷ୍ଟେଟିଭ ଚେଲେଞ୍ଜସ୍, ଟେକ୍ନିକାଲ ୱାରିୱର୍ ବିଭାଗ ହୋଇ ଖେଳ ହୋଇଥିଲା। ଶେଷ ଖେଳ ଆଡ଼ିମନ ଷ୍ଟେଟିଭ୍ ଓ ଫାଇନାନ୍ସ ମଧ୍ୟ ରେ ଅନ୍ତିମ ପର୍ଯ୍ୟାୟ ବା ଫାଇନାଲ ଖେଳ ଅନୁଷ୍ଠିତ ହୋଇ ଥିବା ବେଳେ ଆଡିମନ ଷ୍ଟେଟିଭ୍ ବିଜୟୀ ଲାଭ କରି ଥିଲା। ମୁଖ୍ୟ ଅତିଥି ଭାବେ ବିଡ଼ିଓ ତନ୍ମୀତା କର ବିଜୟୀ ଟିମ୍ କୁ 7000 ଓ ରନସ ଅଫ ଟିମ୍ କୁ 4000 ପ୍ରଦାନ କରିଥିଲେ। ଅମ୍ପାୟାର ଭାବ ରେ ଅମିୟ ନାଥ ଏ ବି ଡି ଓ ସୋରୋ ଓ ଅମିୟ ପାଣିଗ୍ରାହୀ ପରିଚାଳନା କରିଥିଲେ। ସ୍କୋର ର ଓ କମେନ୍ତର ଭାବ ରେ ସନ୍ତୋଷ ଜେନା ଓ ଅନ୍ୟ ଷ୍ଟାଫ ମାନେ ଉପସ୍ଥିତ ରହି ଥିଲେ।
Sign in
Sign in
Recover your password.
A password will be e-mailed to you.