ପୋଖରୀରେ ବୁଡ଼ି ଜଣେ ମୃତ

 ଓଡ଼ଗାଁ,୧୭।୧୦(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଶରଧାପୁର ପଞ୍ଚାୟତ ଗୁଣ୍ଠା ସାଇ ଗ୍ରାମର ହଟ ନାୟକଙ୍କ ପୁଅ ଅଭିମନ୍ୟୁ ନାୟକ (୬୨) ପୋଖରୀରେ ବୁଡ଼ି ମୃତ୍ୟୁ ବରଣ କରିଛନ୍ତି । ଭଣଜା ବସନ୍ତ ନାୟକଙ୍କ କହିବା ଅନୁସାରେ ସେ ବିବାହ କରିନଥିବାରୁ ତାଙ୍କର ଗତାନୁଗତିକ…

ରଖେ ହରି ତ ମାରେ କିଏ : ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲେ ବାଇକ ଚାଳକ

ରାୟଗଡା (କୋଲନରl - ଦେବୀପ୍ରସାଦ ମହାନ୍ତି ଙ୍କ ରିପୋର୍ଟ ) କୋଲନରl ବ୍ଲକ ଅନ୍ତର୍ଗତ କୁମାରଧାମୁଣି ଛକ ନିକଟରେ ବାଇକ ଚାଳକ ଙ୍କୁ ପଚ୍ଛ ପଟୁ ଧକ୍କା ଦେଲା ମାଲବାହି ଭାରିଯାନ ଟ୍ରକ। ସୂଚନା ଅନୁଯାୟୀ ଆଜି ରାୟଗଡା ଜିଲ୍ଲାର କୋଲନରl ବ୍ଲକ ଅଧିନସ୍ଥ ଡୁମୁରିଗୁଡା ଗ୍ରାମପଂଚାୟତ ର ପରଡିଗୁଡା…

ମା ମଙ୍ଗଳା ମନ୍ଦିରରେ ତୁଳା ସଂକ୍ରାନ୍ତିରେ ଅନ୍ନ ପ୍ରାସାଦ ସେବନର ବ୍ୟବସ୍ଥା କଲେ ଶ୍ରଦ୍ଧାଳୁ ଭକ୍ତ:ସନ୍ଧ୍ୟାରେ ହୋମ…

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ):(୧୭|୧୦)ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଳକ ସଦରମହକୁମା ନୂଆଗୁଡା ଠାରେ ପୂଜା ପାଉଥିବା ମା ମଙ୍ଗଳା ମନ୍ଦିରରେ କମିଟିର ଡାବୁଗାଁ ର ଜଣେ ଶ୍ରଦ୍ଧାଳୁ ଭକ୍ତ ଜେ. ରାଜ ଶେଖର ରାଓ l ବହୁସଂଖ୍ୟାରେ ଶ୍ରଦ୍ଧାଳୁ ଭକ୍ତବୃନ୍ଦଙ୍କ ସମାଗମ ହୋଇ ଆଜି ତୁଳା…

ନିରନ୍ତର ଏବଂ ଅନ୍ତର୍ଭୁକ୍ତ ଶିଳ୍ପ ଅଭିବୃଦ୍ଧି ମାଧ୍ୟମରେ ‘ବିକଶିତ ଓଡ଼ିଶା ୨୦୩୬’ ପାଇଁ ଓଡ଼ିଶା ଖଣି…

ଝାରସୁଗୁଡ଼ା, ୧୭ ଅକ୍ଟୋବର, ୨୦୨୫:ଓଡିଶା ସରକାରଙ୍କ ମାନ୍ୟବର ଶିଳ୍ପ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀ ସମ୍ପଦ ଚରଣ ସ୍ୱାଇଁ ଆଜି ଘୋଷଣା କରିଛନ୍ତି ଯେ ଓଡ଼ିଶା ଆଉ କେବଳ ଖଣିଜ ଉତ୍ତୋଳନ କେନ୍ଦ୍ର ନୁହେଁ ବରଂ ଏକ ବ୍ୟାପକ ଶିଳ୍ପ ପରିବର୍ତ୍ତନର ନେତୃତ୍ୱ ନେଉଛି, ନିଜକୁ ଏକ…

କେନ୍ଦୁଝରରେ ନାବାଳିକା ଦୁଷ୍କର୍ମକାରୀକୁ ୨୦ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହ ୨ହଜାର ଟଙ୍କା ଜରିମାନା।

କେନ୍ଦୁଝର,ତା୧୭/୧୦(ଦିଲ୍ଲୀପ ସାହୁ)- ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହ ୨ ହଜାର ଟଙ୍କା ଜୋରିମାନା ଏବଂ ଜୋରିମାନା ଅନାଦେୟ ଅଧିକ ୧ ବର୍ଷ କାରାଦଣ୍ଡାଦେଶ ଶୁଣାଇଲେ ଏଡିଜେ କମ୍ ସ୍ପେସାଲ ଜଜ୍‌ (ପୋସ୍କୋ କୋର୍ଟ) ମୋନାଲିସା ମହାନ୍ତି।ତା୩୧.୧୦.୨୦୨୨ରିଖରେ ବଡ଼ବିଲ…

ଧରତୀ ଆବା ଜନଭାଗିଦାରୀ ଅଭିଯାନ ଅଧୀନରେ କେନ୍ଦୁଝର ଶ୍ରେଷ୍ଠ ପ୍ରଦର୍ଶନକାରୀ ଜିଲ୍ଲା ଭାବରେ ସମ୍ମାନିତ

କେନ୍ଦୁଝର , ୧୭ ଅକ୍ଟୋବର(ଦିଲ୍ଲୀପ ସାହୁ): ଧରତୀ ଆବା ଜନଭାଗିଦାରୀ ଅଭିଯାନ ଅଧୀନରେ ଶ୍ରେଷ୍ଠ ପ୍ରଦର୍ଶନକାରୀ ଜିଲ୍ଲା ଭାବରେ ଉଲ୍ଲେଖନୀୟ ପ୍ରଦର୍ଶନ ଏବଂ ଅନୁକରଣୀୟ ଅବଦାନ ପାଇଁ ଭାରତ ସରକାରଙ୍କ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା କେନ୍ଦୁଝର ଜିଲ୍ଲାକୁ ସ୍ୱୀକୃତି ପ୍ରମାଣପତ୍ର ପ୍ରଦାନ…

ଇନ୍ଦିରା ନଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଞ୍ଚଳିକ ସ୍ତରୀୟ ସୁରଭି ଅନୁଷ୍ଠିତ

ରାୟଗଡ଼ ତା ୧୭-୧୦-୨୦୨୫: ରାୟଗଡ ପୌରାଞ୍ଚଳର ଗାନ୍ଧିନଗର କ୍ଲଷ୍ଟର ସୁରଭି କାର୍ଯ୍ୟକ୍ରମ ଶୁକ୍ରବାର ସ୍ଥାନୀୟ ଇନ୍ଦିରାନଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାୟଗଡ ପୌରାଞ୍ଚଳର ଉଣେଇଷି ଗୋଟି ବିଦ୍ୟାଳୟ ଭାଗନେଇଥିଲେ । ଉଦଘାଟନୀ ଉତ୍ସବରେ ସ୍ଥାନୀୟ କାଉନସିଲର…

ଏନ୍ଏସିରେ ନୂତନ କାର୍ଯ୍ୟ ନିର୍ବାହି ଅଧିକାରୀଙ୍କ ଯୋଗଦାନ

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ଆଜି ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦରେ ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ବିଭୂତି ଭୂଷଣ ବେହେରା ( ଓ ଆର୍ ଏସ୍ ) ଦାୟିତ୍ୱ ଗ୍ରହଣ କରିଛନ୍ତି I ଶ୍ରୀ ବେହେରା ଦାୟିତ୍ୱ ଗ୍ରହଣ କରିବା ପରେ ବେଲଗୁଣ୍ଠା ନଗରପାଳ ଫିରୋଜ୍ କୁମାର ସେଠୀ,…

ଜାତୀୟ ତମାଖୁ ବର୍ଜନ କାର୍ଯ୍ୟକ୍ରମ ପାଇଁ ଜିଲ୍ଲାସ୍ତରୀୟ ସମନ୍ଵୟ କମିଟି ବୈଠକ ଏବଂ ଯୁବସମାଜ ପାଇଁ ତମାଖୁ ମୁକ୍ତ…

କେନ୍ଦ୍ରାପଡ଼ା:(ପ୍ରଫୁଲ୍ଲ କୁମାର ମଲ୍ଲ) ଧୂମପାନ ବା ତମାଖୁ ବ୍ୟବହାର କୁପରିଣାମ ଏବଂ ଏହାର ନିୟନ୍ତ୍ରଣ କରିବା ନିମନ୍ତେ ଆଜି ଅପରାହ୍ନରେ ଜିଲ୍ଲାପାଳ ରଘୁରାମ ଆର ଆୟରଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ସମନ୍ଵୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି | ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ…

କ୍ଳଷ୍ଟର୍ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ; ମାଆଙ୍କ ଆଶୀର୍ବାଦ ସଫଳତା ପ୍ରାପ୍ତିର ଶ୍ରେଷ୍ଠ ମାଧ୍ୟମ

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ଖଇରପୁଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଗାଙ୍ଗପୁର ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ସୁରଭି-୨୦୨୫ ମହ ସମାରୋହରେ ଅନୁଷ୍ଠିତ ହୋଇଯାଇଛି I ଗାଙ୍ଗପୁର ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ମୃତ୍ୟୁଞ୍ଜୟ ପଣ୍ଡାଙ୍କ ଆବାହନ…