ଏମକେ ଏସସି ବକ୍ସର ବିହାରକୁ ହରାଇ ୟୁନାଇଟେଡ଼ ସ୍ପୋର୍ଟସ କ୍ଳବ୍ ବରଗଡ଼ ଦ୍ବିତୀୟ ଦଳ ଭାବେ ଫାଇନାଲରେ ପ୍ରବେଶ

୬୪ତମ ଶରଣକୁଳ ସର୍ବଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ୨୦୨୫, ଓଡ଼ଗାଁ,୨୦।୧୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ଶରଣକୁଳ ନାରାୟଣ ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ ଶରଣକୁଳ ଲଡ଼ୁକେଶ ଆଥଲେଟିକ ଆସୋସିଏସନ ଆନୁକୂଲ୍ୟରେ ଆୟୋଜିତ ୬୪ତମ ସର୍ବ ଭାରତୀୟ ଫୁଟବଲ…

ଡ଼ଃ ମହତାବ ଥିଲେ ଓଡ଼ିଆ ସ୍ୱାର୍ଥର ବିଚକ୍ଷଣ ନେତା – ଧର୍ମେନ୍ଦ୍ର ପ୍ରଧାନ

କଟକରେ ଡ଼ଃ ହରେକୃଷ୍ଣ ମହତାବଙ୍କ ୧୨୬ତମ ଜୟନ୍ତୀ ସମାରୋହରେ କେନ୍ଦ୍ରମନ୍ତ୍ରୀ • ଡଃ ମହତାବଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ତାଙ୍କର ବ୍ୟକ୍ତିତ୍ୱ ଏବଂ ଓଡ଼ିଶାର ଅବଦାନକୁ ମନେପକାଇଲେ • ମହତାବଙ୍କ ବିଚାରରେ ଆଞ୍ଚଳିକ ସ୍ୱାର୍ଥ ସହ ଜାତୀୟ ସ୍ୱାର୍ଥକୁ ଅଗ୍ରାଧିକାର ଦେବା • ଗୋଟିଏ ଜାତିକୁ…

ଭୁବନେଶ୍ୱର ବିମାନବନ୍ଦରରେ କେନ୍ଦ୍ରମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ

ବିହାର ବିଜୟ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱକୁ ବଡ଼ ସ୍ୱୀକୃତି - ଧର୍ମେନ୍ଦ୍ର ପ୍ରଧାନ • ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଆଶୀର୍ବାଦ ନେଲେ କେନ୍ଦ୍ରମନ୍ତ୍ରୀ • ସ୍ୱାଗତ ପାଇଁ ଜନସାଧାରଣ, କାର୍ଯ୍ୟକର୍ତ୍ତା ଓ ସମର୍ଥକଙ୍କୁ ଧନ୍ୟବାଦ ଜଣାଇଲେ • ଜନସମୁଦ୍ର ହେଲା ବିମାନବନ୍ଦର, ପାରମ୍ପରିକ…

ରାସ୍ତା ନବୀକରଣ ନିମନ୍ତେ ବିଧାୟକ ମଞ୍ଜୁରୀ

  ଜଗତସିଂହପୁର, ତା-୨୧. ୧୧. ୨୦୨୫/ସୁମନ୍ତ କୁମାର ଦାସ: ଜଗତସିଂହପୁର ନିର୍ବାଚନ ମଣ୍ଡଳୀରେ ଗାଁ ଗହଳିରେ ନିର୍ମାଣ କରାଯାଇଥିବା ରାସ୍ତାଗୁଡିକ ମରାମତି ହେଉନଥିବାରୁ ଏବେ ମରଣଯନ୍ତା ପାଲିଟିଛି l ଗ୍ରାମାଞ୍ଚଳର ଜନସାଧାରଣଙ୍କ ଗମନାଗମନ ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ ସଡ଼କ ନିର୍ମାଣ…

ଜିଲ୍ଲାସ୍ତରୀୟ ବିଶ୍ବ ମତ୍ସ୍ୟ ଦିବସ ପାଳିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷ ଠାରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ତରଫରୁ ବିଶ୍ବ ମତ୍ସ୍ୟ ଦିବସ ପାଳିତ ହୋଇଯାଇଛି। ଏହି ଦିବସରେ ଶ୍ରୀଯୁକ୍ତ ନିରୋଦ ଚନ୍ଦ୍ର ନାୟକ , ଜିଲ୍ଲା…

୨୮ ତମ ମାଁ ବହଳତଲିଏନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ।

ଗାଇସିଲାଟ/ମନ ଡନସନା :- ପଦ୍ମପୁର ଉପଖଣ୍ଡ ଗାଇସିଲେଟ ଠାରେ ଆଥଲେଟିକ ଆସୋସିଏସନ ପକ୍ଷରୁ ଆୟୋଜିତ ୨୮ ତମ ମାଁ ବହଳତଲିଏନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ତିନିଦିନ ଧରି ଚାଲିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ ରେ ସମୁଦାୟର ୧୬ ଗୋଟି ଦଳ ଅଂଶଗ୍ରହଣ କରିବେ । ବିଜେତା ଦଳଙ୍କୁ…

ଜିଲ୍ଲା ସ୍ତରୀୟ ଏକତା ପଦଯାତ୍ରା ଆୟୋଜିତ

ପଦ୍ମପୁର:- ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜୟନ୍ତୀ ତଥା ଏକତା ଦିବସ ଅବସରରେ ଆଜି ସ୍ଥାନୀୟ ଆର,ବି,ହାଇସ୍କୁଲପଡିଆଠାରୁ ଭେରୁଆଛକ,ରାଜବାଟିପଡିଆ,ଶାସ୍ତ୍ରୀଛକ,ଦୁଗାମାମନ୍ଧିର ପୁଣି ଭେରିଛକଦେଇ ଆର,ବି,ହାଇସ୍କୁଲପଡିଆ ପର୍ଯ୍ୟନ୍ତ ଏକତା ପଦଯାତ୍ରା ଆୟୋଜିତ ହୋଇଯାଇଛି । ମାନ୍ୟବର ବରଗଡ…

ବାଇକ୍ ଧକ୍କାରେ ବୃଦ୍ଧ ମୃତ

ବେଲଗୁଣ୍ଠା -(ଶିବରାମ ଚୌଧୁରୀ )-ବେଲଗୁଣ୍ଠା-ବାଲିପଦର ବିଜୟ ଲକ୍ଷ୍ମୀ ଶରଣପୁର ଛକ ନିକଟରେ ଏକ ବାଇକ୍ ଜଣେ ବୃଦ୍ଧଙ୍କୁ ଧକ୍କା ଦେବା ଫଳରେ ବୃଦ୍ଧଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।ମିଳିଥିବା ଖବର ଅନୁସାରେ, ଆଜି ସଂଧ୍ୟା ସମୟରେ ଭଞ୍ଜନଗର ଥାନା ଅନ୍ତର୍ଗତ ଗୁଜୁରାଳୀ ଗ୍ରାମର କୃଷ୍ଣ…

କନ୍ଧମାଳ ଜିଲ୍ଲା ଖ୍ରୀଷ୍ଟିଆନ ଜନ କଲ୍ୟାଣ ସମାଜ କନ୍ଧମାଳର ସାଧାରଣ ଅନୁଷ୍ଠିତ.

ଘୁ.ଉଦୟଗିରି(ଅବନୀ କୁମାର ପ୍ରଧାନ): ଶୁକ୍ରବାର ଦିନ ଖ୍ରୀଷ୍ଟିଆନ ଜନ କଲ୍ୟାଣ ସମାଜ କନ୍ଧମାଳର ସାଧାରଣ ସଭା ସଭାପତି ଆଚାର୍ଯ୍ୟ ଆଇଯାକ ଦିଗାଳଙ୍କ ଅଧ୍ୟକ୍ଷତାରେ ରାଇକିଆ ବାପଟିଷ୍ଟ ମଣ୍ଡଳୀରେ ଅନୁଷ୍ଠିତ ହୋଇଯାଇଅଛି । ଏହି ସଭାର ପ୍ରାରମ୍ଭରେ ଆଚାର୍ଯ୍ୟ ତପନ କୁମାର ସାମନ୍ତରାୟ ପ୍ରାର୍ଥନା…

ନୟାଗଡ଼ ଜିଲ୍ଲା ମହୋତ୍ସବ, ପଲ୍ଲୀଶ୍ରୀ ମେଳା, କୃଷି ଯନ୍ତ୍ରପାତି ମେଳା ଓ ପୁସ୍ତକ ମେଳା -୨୦୨୫ ପ୍ରସ୍ତୁତି ବୈଠକ

ନୟାଗଡ଼ (ବିଶ୍ଵଜିତ ନାୟକ):- ଆଜି ଅପରାହ୍ନ ୪.୦୦ ଘଣ୍ଟା ସମୟରେ ଜିଲ୍ଲା ପରିଷଦ ସଭାଗୃହ (ସୃଜନ) ଠାରେ ନୟାଗଡ଼ ଜିଲ୍ଲା ମହୋତ୍ସବ ଉପଲକ୍ଷେ ଏକ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ମାନ୍ୟବର ବିଧାୟକ ନୟାଗଡ଼ ଡଃ ଅରୁଣ କୁମାର ସାହୁ, ମାନ୍ୟବର ବିଧାୟକ ଖଣ୍ଡପଡ଼ା ଶ୍ରୀଯୁକ୍ତ…