ଆଇସକ୍ରିମ ଦେବା ବାହାନରେ ତିନି ଜଣ ନାବାଳିକାଙ୍କୁ ଦୁଷ୍କର୍ମ

ମାଲକାନଗିରି ରୁ ସୁରେନ୍ଦ୍ର ବେମାଲ: ଆଇସକ୍ରିମ ଦେବା ବାହାନରେ ତିନି ଜଣ ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲା ଜଣେ ବ୍ୟକ୍ତି। ମାଲକାନଗିରି ଜିଲ୍ଲାର ଏମଭି ୭୨ ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଥିବା ବେଳେ ଏହା ଜାଣିବା ପରେ ଏମଭି ୭୯ ଥାନାରେ ପୀଡ଼ିତାଙ୍କ ପରିବାର ଲୋକେ ଲିଖିତ ଅଭିଯୋଗ…

ବିଜେପୁର ଦାମ୍ବୋଦର କଟା ସୀତାରାମ ଫୁଟ ରାଇସ ମିଲ ପ୍ରଦୁଷିତ ପାଣି ମାମଲା

ବିଜେପୁର ସହର ସ୍ଥିତ ଦାମୋଦର କଟା କୁ ପ୍ରବାହିତ ହୋଇଥିବା ବ୍ରଜ୍ୟ ପ୍ରଦୁଷିତ ପାଣି ଯୋଗୁ ବିଜେପୁର ବାସି ଜିଲ୍ଲାପାଳ ଙ୍କ ଫେରାଦ ପରେ ଜିଲ୍ଲାପାଳ ଙ୍କ ନିର୍ଦେଶ କ୍ରମେ ଏହାର ତଦନ୍ତ ପୃବକ ମଙ୍ଗଳବାର ଅପରାହ୍ନ ରେ ଜିଲ୍ଲାପାଳ ଏକ ଟିମ ଗଠନ କରିଥିଲେ ଏହି ପଦ୍ମପୁର ଉପଜିଲ୍ଲାପାଳ ସ୍ନେହା…

ବାଲିକୁଦା ବ୍ଲକ ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନି ମେଳା ଅନୁଷ୍ଠିତ, ୨୫୦ ପ୍ରକଳ୍ପ ପ୍ରଦର୍ଶିତ

  ବାଲିକୁଦା, ଶାସକ ପ୍ରଶାସକ (ବିଚିତ୍ର ରଞ୍ଜନ ସାହୁ) : ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଇକୋ କ୍ଲବ ଆନୁକୂଲ୍ୟରେ ବାଳ ବୈଜ୍ଞାନିକ ପ୍ରଦର୍ଶନୀ ପ୍ରକଳ୍ପ ମେଳା ଦଧିବାବନ ଜୀୟୁ ସରକାରୀ ଉଚ୍ଚ ବିଦ୍ୟାଳୟ, ଗରାମ-ଚ‌ଅଁରପୁର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଉଦଘାଟନି କାର୍ଯ୍ୟକ୍ରମ ରେ ବିଜ୍ଞାନ…

ସଡ଼କ ଦୁର୍ଘଟଣାଜନିତ ଶୂନ ମୃତାହତ ପକ୍ଷ ପାଳନ ।

କେନ୍ଦ୍ରାପଡା:(ପ୍ରଫୁଲ୍ଲ କୁମାର ମଲ୍ଲ) ଜିଲ୍ଲା ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ସଡକ ଦୁର୍ଘଟଣାଜନିତ ଶୂନ ମୃତାହତ ପକ୍ଷ ପାଳିତ ହୋଇଯାଇଛି ।ଏହି ଉପଲକ୍ଷେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ନବକ୍ରିଷ୍ଣ ଜେନା ଏକ ସଚେତନତା ରଥ ଓ ଶୁଭାଯାତ୍ରାକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ସକାଳ ୯.୩୦…

ଶୀତତାପ ନିୟନ୍ତ୍ରିତ ନୂତନ ମଣ୍ଡପ ଉଦଘାଟିତ l

ଅସ୍ତରଙ୍ଗ: ଅସ୍ତରଙ୍ଗ ଓ କାକଟପୁର ବାଶିଙ୍କ ପାଇଁ ବିବାହ, ବିଭିନ୍ନ କାର୍ଯ୍ୟକ୍ରମ, ଆଦି କରିବା ନିମନ୍ତେ କାକଟପୁର କଲେଜ ଛକ ନିକଟରେ ଅତ୍ୟାଧୁନିକ ବିବାହ ମଣ୍ଡପ" ଦୀପ୍ତି କନଭେସନ " ଉଦ୍ଘାଟନ ହୋଇଛି l ଏହି ଅବସରରେ ଦୀପ୍ତି କନଭେସନ ର ପ୍ରୋପାଇଟର କୃଷ୍ଣ ମୋହନ ମହାନ୍ତି ମଣ୍ଡପ କୁ ଉଦଘାଟନ…

ଲଗାତାର ଦ୍ୱିତୀୟ ବର୍ଷ ପାଇଁ ସ୍ୱର୍ଣ୍ଣ ପଦକ ଜିତିଲା ଓଡ଼ିଶା ନାଭାଲ ଟାଟା ହକି ଏଚ୍ପିସି

ତୃତୀୟ ହକି ଇଣ୍ଡିଆ କନିଷ୍ଠ ମହିଳା ଏକାଡେମି ଚାମ୍ପିୟନସିପ୍ ଭୁବନେଶ୍ୱର, ୨୫/୧୧/୨୦୨୫: ତୃତୀୟ ହକି ଇଣ୍ଡିଆ କନିଷ୍ଠ ମହିଳା ଏକାଡେମି ଚାମ୍ପିଅନସିପ୍ ରେ ପୁଣିଥରେ ଜାତୀୟସ୍ତରରେ ପ୍ରତିଭା ଦେଖାଇ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ଓଡ଼ିଶା ନାଭାଲ ଟାଟା ହକି ଏଚ୍ପିସି ମହିଳା ଟିମ୍ । ହରିୟାଣାର…

କିସ୍‍ ରେ ୪୦ ହଜାର ଛାତ୍ରଛାତ୍ରୀଙ୍କୁ ଶାଲ୍‍ ଓ ସ୍ୱେଟର ବଣ୍ଟନ

ଭୁବନେଶ୍ୱର, ୨୫ ।୧୧: ଶୀତଦିନ ଆସିଯାଇଥିବାରୁ କିସରେ ଆଜି ଛାତ୍ରୀଙ୍କୁ ଶାଲ୍‍ ଓ ଛାତ୍ରଙ୍କୁ ସ୍ୱେଟର ବଣ୍ଟନ କରାଯାଇଛି। ପ୍ରତିବର୍ଷ ଶୀତ ଦିନ ଅବ୍ୟବହିତ ପୂର୍ବରୁ କିସ୍‍ ଛାତ୍ରଛାତ୍ରୀଙ୍କ ପାଇଁ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସାଲ୍‍ ଓ ସ୍ୱେଟର୍‍ ବ୍ୟବସ୍ଥା କରିଥାନ୍ତି।…

୧୩୨ ଜଣ ହିତାଧିକାରୀଙ୍କୁ ଆବାସ କାର୍ଯ୍ୟାଦେଶ ବଣ୍ଟନ

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଆନୁକୂଲ୍ୟରେ ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦରେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା (ସହରୀ)-୨୦୨୫ କାର୍ଯ୍ୟାଦେଶ ବଣ୍ଟନ ସମାରୋହ ଅନୁଷ୍ଠିତ ହୋଇଯାଇଛି I ବେଲଗୁଣ୍ଠା ନଗରପାଳ ଫିରୋଜ ସେଠୀଙ୍କ…

ବେଦାନ୍ତ ଆଲୁମିନିୟମ କୋରାପୁଟ ଜିଲ୍ଲାରେ ୩୦୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କ ପାଇଁ ନିରାପଦ ପାନୀୟ ଜଳ ସୁବିଧା କରିଛି

କୋରାପୁଟ ଜିଲ୍ଲାର ବିଦ୍ୟାଳୟଗୁଡ଼ିକରେ ୩୦ଟି ଜଳ ବିଶୋଧନ ୟୁନିଟ୍ ସ୍ଥାପନ ଭୁବନେଶ୍ୱର, ୨୫/୧୧/୨୦୨୫: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ କୋରାପୁଟ ଜିଲ୍ଲାର କୋଡିଙ୍ଗାମାଳିର ବିଦ୍ୟାଳୟଗୁଡ଼ିକରେ ୩୦ଟି ଜଳ ବିଶୋଧନ ୟୁନିଟ ସ୍ଥାପନ କରି ଓଡ଼ିଶାର ସ୍କୁଲ…

ବୃଦ୍ଧ ବୟସରେ ସାହାରା ହେଲା ବୟୋ ବନ୍ଦନା କାର୍ଡ, କାର୍ଡ ନଥିଲେ ଜୀବନ ପାଇନଥାନ୍ତି

ଭୁବନେଶ୍ୱର,୧୬/୧୧:"ବୁଢ଼ା କାଳରେ ସାହା ହେଲା ଆୟୁଷ୍ମାନ ବୟୋ ବନ୍ଦନା କାର୍ଡ । କଷ୍ଟରୁ ରକ୍ଷା କଲା ନୂଆ ଜୀବନ ଦେଲା" । ଏପରି କହିଛନ୍ତି ଖୋର୍ଦ୍ଧା ଜିଲ୍ଲା କାଉପାଳ ପଞ୍ଚାୟତର ହଳଦିଆ ଗ୍ରାମ ନିବାସୀ ପ୍ରାୟ ୮୪ ବର୍ଷ ବୟସ୍କ ବରିଷ୍ଠ ନାଗରିକ ବିଶ୍ଵନାଥ ସେଠୀ । ତାଙ୍କର ପୁଅ ବିନାୟକ ସେଠୀ…