Sign in
Sign in
Recover your password.
A password will be e-mailed to you.
ଲିଙ୍ଗ ଭିତ୍ତିକ ହିଂସା ବିରୋଧରେ ୧୬ ଦିନିଆ ଜିଲ୍ଲାସ୍ତରୀୟ ସଚେତନତା କାର୍ଯ୍ୟକ୍ରମର ଶୁଭାରମ୍ଭ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷ ଠାରେ ଆଜି (ମଙ୍ଗଳ ବାର) ଆଇଏସଆରଡି ଅନ୍ତର୍ଗତ "ସଖୀ" ୱାନ ଷ୍ଟପ କେନ୍ଦ୍ର ପକ୍ଷରୁ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ଏବଂ ଜିଲ୍ଲା ପ୍ରଶାସନଙ୍କ…
ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ-୨୦୨୫ ଅବସରରେ ସପ୍ତମ ରାଜ୍ୟସ୍ତରୀୟ ଦୃଷ୍ଟିହୀନ ମହିଳା କ୍ରିକେଟ ଟୁର୍ଣ୍ଣାମେଂଟ…
ଭୁବନେଶ୍ୱର, ନଭେମ୍ବର ୨୫ : ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର ଏବଂ ଓଡ଼ିଶା ଦୃଷ୍ଟିହୀନ କ୍ରିକେଟ ସଂଘର ମିଳିତ ଆନୁକୂଲ୍ୟରେ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ କ୍ରିକେଟ ଷ୍ଟାଡିୟମ ଠାରେ ମଙ୍ଗଳବାର ଆୟୋଜିତ ୩-ଦିନିଆ ସପ୍ତମ ରାଜ୍ୟ ସ୍ତରୀୟ ଦୃଷ୍ଟିହୀନ…
ଭଞ୍ଜନଗର ଅଗ୍ନିସମ କେନ୍ଦ୍ର ପକ୍ଷରୁ ଏଲ୍.ପି.ଜି ରନ୍ଧନ ଗ୍ୟାସ ବ୍ୟବହାର ସଚେତନତା ଶିବିର
ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ): ଭଞ୍ଜନଗର ବ୍ଲକ ର ସମସ୍ତ ଅଙ୍ଗନବାଡି ସଦସ୍ୟା ଙ୍କ ଉପସ୍ଥିତି ରେ ଘରୋଇ ରନ୍ଧନ ଗ୍ୟାସ ଏଲ୍.ପି.ଜି ର ସମସ୍ତ ବ୍ୟବହାର ଉପଯୋଗୀତା ଓ ଛୋଟ ଛୋଟ ଗୁରୁତ୍ବପୂର୍ଣ୍ଣ ଅଗ୍ନିକୁ ଆୟତ୍ତ କରିବାର ବିଭିନ୍ନ କୈ।ଶଳ ପ୍ରଦାନ ଶିବିର ଆୟୋଜିତ ହୋଇଥିଲା। ଭଞ୍ଜନଗର…
ମୋଟର ସାଇକେଲ ଚୋରି ଘଟଣାରେ ଦୋଷୀ ସାବ୍ୟସ୍ତ ହେଲେ ଅଭିଯୁକ୍ତ
ଚାରିମାସରେ ଫଇସଲା କଲେ ଅଦାଲତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଦିନକୁ ଦିନ ସମାଜରେ ଚୋରି ବଢ଼ିବାରେ ଲାଗିଛି। ସେଇଭଳି ଏକ ମାମଲା ଚଳିତ ବର୍ଷ ଜୁଲାଇ ମାସରେ ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ ବାକିଟି ସାହିରେ ଘଟିଯାଇଥିଲା। ଏହି ମାମଲାର ଶୁଣାଣି କରି ଆଜି ପାରଳାଖେମୁଣ୍ଡି…
ଜଗତସିଂହପୁର ଜିଲ୍ଲାରୁ ବରିଷ୍ଠ ନାଗରିକମାନଙ୍କ ଉଜ୍ଜୟିନୀ-ଓମକାରେଶ୍ଵର ଅଭିମୁଖେ ତୀର୍ଥଯାତ୍ରା
ଜଗତସିଂହପୁର ,ତା.୨୫.୧୧.୨୦୨୫/ସୁମନ୍ତ କୁମାର ଦାସ: ଆଜି ଅପରାହ୍ନରେ ଜଗତସିଂହପୁର ଜିଲ୍ଲାରୁ ୮୫ଜଣ ବରିଷ୍ଠ ନାଗରିକ ରାଜ୍ୟ ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ସାମିଲ ହୋଇ ଉଜ୍ଜୟିନୀ-ଓମକାରେଶ୍ଵର ଅଭିମୁଖେ ଯାତ୍ରା କରିଅଛନ୍ତି । ଆଦିକବି ସାରଳା ଦାସ ସଂସ୍କୃତି ଭବନ ନିକଟରୁ…
ପେଶାଦାର ନିଶା ବେପାରୀ ଶୁଶାନ୍ତ ସେଠ୍ ଗିରଫ ୨୨ ଗ୍ରାମ ହେରୋଇନ ଜବତ
ଜଗତସିଂହପୁର,ତା-୨୫.୧୧.୨୦୨୫/ସୁମନ୍ତକୁମାରଦାସ:ବାଲିକୁଦା ଥାନା ଅନ୍ତର୍ଗତ ତେନ୍ତୁଳିବେଲାରୀ ନିକଟସ୍ଥ ବ୍ରାହ୍ମଣ୍ଡି ଅଞ୍ଚଳର ଜଣେ ନିଶା ମାଫିଆଙ୍କୁ ଗିରଫ କରିଛି ଜଗତସିଂହପୁର ଅବକାରୀ ରେଞ୍ଜ। ଯାଞ୍ଚ ପରେ ତାଙ୍କ ପାଖରୁ ୨୨ ଗ୍ରାମର ହେରୋଇନ୍ ଜବତ ହୋଇଛି। ସୂଚନାଯୋଗ୍ଯ ଯେ ବ୍ରାହ୍ମଣ୍ଡି…
ଜିଲା ସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ
ଜଗତସିଂହପୁର,ତା-୨୫.୧୧.୨୦୨୫/ସୁମନ୍ତକୁମାର ଦାସ:ଜଗତସିଂହପୁର ଜିଲ୍ଲାରେ ଖରିଫ ବର୍ଷ ୨୦୨୫ -୨୬ ପାଇଁ ଜିଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଆଜି ଅପରାହ୍ନ ରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ଙ୍କ…
ମନରେଗା ପ୍ରକଳ୍ପ କାର୍ଯ୍ୟ ଗୁଡ଼ିକୁ ଏକମାସ ମଧ୍ୟରେ ନିୟମିତ କରିବାକୁ ନିର୍ଦ୍ଦେଶ
ଏଡିଇଓ ଏବଂ ପିଇଓଙ୍କ ପାଇଁ ପଞ୍ଚାୟତରେ ଡିଜିଟାଲ ଉପସ୍ଥାପନ ଲାଗୁ
ଓଡ଼ଗାଁ,୨୫।୧୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ସଭାଗୃହରେ ବ୍ଳକ ଅଧ୍ୟକ୍ଷ ଲୋକନାଥ ସାହୁଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଏକ ସ୍ବତନ୍ତ୍ର ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଥିଲା।ପଞ୍ଚାୟତ ମାନଙ୍କରେ…
ମହିଳା ଏବଂ ବାଳିକାଙ୍କ ବିରୁଦ୍ଧରେ ହେଇଥିବା ହିଂସାକୁ ରକିବାକୁ ନେଇ ସଚେତନ ରାଲି ଏବଂ ଶପଥପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ…
କେନ୍ଦ୍ରାପଡ଼ା:(ପ୍ରଫୁଲ୍ଲ କୁମାର ମଲ୍ଲ) ଜିଲ୍ଲା ସମାଜ ମଙ୍ଗଳ ବିଭାଗ,ଶକ୍ତି ସଦନ ଏବଂ ଉଆନ ଷ୍ଟଫ ସେଣ୍ଟରର ମିଳିତ ସହଯୋଗ ମହିଳା ଏବଂ ବାଳିକାଙ୍କ ପ୍ରତି ହେଉଥିବା ହିଂସାକୁ ସମାପ୍ତ କରିବା ଉଦ୍ଦେଶ୍ୟ ନେଇ ୧୬ ଦିନିଆ ସଚେତନତା କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ ) ନବକ୍ରିଷ୍ଣ…
ବର୍ଷା ହେଲେ ସାହିରେ ଆମ୍ବୁଲାନ୍ସ କି ଅଟୋ ପସିବା ଅସମ୍ଭବ, ପକ୍କା ରାସ୍ତା ନିର୍ମାଣ ପାଇଁ ସାହି ବାସିନ୍ଦାଙ୍କ ଦାବୀ
ଓଡ଼ଗାଁ,୨୫/୧୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ଗୋତିସାହି ଗ୍ରାମପଞ୍ଚାୟତ ଅଧିନସ୍ଥ ଗୋତିସାହି ଗ୍ରାମର ବନ୍ଧସାହିକୁ ଦୈନ ଦିନର ଗମନାଗମନ ନିମନ୍ତେ ପକ୍କା ସଡ଼କ ନିର୍ମାଣ ପାଇଁ ଓଡ଼ଗାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ କାର୍ଯ୍ୟାଳୟରେ ଭେଟି ସାହି ପ୍ରତିନିଧି ମାନେ…