Sign in
Sign in
Recover your password.
A password will be e-mailed to you.
ଶାସକ ପ୍ରଶାସକ ଖବର କାଗଜ ପ୍ରଭାବରେ ଚାଷୀ ଟଙ୍କଧର ଗିରୀଙ୍କୁ ନ୍ୟାୟ
ବୁଡ଼ାପାଲି ଧାନମଣ୍ଡିରେ ପୁତ୍ର କୃଷ୍ଣ କୁମାରଙ୍କ ଧାନ ବିକ୍ରି ସଫଳ
ବିଜେପୁର : ସୁଶାନ୍ତ ସାହୁ (ଶାସକ ପ୍ରଶାସକ)
ଆଧାର କାର୍ଡ ସଂପର୍କିତ ପ୍ରାଯୁକ୍ତିକ ତ୍ରୁଟି କାରଣରୁ ଦୀର୍ଘ ସମୟ ଧରି ଧାନ ବିକ୍ରିରୁ ବଞ୍ଚିତ ହୋଇଥିବା ବିଜେପୁର ବ୍ଲକ ଅନ୍ତର୍ଗତ ପିପିଲିପାଲି ଗ୍ରାମର ଚାଷୀ ଟଙ୍କଧର…
ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟରେ ୭୭ ତମ ସାଧାରଣତନ୍ତ୍ର ଦିବସ ପାଳିତ
ଭୁବନେଶ୍ୱର, ଜାନୁଆରୀ ୨୭: ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟରେ ସୋମବାର ୭୭ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ସୋଆର କୁଳାଧିପତି ପ୍ରଫେସର (ଡଃ) ଅମିତ ବାନାର୍ଜୀ ଜାତୀୟ ପତାକା ଉଡ଼ାଣ କରିବା ସହ ଏନ୍ସିସି କ୍ୟାଡେଟ, ଏନ୍ଏସ୍ଏସ୍ ସ୍ୱେଚ୍ଛାସେବୀ ଏବଂ ବିଶ୍ୱବିଦ୍ୟାଳୟର…
ଗଣେଶ ପୂଜା ଭଷାଣି ସମୟରେ ୬ ବର୍ଷୀୟ ଶିଶୁକୁ ଅପହରଣ ସହ ଦୁଷ୍କର୍ମ ପ୍ରଚେଷ୍ଟା ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ମୁଖ୍ୟ…
ଭୋଗିବେ ୫ ବର୍ଷର ସଶ୍ରମ କାରାଦଣ୍ଡ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଦିନକୁ ଦିନ ସମାଜରେ କୋମଳମତି ଶିଶୁଙ୍କ ପ୍ରତି ହେଉଥିବା ପାଶବିକ ଅତ୍ୟାଚାର ଏବେ ସମସ୍ତଙ୍କର ମୁଣ୍ଡବିନ୍ଧାର କାରଣ ହୋଇଛି। ସେଥିମଧ୍ୟରେ ଆଜି ଗଜପତି ଜିଲ୍ଲାରୁ ଏକ ସମ୍ବେଦନଶୀଳ ମାମଲାରେ ଆଶ୍ୱସ୍ତିକର ଖବର…
ବିଜେଡି ଦଳରେ ସାମିଲ ହେଲେ ଧୋବାଜୟପୁର ଗ୍ରାମବାସୀ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ଖାରଡା ପଞ୍ଚାୟତ ଧୋବାଜୟପୁର ଗ୍ରାମ ର ଅଧିକାଂଶ ଲୋକ ଆଜି ବିଜେଡି ଦଳ ଓ ନବୀନ ପଟ୍ଟନାୟ ଙ୍କ କାର୍ଯ୍ୟକଳାପ କୁ ଅନୁପ୍ରାଣୀତ ହୋଇ ବିଜେଡି ଦଳ ରେ ସାମିଲ ହୋଇଛନ୍ତି। ଆଜି ପାରଳାଖେମୁଣ୍ଡି ବିଧାୟକ ରୂପେସ…
କାଲିମେଳା ବ୍ଲକ ମୋଟୁ ଗ୍ରାମ ପଞ୍ଚାୟତଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର
ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ ,୨୭/୧/୨୬: ଆଜି କାଲିମେଳା ବ୍ଲକ ଅଧିନସ୍ତ ମୋଟୁ ଗ୍ରାମ ପଞ୍ଚାୟତ ଠାରେ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କ ଅଧ୍ୟକ୍ଷତାରେ ଯୁଗ୍ମ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ସମୁଦାୟ ୫୮ ଟି ଅଭିଯୋଗ ଗୁଡ଼ିକର ଶୁଣାଣୀ ହୋଇଥିଲା ।…
ଆପ୍ ଗଜପତି ତରଫରୁ ଜିଲ୍ଲା କାର୍ଯ୍ୟାଳୟ ଠାରେ ୭୭ ତମ ଗଣତନ୍ତ୍ର ଦିବସ ପାଳିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆପ୍ ଗଜପତି ତରଫରୁ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା କାର୍ଯ୍ୟାଳୟ ଠାରେ ୭୭ ତମ ଗଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ ରେ ବିଶିଷ୍ଟ ଲେଖକ ଶ୍ରୀଯୁକ୍ତ ହରପ୍ରସାଦ ସୁଆର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ…
ଶ୍ରୀକୃଷ୍ଣ ସଖା ଗ୍ରାମ୍ୟ ଉନ୍ନୟନ ସଂଘର ଗଣତନ୍ତ୍ର ଦିବସ ପାଳନ।
କେନ୍ଦୁଝର,ତା୨୬/୧- ଶ୍ରୀକୃଷ୍ଣ ସଖା ଗ୍ରାମ୍ୟ ଉନ୍ନୟନ ସଂଘ, ସାନଯୋଡ଼ା ଗ୍ରାମ ଆନୁକୁଲ୍ୟରେ ଯଜ୍ଞମଣ୍ଡପ ନିକଟରେ ୭୭ତମ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ସଂଘ ସଭାପତି ପ୍ରଶାନ୍ତ କୁମାର ମହାକୁଡ଼ ପତକା ଉତ୍ତୋଳନ କରିଥିଲେ। ସଂଘ ଉପଦେଷ୍ଟା ଅଫିସର ଦେହୁରୀ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ନିଜର…
ମାର୍ଶାଘାଇ ବ୍ଲକରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ।
କେନ୍ଦ୍ରାପଡ଼ା: ୨୭.୦୧(ପ୍ରଫୁଲ୍ଲ କୁମାର ମଲ୍ଲ) ମାର୍ଶାଘାଇ ବ୍ଲକଠାରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି | ଆଜିର ଶିବିରରେ ମୋଟ ୫୮ ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା, ସେଥି ମଧ୍ୟରୁ ୫୦ଟି ବ୍ୟକ୍ତିଗତ ଏବଂ ୮ ଟି ସାମୁହିକ ଅଭିଯୋଗ…
ଉତ୍କଳ ଆଲୁମିନା ପକ୍ଷରୁ ୭୭ତମ ସ୍ଵାଧୀନତା ଦିବସ ପାଳିତ
କାଶୀପୁର ରୁ ବୈକୁଣ୍ଠ ଦୁରିଆ: ଉତ୍କଳ ଆଲୁମିନା ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଆଦିତ୍ୟ ବିର୍ଲା ଗ୍ରୁପର ସହଯୋଗୀ କମ୍ପାନୀ ପକ୍ଷରୁ ୭୭ତମ ସାଧାରତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଅଛି। ସ୍ଥାନୀୟ ନୂଆପଡ଼ା ସ୍ଥିତ ହେଲିପ୍ୟାଡ ପଡିଆ ଠାରେ ଆୟୋଜତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ତଥା ୟୁନିଟ୍…
ଜାତୀୟ ସ୍ତରୀୟ ତାଇକୋନ୍ଡୁ ପ୍ରତିଯୋଗୀତା ରେ ଜିଲ୍ଲା ଡାଇକୋଡୁ ଅନୁଷ୍ଠାନ, ଗଜପତି ଛାତ୍ର ଛାତ୍ରୀ ମାନଙ୍କର ସଫଳତା
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜାତୀୟ ସ୍ତରୀୟ ତାଇକୋନ୍ଡୁ ପ୍ରତିଯୋଗୀତା ରେ ଜିଲ୍ଲା ଡାଇକୋଡୁ ଅନୁଷ୍ଠାନ, ଗଜପତି ଛାତ୍ର ଛାତ୍ରୀ ମାନଙ୍କର ସଫଳତା। ୧୮/୧/୨୦୨୬ ଠାରୁ ୨୩/୧/୨୦୨୬ ପର୍ଯ୍ୟନ୍ତ ରାଜସ୍ଥାନର ଜୟପୁର ସ୍ଥିତ ସାୱାଇ ମାନସିଂ ଷ୍ଟାଡିଅମ ଠାରେ ୨ୟ ଫେଡେରେସନ କପ୍…