ଆଇଆଇଟିଏଫ୍ ୨୦୨୫ରେ ଆକର୍ଷଣର କେନ୍ଦ୍ରବିନ୍ଦୁ: ଏଏଆଇର ‘ଫ୍ଲାଇଟ୍ ଅଫ୍ ଡ୍ରିମ୍ସ୍’ପ୍ରଦର୍ଶନୀ

ଭୁବନେଶ୍ୱର:  ଭାରତର ଦ୍ରୁତ ଗତିରେ ବଢୁଥିବା ବିମାନ ଚଳାଚଳ କ୍ଷେତ୍ରରେ ଭାରତୀୟ ବିମାନବନ୍ଦର ପ୍ରାଧିକରଣ (ଏଏଆଇ) ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ଦେଶର ବିମାନବନ୍ଦରଗୁଡ଼ିକୁ ସୁରକ୍ଷିତ, ଆଧୁନିକ ଏବଂ ଯାତ୍ରୀ-କୈନ୍ଦ୍ରିକ କରିବା ପାଇଁ ଏଏଆଇ ନିରନ୍ତର କାର୍ଯ୍ୟ କରିଆସୁଛି।…

ରାଜ୍ୟରେ ଅଭିଯୋଗ ଶୁଣାଣି ବ୍ୟବସ୍ଥା ସ୍ଥାଣୁ ପାଲଟିଛି: ବିଜେଡି

କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଜାରି ଚିଠି ସରକାରଙ୍କ ମୁଖା ଖୋଲିଛି ଜନଶୁଣାଣି ପୋର୍ଟାଲରେ ଆସୁଥିବା ଅଭିଯୋଗ ସମୟସୀମା ମଧ୍ୟରେ ସମାଧାନ ହେଉନାହିଁ ସରକାରଙ୍କ ଅପାରଗପଣିଆକୁ ପଦାରେ ପକାଇଛି ଭୁବନେଶ୍ୱର, ୨୭/୧୧/୨୦୨୫: ରାଜ୍ୟରେ ଜନସାଧାରଣଙ୍କ ଅଭିଯୋଗ ଶୁଣାଣି…

ଆସୁଛନ୍ତି ଶବ୍ଦର ଯାଦୁକର ଜାଭେଦ ଅଖତର

ସୋଆ ସାହିତ୍ୟ ସମ୍ମାନ ୨୦୨୫ରେ ହେବେ ସମ୍ବର୍ଦ୍ଧିତ ଭୁବନେଶ୍ୱର, ନଭେମ୍ବର ୨୭: ଭାରତୀୟ ଚଳଚ୍ଚିତ୍ର ଓ ସାହିତ୍ୟ କ୍ଷେତ୍ରର ଉଜ୍ୱଳ ତାରକା, ଶବ୍ଦର ଯାଦୁକର, ପ୍ରଖ୍ୟାତ କବି, ସଂଳାପ ଲେଖକ, ଗୀତିକାର ଓ ସମାଜ ଚିନ୍ତକ ପଦ୍ମ ଭୁଷଣ ଜାଭେଦ ଅଖତରଙ୍କୁ ତାଙ୍କର ଉଲ୍ଲେଖନୀୟ ଓ ଜୀବନବ୍ୟାପୀ ଅବଦାନ…

ଝାରବନ୍ଧ ର ମଣ୍ଡଳ ସ୍ତରୀୟ ବିଭିନ୍ନ ପଦାଧିକାରୀ ମନୋନୀତ।

ଝାରବନ୍ଧ - ମନୋହର ଦାଶ: ପଦ୍ମପୁର ଉପଖଣ୍ଡ ଝାରବନ୍ଧ ମଣ୍ଡଳର ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତା ମାନଙ୍କୁ ନେଇ ଝାରବନ୍ଧ ଠାରେ ଡଃ ମୋହନ ପ୍ରସାଦ ନାୟକଙ୍କ ସଭାପତିତ୍ୱରେ ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ସର୍ବସମ୍ମତିକ୍ରମେ ଭାରତୀୟ ଜନତା ପାର୍ଟିର ଝାରବନ୍ଧ ଯୁବ ମୋର୍ଚ୍ଚା…

ସହରାଞ୍ଚଳ ନୀତି ଆଲୋଚନା ଚକ୍ର ୨୦୨୫: ଭବିଷ୍ୟତମୁଖୀ ସହର ବିକାଶ ପାଇଁ ଓଡ଼ିଶାର ଦୃଷ୍ଟିକୋଣ ଉପସ୍ଥାପିତ

ବେଙ୍ଗାଲୁରୁ, ୨୭ ନଭେମ୍ବର ୨୦୨୫: ବେଙ୍ଗାଲୁରୁରେ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ହ୍ୟୁମାନ ସେଟଲମେଣ୍ଟ ( ଆଇ ଆଇ ଏଚ୍ ଏସ୍) ଦ୍ଵାରା ଆୟୋଜିତ "ସହରାଞ୍ଚଳ ନୀତି ସମ୍ପର୍କିତ ଆଲୋଚନା ଚକ୍ର ୨୦୨୫"ରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଶ୍ରୀମତୀ ଉଷା ପାଢ଼ୀ ଅଂଶଗ୍ରହଣ କରି…

ଟ୍ରକ୍ କୁ ପିଟି ହୋଇ ମୋଟରସାଇକେଲ ଚାଳକଙ୍କ ମୃତ୍ୟୁ

 ( କୈଳାଶ ଚନ୍ଦ୍ର ଚୌଧୁରୀ , ବ୍ରହ୍ମପୁର): ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ବାଇଗଣ ବାଡି ଛକ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ ବାଲି ଟ୍ରକ୍ କୁ ପିଟି ହୋଇ କୁମାର ଚନ୍ଦ୍ର ବେହେରା ( ଜିତୁ) ନାମକ ଜଣେ ଯୁବକ ଗୁରୁତର ଆହତ ହୋଇ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ…

ଶୀତକାଳିନ ବିଧାନସଭା ଅଧିବେସନ ପାଇଁ ବିଜେପି ବିଧାୟକ ଦଳ ବୈଠକ

୧୬ ମାସର ବିଜେପି ସରକାରର ସମସ୍ତ ଉପଲବ୍ଧିକୁ ଆମେ ଲୋକଙ୍କ ସମ୍ମୁଖରେ ଉପସ୍ଥାପନା କରିବୁ: ଡ.ମୁକେଶ ମହାଲିଙ୍ଗ    ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌାପଦୀ ମୁର୍ମୁ ରାଜ୍ୟ ବିଧାନସଭାକୁ ସମ୍ବୋଧିତ କରିବା ଆମ ସମସ୍ତଙ୍କ ପାଇଁ ଐତିହାସିକ ମୁହୁର୍ତ ହେବ  ବିରୋଧୀ ଦଳ ତରଫରୁ…

ବିଜେଡି ବିଧାୟକ ଦଳ ବୈଠକ ଶଙ୍ଖ ଭବନରେ ଅନୁଷ୍ଠିତ ।

ଲୋକଙ୍କ ସମସ୍ୟା ଓ ସରକାରଙ୍କ ଅପାରଗତା ଉପରେ ବିଧାନ ସଭାରେ ସ୍ୱର ଉଠାଇବ ବିଜେଡି । ଆଇନ ଶୃଙ୍ଖଳା, ନାରୀ ନିର୍ଯ୍ୟାତନା, ସାଂପ୍ରଦାୟିକ ଉତ୍ତେଜନା, ଚାଷୀଙ୍କ ସମସ୍ୟା, ନିଯୁକ୍ତି ସ୍କାମ ଆଦି ବିଭିନ୍ନ ବିଷୟରେ ସରକାରଙ୍କଠାରୁ ଉତ୍ତର ମାଗିବ ବିଜେଡି । ତା-୨୬.୧୧.୨୦୨୫,…

ଜିଲ୍ଲା କଂଗ୍ରେସ ପକ୍ଷରୁ ନଭେମ୍ବର ୨୬ ତାରିଖ ‘ସମ୍ବିଧାନ ବଞ୍ଚାଅ ଦିବସ ଭାବେ ପାଳନ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ପରିସରରେ ଆଜି ନଭେମ୍ବର ମାସ ୨୬ ତାରିଖ କୁ ସମ୍ବିଧାନ ବଞ୍ଚାଅ ଦିବସ ଭାବେ ପାଳନ କରିବାକୁ ପିସିସି ସଭାପତି ଭକ୍ତ ଚରଣ ଦାସ ଓ ଏଆଇସିସି ଙ୍କ ନିର୍ଦ୍ଦେଶ କ୍ରମେ…

ଜାତୀୟ ସମ୍ବିଧାନ ଦିବସ ପାଳିତ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଜି ( ବୁଧବାର) ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ମୁନୀନ୍ଦ୍ର ହନେନାଗା , ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଫାଲଗୁନୀ ମାଝୀ ପ୍ରମୁଖ ଉପସ୍ଥିତରେ ବିଭିନ୍ନ ବିଭାଗୀୟର ଅଧିକାରୀ ଓ କର୍ମଚାରୀ ମାନଙ୍କୁ ସମ୍ବିଧାନର…