ପଦ୍ମପୁର ଉପଖଣ୍ଡ ନୂତନ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ଯୋଗଦାନ।

ପଦ୍ମପୁର/ଶିବାଶିଷ ପଟ୍ଟନାୟକ:- ଓଡିଶା ଲୋକ ସେବା ଆୟୋଗ ପକ୍ଷରୁ ଆୟୋଜିତ ଓଡିଶା ସୂଚନା ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ୩୯ ଜଣ ଲୋକ ସମ୍ପର୍କ ଅଧିକାରୀଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ନିଯୁକ୍ତି ପତ୍ର ପ୍ରଦାନ କରିବା ପରେ ଆଜି ପଦମପୁର ଉପଖଣ୍ଡ ସୂଚନା ଓ ଲୋକ…

ଓଡ଼ିଶାରେ ଚତୁର୍ଥ ଥର ପାଇଁ ଆୟୋଜିତ ହେବ ଓଡ଼ିଶା ମାଷ୍ଟର୍ସ ୨୦୨୫-ବିଡବ୍ଲ୍ୟୁଏଫ୍ ଟୁର୍ ସୁପର ୧୦୦ ଟୁର୍ଣ୍ଣାମେଣ୍ଟ

ଭୁବନେଶ୍ୱର,୨୭ ନଭେମ୍ବର, ୨୦୨୫:  ଆସନ୍ତା ଡିସେମ୍ବର ମାସ ୯ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ କଟକର ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡ଼ିୟମ୍ ଠାରେ ଓଡ଼ିଶା ମାଷ୍ଟର୍ସ ୨୦୨୫-ବିଡବ୍ଲ୍ୟୁଏଫ୍ ଟୁର୍ ସୁପର ୧୦୦ ଟୁର୍ଣ୍ଣାମେଣ୍ଟର ଆୟୋଜନ କରାଯିବ। ବ୍ୟାଡ଼ମିଣ୍ଟନ ୱାର୍ଲଡ଼ ଫେଡ଼େରେସନ୍‌,…

ବାଲ୍ୟ ବିବାହ ବେଳେ ଚାଇଲ୍ଡ ହେଲ୍ପଲାଇନ ଓ ଶରଣକୂଳ ପୋଲିସର କାର୍ଯ୍ୟାନୁଷ୍ଠାନ

ଓଡ଼ଗାଁ,୨୭।୧୧(ଶ୍ରୀକାନ୍ତ କୁମାର ମିଶ୍ର):ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ସରଣକୁଳ ଥାନା ଅଞ୍ଚଳର ବରସାହି ନୂଆଗାଁ ନିକଟ ସିଙ୍ଗାରପୁର ପାହାଡ଼ ଉପରେ ଭକ୍ତିଶ୍ବର ମହାଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ବାଲ୍ୟ ବିବାହ ଚାଲିଥିବା ବେଳେ ନୟାଗଡ଼ ଚାଇଲଡ ହେଲ୍ପଲାଇନ ଏବଂ ଶରଣକୂଳ ପୋଲିସ ବୁଧବାର ରାତି…

ଓଡ଼ଗାଁ ଥାନାରେ ୧୪ରୁ ଉର୍ଦ୍ଧ୍ବ ପଶ୍ଚିମବଙ୍ଗ ବେପାରୀଙ୍କ ପରିଚୟ ଯାଞ୍ଚ କାର୍ଯ୍ୟ ଆରମ୍ଭ, ୧୪ ଜଣଙ୍କ ଫୋନ ଅଟକ

ଓଡ଼ଗାଁ,୨୮।୧୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅଞ୍ଚଳରେ ଦୀର୍ଘଦିନ ଧରି ରହିଆସୁଥିବା ଅଜଣା ଲୋକଙ୍କ ସମ୍ପର୍କରେ ଓଡ଼ଗାଁ ଥାନା କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିବା ବେଳେ ପ୍ରାଥମିକ ଭାବେ ଗୁରୁବାର ଓଡ଼ଗାଁ ଏନ୍ଏସି ତଥା ଆଖପାଖ ଅଞ୍ଚଳର ୧୪ରୁ ଉର୍ଦ୍ଧ୍ବ ଅଜଣା…

ଆକାଂକ୍ଷା ଜିଲ୍ଲା ଓ ବ୍ଲକ କାର୍ଯ୍ୟକ୍ରମ ସମୀକ୍ଷା ବୈଠକ ଅନୁଷ୍ଠିତ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଜି ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଶ୍ରୀମତୀ ରୂପା ମିଶ୍ର , ଯୁଗ୍ମ ସଚିବ , ସ୍ବଚ୍ଛ ଭାରତ ମିଶନ , ଗୃହ ଓ ସହରୀ ବିକାଶ ମନ୍ତ୍ରଣାଳୟ , ଭାରତ ସରକାର ଦୁଇ ଦିନିଆ ଜିଲ୍ଲା ଗସ୍ତରେ ଆସି ଆଜି ଅପରାହ୍ନରେ ଜିଲ୍ଲା ପରିଷଦ…

ବରପାଲି ଆମ୍ବେଦକର ଭବନଠାରେ ୭୬ତମ ସମ୍ବିଧାନ ଦିବସ ପାଳିତ

ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ) ବରପାଲି ଲକ୍ଷେଘରିଆ ଦଳିତ ଉନ୍ନୟନ ସଂଘ ପକ୍ଷରୁ ସ୍ଥାନୀୟ ଆମ୍ବେଦକର ଭବନଠାରେ ବରଗଡ଼ ଜିଲ୍ଲାସ୍ତରୀୟ ୭୬ତମ ସମ୍ବିଧାନ ଦିବସ ପାଳିତ ହୋଇଥିବା ଦେଖିବାକୁ ମିଳିଛି।ସଂଘ ପକ୍ଷରୁ ସର୍ବପ୍ରଥମେ ପ୍ରାୟ ୩ ଶହରୁ ଉର୍ଦ୍ଧ୍ବ ଆମ୍ବେଦକର ପନ୍ଥୀ ଏକ…

ଦଣ୍ଡନାଚ କଳାକାରଙ୍କ ପରଲୋକ

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା କେଉଟ ସାହି ବାସୀନ୍ଦା ତଥା ବରିଷ୍ଠ ଦଣ୍ଡ ନାଚ କଳାକାର ମୁସଲ ଗୌଡ଼ଙ୍କର ୯୦ ବର୍ଷ ବୟସରେ ଆଜି ସକାଳ ଦଶ ଘଣ୍ଟା ତିରିଶି ମିନିଟ୍ ସମୟରେ ପରଲୋକ ଘଟିଛି I ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ଦୁଇ ପୁଅ ସନ୍ତୋଷ,ପ୍ରକାଶ,ଦୁଇ ଝିଅ ସଞ୍ଜୁକ୍ତା…

ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସମ୍ବିଧାନ ଦିବସ ପାଳିତ

  ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଳକ୍ କ୍ଷତ୍ରିୟବରପୁର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସମ୍ବିଧାନ ଦିବସ ଅନୁଷ୍ଠିତ ହୋଇଯାଇଛି ା ଏଥିରେ ସଭାପତିତ୍ବ କରିଥିଲେ ଅନୁଷ୍ଠାନର ଅଧ୍ୟକ୍ଷା ରୁନିବାଳା ତ୍ରିପାଠୀ ା ପ୍ରଶାସନିକ ଅଧିକ୍ଷକ ତ୍ରିନାଥ ବେହେରା,ଜାତୀୟ…

ଦାଣ୍ଡରେ ଭାସୁଛି ନର୍ଦ୍ଦମା ପାଣି; ବୁଦ୍ଧିଜୀବୀଙ୍କ ଚିନ୍ତା ବ୍ୟକ୍ତ

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଳକ୍ ପୁରୁଣା ତନରଡା ଗ୍ରାମ ସରକାରୀ ପାଠାଗାର ନିକଟ ଦେଇ ଯାଇଥିବା ତଳ ସାହି ଡ୍ରେନ୍ ଟି ଦୀର୍ଘ ଦିନ ହେବ ଭାଙ୍ଗିଯାଇଥିବା ବେଳେ ଏହାର ମରାମତି ପାଇଁ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ କରାଯାଉନଥିବାରୁ ଚିନ୍ତା ପ୍ରକଟ କରିଛନ୍ତି…

ଦୁର୍ଘଟଣାରେ ଜଣେ ମୃତ

ନୟାଗଡ଼(ବିଶ୍ୱଜିତ ନାୟକ):- ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅନ୍ତର୍ଗତ ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥ ବଡ଼ପଣ୍ଡୁସର ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ବଡ଼ପଣ୍ଡୁସର ଗ୍ରାମର ଦିଲ୍ଲୀପ କୁମାର ଡାକୁଆ । ଦିଲ୍ଲୀପ ଜଣେ ବ୍ୟବସାୟୀ । ସେ…