Sign in
Sign in
Recover your password.
A password will be e-mailed to you.
ଗୁପ୍ତାଙ୍ଗର ଅଣ୍ଡକୋଷ କାଟି ଦେଲେ ଦୁର୍ବୃତ୍ତ ।
ବରଗଡ଼-ବରଗଡ଼ ସଦର ଥାନା ଅନ୍ତର୍ଗତ ନିଲେଶ୍ୱର ଗ୍ରାମରେ ବୁଧବାର ବିଳମ୍ବିତ ରାତ୍ରିରେ ଏକ ଅଭାବନୀୟ ଘଟଣା ଘଟିଛି। ଏକ ଧାରୁଆ ଅସ୍ତ୍ରରେ ଦୁର୍ବୃତ୍ତମାନେ ଗ୍ରାମର ଅଶୋକ ବାରିକ(୪୦) ନାମକ ଜଣେ ଅବିବାହିତ ଯୁବକଙ୍କ ଅଣ୍ଡକୋଷ (ଗୁପ୍ତାଙ୍ଗ)କୁ କାଟି ଦେଇଛନ୍ତି। ପାରିବାରିକ ବିବାଦରୁ ଏଭଳି କାଣ୍ଡ…
ନରସିଂହଙ୍କୁ ଶିଶୁପାଳ କଲେ କଳିକେଶ !!!!
ବିଜୁ ସେତୁ ଭୂମିପୂଜା ନେଇ ବଲାଙ୍ଗୀର ରାଜନୀତି ଗରମ
ବଲାଙ୍ଗୀର (ନିରୋଜ ମିଶ୍ର) ପଶ୍ଚିମ ଓଡିଶା ତତଲା କଡେଇ ପରି ଫୁଟୁଥିବା ବେଳେ ଏଥିରେ ଅଧିକ ଉସ୍ମତା ଭାରି ଦେଇଛି ବିଜୁ ସେତୁ ରାଜନୀତି | ଗୁରୁବାର ଦିନ ଵିଧାୟକ ତଥା ବିରୋଧୀ ଦଳ ନେତା ନରସିଂହ ମିଶ୍ର ବିଜୁ ସେତୁ " ର ଶୁଭ…
ଯେତେ କହିଲେ ଭାଗବତ, ତୋଷ ନୋହିଲା ମୋର ଚିତ୍ତ : ନେସ୍କୋ ସାଜିଛି ବାରିପଦାର ହୋୟାଂହୋ
ଯିଏ ଯାହା କହୁ ମୋର ଢେ଼ା , ଘନ ଘନ ବିଦୁ୍ୟତ୍ କାଟ ଚାଲି ଥାଉ
ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ପୌରପରିଷଦରେ ଯିଏ ଯାହା କହୁ ମୋର ଢେ଼ା, ବିଦୁ୍ୟତ୍ କାଟ ଚାଲିଥାଉ ନ୍ୟାୟରେ ଆଜି ପୂର୍ବାହ୍ନରୁ ଅପରାହ୍ନ ୪.୪୦ ମିନିଟ ପର୍ଯ୍ୟନ୍ତ ପ୍ରଥମେ ପ୍ରତ୍ୟେକ ୧୦/୧୫ ମିନିଟ ବ୍ୟବଧାନରେ ଥରେ,…
‘ମୋ ସ୍କୁଲ’ ପ୍ରତି ମୋର ମଧ୍ୟ କିଛି କର୍ତ୍ତବ୍ୟ ରହିଛି- ଜିଲ୍ଲାପାଳ
ବାରିପଦା(ଦିଲ୍ଲୀପ ମହାନ୍ତି )- ଆମ ମଧ୍ୟରେ ଅନ୍ତର୍ନିହିତ ଗୁଣାବଳୀ ଓ ମାନସିକ ଶକ୍ତିର ବିକାଶ ନିମନ୍ତେ ଶିକ୍ଷା ଅପରିହାର୍ଯ୍ୟ ଏବଂ ଏହା ବିଦ୍ୟାଳୟରେ ଆମକୁ ମିଳି ଥାଏ । ଏହି ବିଦ୍ୟାଳୟ ପ୍ରତି ଆମର ମଧ୍ୟ କିଛି କର୍ତ୍ତବ୍ୟ ଓ ଉତ୍ତରଦାୟିତ୍ୱ ରହିଛି । ଏଥି ନିମନ୍ତେ ୨୦୧୭ ପବିତ୍ର ଶିଶୁ…
ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବର କଡ଼ା ଜବାବ ଦିଆଯିବ : ପିସିସି ସଭାପତି
ପଣ୍ଡାପଡ଼ାରେ କୁଡ଼ୁମୀ ସମ୍ପ୍ରଦାୟର ସମସ୍ୟା ନେଇ ବିଶାଳ ସମାବେଶ
ଯଶୀପୁର : କୃଷି ରାଜ୍ୟ ଅର୍ଥନୀତିର ଚାବିକାଠି । କୃଷି ଓ କୃଷକର ବିକାଶ ନ ହେଲେ ରାଜ୍ୟର ବିକାଶ ଘଟିବା ସମ୍ଭବ ନୁହେଁ । କିନ୍ତୁ ଏଠାରେ ଚାଷୀକୁଳ ସବୁଠାରୁ ଅବହେଳିତ । ବିଶେଷ କରି ଓଡ଼ିଶାର ୮ଟି ଜିଲାରେ ବସବାସ…
ଲୋକଂକୁ ପିଇବାକୁ ପାଣି ମିଳୁନି, ସରକାର ଲାହିରେ ତେଲ ଦେଇ ସୋଇଛନ୍ତି
ପଶ୍ଚିମ ଓଡିଶା ପ୍ରତି ସରକାରଙ୍କ ଇଏ କି ଉଦାସୀନତା !
ପଦ୍ମପୁରବାସୀଙ୍କ ପ୍ରଶ୍ନ : ନାଗେନ ଦର୍ହାରେ ସ୍ଥାୟୀ ବ୍ୟାରେଜ ନିର୍ମାଣ କେବେ?
ପଦ୍ମପୁର/ନୀଳ ଦୀପ -ବରଗଡ଼ ଜିଲ୍ଲାର ପଦ୍ମପୁର ସହରାଞ୍ଚଳକୁ ଜଳ ଯୋଗାଣ କ୍ଷେତ୍ରରେ ପ୍ରାୟତଃ ସବୁବେଳେ ଅବହେଳା କରାଯାଉଛି । ୨୫ ହଜାର ଜନସଂଖ୍ୟା…
ବୁଦ୍ଧଦେବ ଉଚ୍ଚ ବିଦ୍ୟାଳୟ ଛାତ୍ରୀ ଶିଖାରାଣୀଙ୍କ କୃତିତ୍ୱ
ପଦ୍ମପୁରରୁ ନୀଳ ଦୀପ : ୨୦୧୮ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷାରେ ଗନିଅାଁପାଲି ବୁଦ୍ଧଦେବ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଶିଖାରାଣୀ ପ୍ରଧାନ ୯୦% (ନବେ ପ୍ରତିଶତ) ମାର୍କ ରଖିଇ୧ଗ୍ରେଡ ପାଇ କୃତୀତ୍ୱର ସହ ଉତିର୍ଣ୍ଣ ହୋଇଛନ୍ତି । ସେ ସମଗ୍ର ଗାଇସିଲାଟ ବ୍ଲକରୁ ଜଣେ…
ପଦ୍ମପୁର ସହରରେ ଜଳ ସଙ୍କଟ ଉତ୍କଟ : ପ୍ରତିକାର ପାଇଁ ଦାବି
ପଦ୍ମପୁର ରୁ ନିଳ ଦୀପ-ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସହ ପଦ୍ମପୁର ସହରରେ ପାନୀୟ ଜଳ ଘୋର ଅଭାବ ଦେଖାଦେଇଛି। ପଦ୍ମପୁର ସହରକୁ ଜଳଯୋଗାଇ ଦେବା ପାଇଁ ନାଗେନଦର୍ହା ଜଳ ପ୍ରକଳ୍ପର ପ୍ରସ୍ଥାବ ଥିଲେ ମଧ୍ୟ ରାଜନୈତିକ ଓ ପ୍ରଶାସନର ଇଚ୍ଛା ଶକ୍ତିର ଅଭାବ ଯୋଗୁ ଏହା କାର୍ଯ୍ୟକାରୀ ହୋଇପାରୁନାହିଁ ।…
ଜେସିବି ମେସିନକୁ ଧକ୍କା ଦେଲା ଏକ୍ସପ୍ରେସ୍ ଟ୍ରେନ୍।
ଯାଜପୁର/ Jayshankar Dash/Biswajit Majhi : ହରିଦାସପୁର ଷ୍ଟେସନ ନିକଟ ଲେବଲ କ୍ରସିଂରେ ଏକ ଜେସିବି ମେସିନକୁ ଧକ୍କା ଦେଇଛି ଏକ୍ସପ୍ରେସ୍ ଟ୍ରେନ୍। ଜଗୁଆଳିବିହୀନ ଲେବୁଲ୍ କ୍ରସିଂରେ ଘଟିଛି ଏହି ଘଟଣା। ଏଥିରେ ୪ ଜଣ ଆହତ ହୋଇଛନ୍ତି।
ଟ୍ରାକ୍ରେ ଜେସିବି ଖରାପ ହୋଇଟିବା ପରେ ଏହାର…
ମାଟିର ଗୌରବ ଅଵିନାଶଙ୍କୁ ଭବ୍ୟ ସମ୍ବର୍ଧନା
ସର୍ବଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ସଫଳ ହୋଇ ବଢ଼ାଇଛନ୍ତି ଏ ଅଂଚଳର ଗର୍ବ
ମେଲଛାମୁଣ୍ଡା ହାଇସ୍କୁଲର ପୁରାତନ ଛାତ୍ର ଓ ଝୁନୁଙ୍ଗାପାଲି ଗ୍ରାମବାସୀଙ୍କ ଦ୍ୱାରା ଅବିନାଶ ମିଶ୍ରଙ୍କୁ ଭବ୍ୟ ସମ୍ବର୍ଧନା
ବରଗଡ ବିଜୁ ପଟ୍ଟନାୟକ ଟାଉନ ହଲ୍ ଠାରେ ଜିଲ୍ଲା ସ୍ତରୀୟ ସମ୍ବର୍ଦ୍ଧନା…