Sign in
Sign in
Recover your password.
A password will be e-mailed to you.
ନବରଙ୍ଗପୁର ଠାରେ ସହିଦ ଲକ୍ଷ୍ମଣ ନାୟକଙ୍କ ତିରୋଧାନ ଦିବସ ୨୦୨୬ ପାଳିତ
ନବରଙ୍ଗପୁର ତା ୨୯.୦୩.୨୦୨୬: ଆଜି ସ୍ଥାନୀୟ ସହିଦ ଲକ୍ଷ୍ମଣ ନାୟକ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ସ୍ଥାପିତ ସହିଦ ଲକ୍ଷ୍ମଣ ନାୟକଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ ଓ ପୂଜ୍ୟପୂଜା ସହ ସ୍ମୃତି ସଭା,ପୁରସ୍କାର ବିତରଣ ଉତ୍ସବରେ ସହିଦ ଲକ୍ଷ୍ମଣ ନାୟକଙ୍କ ତିରୋଧାନ ଦିବସ ସ୍ମୃତିଚାରଣ ପୂର୍ବକ…
ମୋଡେଲ ଗ୍ରାମ ପଞ୍ଚାୟତସ୍ତରୀୟ ମହାସଂଘର ସି.ଓ.ଇ ତାଲିମ
ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରହୀ : କାଶୀନଗର ବ୍ଲକ ଅନ୍ତର୍ଗତ ଖାରଡା ଗ୍ରାମ ଠାରେ ମୋଡେଲ ଜି.ପି.ଏଲ୍. ଏଫ୍ କୁ ନେଇ ସି.ଓ.ଇ ତାଲିମ କାର୍ଯ୍ୟକ୍ରମ ଚାଲୁଛି। ଓଡିଶା ଜୀବିକା ମିଶନ , କାଶୀନଗର , ବି.ପି.ଏମ୍ ତତ୍ଵାବଧାନରେ ତାଲିମ କାର୍ଯ୍ୟକ୍ରମ ନିଆଯାଇଛି। ଗତ ୧୨-୩-୨୦୨୬ ଠାରୁ…
ସମୀର ମେମୋରିଆଲ କ୍ରିକେଟ ଟୁର୍ଣ୍ଟ।ମେଣ୍ଟ
ଉଦ୍ ଘାଟନ କଲେ ବିଧାୟକ ଅଶୋକ ଦାସ ଓ ପୌର ଅଧ୍ୟକ୍ଷା ନିବେଦିତା ବେହେରା।
ବାସୁଦେବପୁର - ଭଦ୍ରକ ଜିଲ୍ଲା ବାସୁଦେବପୁର ପୌର ରେ ଅଟଳ ବିହାରୀ କଲେଜ ପଡ଼ିଆ ରେ ଆୟୋଜିତ ହୋଇ ଯାଇଛି ଉତ୍କଳିକା କ୍ଲବ୍ ପକ୍ଷରୁ ସମୀର ମେମୋରିଆଲ କ୍ରିକେଟ ମ୍ୟାଚ୍ । ଏହି ଖେଳ କୁ ପ୍ରଥମ ଦିନ ରେ ପ୍ରଥମ ଖେଳ…
ବ୍ଲକ ଅଧକ୍ଷା ଙ୍କ ଦ୍ୱାରା ବଡ଼ବୋରସିଂ ପଂଚାୟତ ରେ ବିଭିନ୍ନ ପକଳ୍ପ ଉଦଘାଟିତ
ବେଲଗୁଣ୍ଠା, ୨୮/୦୩-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ବଡ଼ବୋରସିଂ ପଂଚାୟତ ରେ ବିଭିନ୍ନ ପକଳ୍ପ ସ୍ଥାନୀୟ ସରପଞ୍ଚ ତଥା ବ୍ଲକ ବିଜେଡି ସଭାପତି ଏସ. ରାମେଶ୍ୱର ପାତ୍ର ଙ୍କ ଅଧକ୍ଷୟତା ଉଦଘାଟନ ହୋଇଯାଇଛି l ମୁଖ୍ୟଅତିଥି ରୂପେ ବ୍ଲକ ଅଧକ୍ଷା ମମତା ଭୋଳ ଯୋଗ ଦେଇ ୪ ଟି ପକଳ୍ପ…
ଜିଓ ପକ୍ଷରୁ ସାରା ଓଡ଼ିଶାରେ ସଚେତନତା ଅଭିଯାନ ସହିତ ଜାତୀୟ ସୁରକ୍ଷା ମାସ ପାଳନ
ଭୁବନେଶ୍ୱର, ୨୯ ମାର୍ଚ୍ଚ, ୨୦୨୬: ରିଲାଏନ୍ସ ଜିଓ ପକ୍ଷରୁ ରାଜ୍ୟବ୍ୟାପୀ ସଚେତନତା ଅଭିଯାନ, ସୁରକ୍ଷା ଡ୍ରିଲ, ଆଲୋଚନାଚକ୍ର, ପ୍ରଶିକ୍ଷଣ ଅଧିବେଶନ ତଥା ପିଲାମାନଙ୍କ ମଧ୍ୟରେ ଚିତ୍ରାଙ୍କନ ଏବଂ ପୋଷ୍ଟର ପ୍ରସ୍ତୁତି ପ୍ରତିଯୋଗିତା ସହିତ ଜାତୀୟ ସୁରକ୍ଷା ମାସ ପାଳନ କରାଯାଉଛି। ଏହି ମାସର ପ୍ରଥମ…
ଯାଜପୁର ଓ କଟକ ଶୋ’ରୁମ ଶୁଭାରମ୍ଭ ସହିତ ଓଡିଶାରେ ନିଜର ଉପସ୍ଥିତି ସୁଦୃଢ କରିଛି କିସ୍ନା
ରାଜ୍ୟରେ ଏହାର ୩ୟ ଓ ୪ର୍ଥ ଶୋ’ରୁମର ଲଂଚ୍କୁ ସୂଚିତ କରୁଛି
ଯାଜପୁର/କଟକ : କିସ୍ନା ଡାଇମଣ୍ଡ ଓ ଗୋଲ୍ଡ ଜୁଏଲାରୀ ପକ୍ଷରୁ ଓଡିଶାରେ ଏହାର ୩ୟ ଓ ୪ର୍ଥ ଶୋ’ରୁମର ବିଶାଳ ଉଦ୍ଘାଟନ କରାଯାଇଛି ଯାହା ଯାଜପୁର ଓ କଟକରେ ଅବସ୍ଥିତ। ଯାଜପୁର ଶୋ’ରୁମ ବ୍ୟାସନଗରସ୍ଥିତ ଚୋର୍ଦା ବଜାରର ମହାବୀର…
ଆଗାମୀ ନିର୍ବାଚନକୁ ଦୃଢ଼ତାର ସହ ଲଢ଼ିବା ନିମନ୍ତେ ଆମ୍ ଆଦ୍ମୀ ପାର୍ଟି ପକ୍ଷରୁ ରଣନୀତି ପ୍ରସ୍ତୁତ
ପଞ୍ଚାୟତ ଓ ପୌର ନିର୍ବାଚନ ନିମନ୍ତେ ପାର୍ଟିପଦାଧିକାରୀମାନଙ୍କ ପ୍ରସ୍ତୁତି ବୈଠକ
ଭୁବନେଶ୍ୱର :ରାଜ୍ୟରେ ହେବାକୁଥିବା ପଞ୍ଚାୟତ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ଭୁବନେଶ୍ୱରସ୍ଥିତ ଲୋହିଆ ଏକାଡେମୀଠାରେ ଦଳୀୟ ପଦାଧିକାରୀମାନଙ୍କର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ…
ପଦ୍ମପୁର ଓକିଲ ସଂଘ ନିର୍ବାଚନ : ଆନନ୍ଦ ପଣ୍ଡା ସଭାପତି, ହରିଶଙ୍କର ସିଂ ସଂପାଦକ
ପଦ୍ମପୁର/ ଶିବାଶିଷ ପଟ୍ଟନାୟକ :- ପଦ୍ମପୁର ଓକିଲ ସଂଘ ର ଅନୁଷ୍ଠିତ ହୋଇଯାଇଛି। ସଭାପତି ଭାବରେ ଆନନ୍ଦ କୁମାର ପଣ୍ଡା , ଉପସଭାପତି ସୁନୀଲ କୁମାର ପାଣିଗ୍ରାହୀ , ସମ୍ପାଦକ ହରିଶଙ୍କର ସିଂହ ନିର୍ବାଚିତ ହୋଇଥିବା ବେଳେ ସହ ସମ୍ପାଦକ ଆଦିତ୍ୟ କୁମାର ରଥ ଏବଂ କାର୍ଯ୍ୟକାରୀ ସଦସ୍ୟ ଭାବରେ ଅଜିତ…
ଓଡ଼ଗାଁ ଶ୍ରୀରାମ ନବମୀ ଯାତ୍ରାର ଦ୍ୱିତୀୟ ସନ୍ଧ୍ୟା, ପ୍ରଭୁଙ୍କ ତାଡକା ବଧ ବେଶ ଦର୍ଶନ କଲେ ଶ୍ରଦ୍ଧାଳୁ
ଓଡ଼ଗାଁ,୨୮।୩(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଶ୍ରୀ ରଘୁନାଥ ଜୀଉଙ୍କ ନବଦିନାଙ୍କ ଶ୍ରୀରାମ ନବମୀ ଯାତ୍ରା ପାଇଁ ଉତ୍ସବ ମୁଖର ରହିଥିବା ବେଳେ ଶନିବାର ଦ୍ଵିତୀୟ ସନ୍ଧ୍ୟାରେ ଋଷିମୁନିଙ୍କ ଯାଗ ରକ୍ଷା ନିମିତ୍ତ ବିଶ୍ଵାମିତ୍ର ଋଷିଙ୍କ ସଙ୍ଗରେ ବନାଗମନ କାଳରେ ନବଦୃବାଦଳ…
୨୦୨୭ ଜନଗଣନା ପାଇଁ ୩ ଦିନିଆ ପ୍ରଶିକ୍ଷଣ ଶିବିର
୪୩୪ ଜନଗଣନାକାରି ଏବଂ ୫୫ ଜଣ ପର୍ଯ୍ୟବେକ୍ଷକ ତାଲିମ ଗ୍ରହଣ କରିବେ
ଓଡ଼ଗାଁ,୨୮।୩(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ତହସିଲ/ବ୍ଳକ ଏବଂ ଓଡ଼ଗାଁ ଏନ୍ଏସି ଅଞ୍ଚଳରେ ୨୦୨୭ ବର୍ଷ ନିମନ୍ତେ ଜନଗଣନା ପାଇଁ ୨୮/୦୩/୨୦୨୬ ଠାରୁ ୩୦/୦୩/୨୦୨୬ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ…