ଅବକାରୀ  ଚଢାଉ – ୧ ଗିରଫ

0

ପଦ୍ମପୁର/ନୀଳ ଦୀପ – ରବିବାର ସକାଳ ୮ଟା ସମୟରେ ବରଗଡ ଆରକ୍ଷୀ ଅଧିକ୍ଷକ ପ୍ରଦୀପ ରଂଜନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ପଦ୍ମପୁର ମୋବାଇଲ ଉପ ନୀରିକ୍ଷକ  ଚନ୍ଦନ କୁମାର ମଣ୍ଡଳ ସଦଳବଳେ ଜଗଦଲପୁର ଥାନା ଅନ୍ତର୍ଗତ ସମ୍ବଲପୁରୀ ଅଂଚଳରେ ଚଢାଉ କରି ୨୫ ଲିଟର ରନ୍ଧାମଦ ଜବତ କରିବା ସହିତ ଆସାମୀ ଦକ୍ଷ ବରିହା(୩୦)କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି  । ଏହି ଚଢାଉରେ କୃଷ୍ନଚନ୍ଦ୍ର ସାହୁ, ରାଧାକାନ୍ତ ପ୍ରଧାନ, ସୁକାନ୍ତ ବଢେଇ, ପିଙ୍କି ପ୍ରଧାନ ପ୍ରମୁଖ ସାମିଲ ଥିଲେ  । ଆଗକୁ ଏହି ଭଳି ଚଢାଉ ଜାରି ରହିବ ବୋଲି ଶ୍ରୀ ମଣ୍ଡକାର୍ଯ୍ୟକ୍ରମରେ ସଙ୍କୁଳ ପ୍ରମୁଖ ମନୋଜ କୁମାର ପଣ୍ଡା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ  । ଶେଷରେ ଚୈତନ୍ୟ ଗୁରୁଜୀ ଧନ୍ୟବାଦ ଅର୍ପଣ କରିଥିଲେ  ।

Leave A Reply

Your email address will not be published.