ସ୍ୱାଧୀନତାର  ଆଲୁଅ ଦେଖିବେ ତ ମାଙ୍କିଡିଆ !!!

କାଳିଆପାଣିରୁ ଦୟାନିଧି ମହାନ୍ତ : ସ୍ୱାଧୀନତାର  71 ବର୍ଷ ପରେ ମଧ୍ୟ୍ୟ ଓଡିଶା ର ଆଦିମ ଅଧିବାସୀ ମାଙ୍କିଡିଆ ଆଜି ସ୍ୱାଧୀନତାର ଆଲୋକ ପାଇବା ପାଇଁ ଅପେକ୍ଷା ରତ l ଇତିମଧ୍ୟରେ ଅନେକ ଶାସକ ଓଡିଶା କୁ ଶାସନ କରି ଚାଲିଗଲେଣି  କିନ୍ତୁ ଏମାନେ ଆଜି ଧୀରେ ଧୀରେ ବିଲୁପ୍ତ ହୋଇ ଗଲେଣି l 70 ବର୍ଷ…

ପୋଲିସ ପରୀକ୍ଷା ବେଳେ ପରୀକ୍ଷାର୍ଥୀ ପ୍ରାଣ ହରାଇଲେ 

  ବୌଦ୍ଧ (ସିମୁନ୍ ନାଏକ): ଇଣ୍ଡିଆନ ରିଜର୍ଭ ବାଟାଲିଅନ (ଆଇଆରବି)ରେ ନିଯୁକ୍ତି ପରୀକ୍ଷ| ଚାଲିଥିବାବେଳେ ଜଣେ ପରୀକ୍ଷାର୍ଥୀଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଦୁଇଜଣ ଗୁରୁତର ହୋଇ ବୋୖଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତି  ହୋଇଛନ୍ତି । ସୂଚନା ମୁତାବକ ଆଜି ସକାଳୁ ନିଯୁକ୍ତି ର 5 କିଲୋମିଟର…

ବସ୍ ଓଲଟି 5 ଗୁରୁତର , 6 ଆହତ

  ବୌଦ୍ଧ(ସିମୁନ୍ ନାଏକ) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଳକ କୁସଙ୍ଗ ପଞ୍ଚାୟତ ଅନ୍ତର୍ଗତ ସଙ୍କୁରି ଆରଡ଼ି ରୋଡ଼ ରେ ଏକ ବସ ଓଲଟି ପଡ଼ିଥିବା ଜଣାପଡ଼ିଛି l ପ୍ରାପ୍ତସୂଚନାନୁଯାୟୀ ବୌଦ୍ଧ ରୁ ଯାବର ଅଭିମୁଖେ ଯାଉଥିବା ଓଁକାର ନାମକ ଯାତ୍ରୀବାହୀ ବସ କୁଶଙ୍ଗ ପଞ୍ଚାୟତ ସଙ୍କୁରି ନିକଟରେ ଭାରସାମ୍ୟ…

ଟାଟାଷ୍ଟିଲର ଏମଡି ଖଣିଅଂଚଂଳ ପରିଦର୍ଶନ

ଟାଟା ଅଧିକାରୀଙ୍କ ଚଂଚକତା : ବାଛି ବାଛି ଭଲ ସ୍କୁଲ ଦେଖାଇବା ଉଦ୍ଦେଶ୍ୟ କଣ   କାଳିଆ ପାଣିରୁ ଦୟାନିଧି ମହାନ୍ତ  -   ସୋମବାର ଦିନ ଟାଟା କମ୍ପାନୀ ପରିଚାଳନା ନିର୍ଦ୍ଦେଶକ  ମାଇନିଂ ଠାରୁ ବାର କି ମି  ଦୂରରେ ଥିବା  କଂlକଡ଼ପାଳ ପଂଚାୟତ ର କାଦୁଅବନ୍ଦୀ ଗାଁ ସ୍କୁଲକୁ ପରିଦର୍ଶନରେ ଯାଇଥିଲେ…

ସ୍ୱଚ୍ଚ୍ଥ ଓ ଊତ୍ତରଦାୟୀ ଭାବେ କାର୍ଯ୍ୟ ସଂପାଦନ କର : ଜିଲ୍ଲାପାଳ 

 "ରାଜସ୍ୱ ବ୍ୟବସ୍ଥାକୁ ଏପରି ଶୃଙ୍ଖଳିତ ଓ ସହଜ କରିବା,  ଯେପରି ଲୋକମାନେ ବାରମ୍ୱାର କାର୍ଯ୍ୟାଳୟକୁ ଧାଇଁବାକୁ ପଡିବ ନାହିଁ " ଯାଜପୁର,(ଜୟଶଙ୍କର ଦାଶ) ସ୍ୱଚ୍ଚ୍ଥ ଓ ଊତ୍ତରଦାୟୀ ଭାବେ କାର୍ଯ୍ୟ କରି ରାଜସ୍ୱ ବିଭାଗର ସୁନାମ ବୃଦ୍ଧିରେ ସହାୟକ ହେବାକୁ ଜିଲ୍ଲାପାଳ ରଂଜନ କୁମାର ଦାସ ଆହ୍ୱାନ…

କେରଳ ବନ୍ୟା ବିପନ୍ନଙ୍କୁ ସହାୟତା ପାଇଁ ଜିଲ୍ଲାପାଳଙ୍କ ନିବେଦନ ।

ଯାଜପୁର(ଜୟଶଙ୍କର ଦାଶ) କେରଳର ସାମ୍ପ୍ରତ୍ତିକ ବନ୍ୟା ବିତ୍ପାତ  ହୃଦୟ ବିଦାରକ ଓ ଦୁଃଖଦାୟକ ।  ଅନେକ ଲୋକ ମୃତ୍ୟୁବରଣ କରିଥିବା ବେଳେ ଏବେବି ଅନେକ ଅତ୍ୟନ୍ତ ଦୁଃଖ ଓ କଷ୍ଟରେ ଜୀବନ ନିର୍ବାହ  କରୁଚ୍ଥନ୍ତି । ବାସ ନିଶ୍ଚିହ୍ନ ହୋଇଥିବା ବେଳେ ଖାଦ୍ୟ, ପାନୀୟ, ଚିକିତ୍ସା , ବସ୍ତ୍ର ଇତ୍ୟାଦି…

କେବେ ସୁଧୁରିବ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଭାଗ୍ୟ

ବୁଲା ପ୍ରାଣୀଙ୍କ ନିର୍ଭୟ ଆଶ୍ରୟସ୍ଥଳ,ଏହାର ନମୁନା ଯାଜପୁର ରୋଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଯାଜପୁରରୁ ସୁବାଷଚନ୍ଦ୍ର ନାୟକଙ୍କ ରିପୋର୍ଟ (ଶାସକ ପ୍ରଶାସକ) : ଶିଳ୍ପନଗରୀ ଯାଜପୁରର ପ୍ରାଣକେନ୍ଦ୍ର ଯାଜପୁରରୋଡ଼ରେ ଅବସ୍ଥିତ ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ର ବର୍ତ୍ତମାନ ଚରମ ଅବ୍ୟବସ୍ଥା…

ନୈତିକ ଶିକ୍ଷା ଦ୍ୱାରା ବ୍ୟକ୍ତିତ୍ୱର ବିକାଶ ହୋଇଥାଏ-ରାଜଯୋଗୀ ଭଗବାନ ଭାଇଜୀ 

ବ୍ରହ୍ମକୁମାରୀ ରାୟଗଡା ଶାଖାର “ସ୍ୱ ପରିବର୍ତନ ତପସ୍ୱ୍ୟା ଯୋଗ ଭେଟ୍ଟି” କାର୍ଯ୍ୟକ୍ରମ ରାୟଗଡା(ସରୋଜ କୁମାର ସାହୁ) –ରାୟଗଡା ସହରସ୍ଥିତ କୋରାପୁଟ ଛକଠାରେ ଥିବା ବ୍ରହ୍ମକୁମାର ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ,ରାୟଗଡା ଶାଖା ତରଫରୁ ସ୍ଥାନୀୟ କୃଷ୍ଣଚନ୍ଦ୍ର ନଗର ଭବନ ଠାରେ ଆୟୋଜିତ ସ୍ୱ ପରିବର୍ତନ…