Sign in
Sign in
Recover your password.
A password will be e-mailed to you.
ବଲାଙ୍ଗୀର ଜିଲ୍ଲାର ନୂଆ ଜିଲ୍ଲାପାଳ ଭାବେ ଦାଇତ୍ୱ ନେଲେ ଅରିନ୍ଦମ ଡାକୁଆ
ନିରୋଜ ମିଶ୍ର : ବଲାଙ୍ଗୀର ଜିଲ୍ଲାର ନୂଆ ଜିଲ୍ଲାପାଳ ଭାବେ ଯୋଗ ଦେଲେ ଯୁବ ଆଇଏଏସ ଅଫିସର ଅରିନ୍ଦମ ଡାକୁଆ | ଜଣେ ନିର୍ବିବାଦୀୟ ତଥା pro people ଅଫିସର ଭାବେ ଜଣାଶୁଣା ଶ୍ରୀ ଡାକୁଆ ଏହା ପୂର୍ବରୁ ନୟାଗଡ ଜିଲ୍ଲାର ଜିଲ୍ଲାପାଳ ଭାବେ ପାଖାପାଖି ଦୁଇବର୍ଷ କଲା ସଫଳତାର ସହ କାର୍ଯ୍ୟ…
ଆମେ କେଡେ ପାରିବାର : ନଈ କୂଳେ ବସି ଶୋଷିଲା !!!
ଆମର ୪୮୦ କିମି ସମୁଦ୍ର ବେଳାଭୂମି, ତଥାପି ଲୁଣର ଚାହିଦା ମେଣ୍ଟି ପାରୁନି
ବର୍ଷକୁ ଲୁଣ ଦରକାର ୬.୭୦ ଲକ୍ଷ ଟନ୍: ଉତ୍ପାଦନ ହେଉଛି ମାତ୍ର ୩୧୩୫ ଟନ୍
ଭୁବନେଶ୍ୱର: ଓଡ଼ିଶା ପାଇଁ ବାର୍ଷିକ ୬.୭୦ ଲକ୍ଷ ମେଟ୍ରିକ୍ ଟନ୍ ଲୁଣର ଆବଶ୍ୟକତା ଥିବା ବେଳେ ରାଜ୍ୟରେ ବର୍ଷକୁ ଉତ୍ପାଦିତ ହେଉଛି…
୬ ବର୍ଷ ମଧ୍ୟରେ ଓଡ଼ିଶାର କମିଛି ଖଣି ରାଜସ୍ୱ
ଭୁବନେଶ୍ୱର : ଛଅ ବର୍ଷ ମଧ୍ୟରେ ଓଡ଼ିଶାରେ ଖଣି ରାଜସ୍ୱ ବଢ଼ିବା ପରିବର୍ତ୍ତେ କମିଛି । ତେବେ ୨୦୧୮-୧୯ ବର୍ଷରେ ଖଣି ରାଜସ୍ୱ ୭୧୦୦ କୋଟି ଟଙ୍କାକୁ ବଢ଼ାଇବା ପାଇଁ ପ୍ରସ୍ତାବ ରହିଛି । ବିଧାନସଭାରେ ଖଣିମନ୍ତ୍ରୀଙ୍କ ପ୍ରଦତ୍ତ ତଥ୍ୟ ଅନୁଯାୟୀ ୨୦୧୨-୧୩ ବର୍ଷରେ ଓଡ଼ିଶାର ୧୪ଟି ଖଣି…
ଅନେକ ଜନକଲ୍ୟାଣକାରୀ ଯୋଜନା ବନ୍ଦ କରି ରାଜ୍ୟର ଆର୍ଥିକ କ୍ଷତି କରିଛି କେନ୍ଦ୍ର ଏନଡିଏ ସରକାର
ପଞ୍ଚାୟତିରାଜ ଦିବସ ପାଳନକୁ ନେଇ ବିଜେପି ରାଜନୀତି ନକରୁ: ବିଜୟ ନାୟକ
ଭୁବନେଶ୍ୱର(ଚକ୍ରଧର) : ଏପ୍ରିଲ ୨୪ ପଞ୍ଚାୟତିରାଜ ଦିବସ ପାଳନ ପାଇଁ କେନ୍ଦ୍ର ସରକାର ଯେଉଁ ପ୍ରକାରେ ପରାମର୍ଶ ଦେଇଥିଲେ ସେହି ପ୍ରକାରେ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଥିଲା ।…
ବିଶ୍ୱ ମ୍ୟାଲେରିଆ ନିରାକରଣ ଦିବସ ପାଳିତ
ରାୟଗଡ଼ା(ସରୋଜ ସାହୁ) : ସ୍ଥାନୀୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଠାରେ ଜିଲ୍ଲାସ୍ତରୀୟ ବିଶ୍ୱ ମ୍ୟାଲେରିଆ ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ରାୟଗଡ଼ା ଜିଲ୍ଲାପାଳ ଗୁହା ପୁନମ ତାପସ କୁମାର ଯୋଗଦେଇଥିଲେ | ନିଜର ବକ୍ତବ୍ୟରେ ଜିଲ୍ଲାପାଳ କହିଲେ ଯେ, ଜିଲ୍ଲାରେ ମ୍ୟାଲେରିଆ…
ପେଟୁପାଲିରେ ନିଳକଣ୍ଠେଶ୍ବର ମନ୍ଦିର ପ୍ରତିଷ୍ଠା ।
ପଦ୍ମପୁର/ Nila Deep - ସୋହେଲା ବ୍ଳକ ଅନ୍ତର୍ଗତ ଘେଁସ ନିକଟସ୍ଥ ପେଟୁପାଲି ଗ୍ରାମରେ ଶ୍ରୀ ଶ୍ରୀ ନିଳକଣ୍ଠେଶ୍ବର ମହାଦେବ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଆରମ୍ଭ ହୋଇଛି ।ଗତ ରବିବାର ସପ୍ତମୀ ତିଥିରେ କଳସ ଆବାହନ ଓ ମଣ୍ଡପ ଶୋଧନ ହୋଇ ସୋମବାର ତୋରଣ ପୂଜନ,ଦ୍ବାରପୂଜା,ଶସ୍ୟଭିଷେକ,ଯୁପସ୍ନାନ ଓ…
ଦୂରଦୃଷ୍ଟି ସମ୍ପନ୍ନ ବ୍ୟକ୍ତିତ୍ୱ ପାଇଁ ଓଡ଼ିଶାବାସୀଙ୍କ ନିକଟରେ ଚିରସ୍ମରଣୀୟ ହୋଇରହିଛନ୍ତି ପାରଳା ଗଜପତି
ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ୧୨୭ତମ ଜୟନ୍ତୀ
ଗଜପତିରୁ ବାଳକୃଷ୍ଣ ପାଣିଗ୍ରାହୀ : ନବଉତ୍କଳର ନିର୍ମାଣ, ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ମୁଖ୍ୟ କର୍ଣ୍ଣଧାର, ସାହିତ୍ୟାନୁରାଗୀ , ସୁଶାସକ ତଥା ପ୍ରଜାବତ୍ସଳ ମହାରାଜା ତଥା ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ ପାରଳାର ସ୍ୱର୍ଗତ…
ଯୁବ ସମାଜକୁ ସଠିକ ରାସ୍ତା ଦେଖାଇବ “ଗଣେଶ ଚୋର”
ବଲାଙ୍ଗିର(ନିରୋଜ ମିଶ୍ର) - ଆମର ସାମାଜିକ ଜୀବନରେ ପୂଜା, ପର୍ବପର୍ବାଣୀ ଓ ବିଶ୍ୱାସର ଭିତ୍ତିଭୂମି ସଦୃଢ଼ । ଆଜିର ଯୁବ ସମାଜ ସେଇ ବିଶ୍ୱାସ ଉପରେ ନଚାଲି ପଥଭ୍ରଷ୍ଟ ହୋଇଛି । ଏକ ନୂତନ ବିଚାରବୋଧକ ପର୍ଯ୍ୟବେଶିତ କରି ନାଟ୍ୟକାର ତିଆରିଛନ୍ତି ହାସ୍ୟରସ ମାଧ୍ୟମରେ ଏକ ନାଟକ ଗଣେଶଚୋର ।…
୪୦ ବର୍ଷ ତଳେ ଶ୍ରୀଜଗନ୍ନାଥ ମନ୍ଦିରରେ ଥିଲା ୧୨୮ କିଲୋରୁ ଅଧିକ ସୁନା ଓ ୨୨୧ କିଲୋରୁ ଅଧିକ ରୁପା ସାମଗ୍ରୀ
ଭୁବନେଶ୍ୱର, ୨୬ା୦୪: ଚାଳିଶି ବର୍ଷ ତଳେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ରତ୍ନଭଣ୍ଡାର ଖୋଲାଯାଇ ପ୍ରସ୍ତୁତ କରାଯାଇଥିବା ତାଲିକା ମୁତାବକ ଏଠାରେ ୧୨,୮୩୧ ଭରିରୁ ଅଧିକ ସୁନା ଓ ୨୨,୧୫୩ ଭରିରୁ ଅଧିକ ରୁପା ସାମଗ୍ରୀ ଥିଲା । ତେବେ ଏହି ପୁରୁଣା ତାଲିକା ମୁତାବକ କେତେ ମୂଲ୍ୟର ରତ୍ନ ଅଳଙ୍କାର…
୧୦ ବର୍ଷ ଧରି ଶୀତଳ ଭଣ୍ଡାରରେ ପଡ଼ିଛି ଆଞ୍ଚଳିକ ବୈଷମ୍ୟ ତଦନ୍ତ କମିଶନ ରିପୋର୍ଟ
ଭୁବନେଶ୍ୱର, ୨୬ା୦୪: ରାଜ୍ୟରେ ଲାଗି ରହିଥିବା ଆଞ୍ଚଳିକ ବୈଷମ୍ୟ ସମସ୍ୟାର କାରଣ ଖୋଜିବା ସହ ଏହାର ନିରାକରଣ ପାଇଁ ଜଷ୍ଟିସ୍ ଏସ୍.କେ ମହାନ୍ତିଙ୍କ ଅଧ୍ୟକ୍ଷତାରେ ବସାଯାଇଥିବା କମିଶନଙ୍କ ରିପୋର୍ଟ ୧୦ ବର୍ଷ ଧରି କାର୍ଯ୍ୟକାରୀ ହୋଇନାହିଁ । କମିଶନଙ୍କ ରିପୋର୍ଟର ତର୍ଜମା ଲାଗି ବସାଯାଇଥିବା…