ଟାଟା କମ୍ପlନି ଅଧୀନରେ ଠିକା ସଂଥା  ଅଟୱାଲର ଜଣେ କର୍ମଚାରୀ ମୃତ 

0

ଯାଜପୁର ସୁବାଷ ନାୟକଙ୍କ ସହିତ କାଳିଆ  ପାଣିରୁ  ଦୟାନିଧି ମହାନ୍ତ: .ଆଜି ଅପରାହ୍ନ 4ଘଟିକା ସମୟରେ ସୁକିନ୍ଦା ଖଣିଅଂଚଳର ଥିବା ଟାଟା କମ୍ପlନି ଅଧୀନରେ ଠିକା ସଂଥା  ଅଟୱାଲର ଜଣେ କର୍ମଚାରୀ ରବୀନ୍ଦ୍ର  କୁମାର ରାଉତ ଘର ଯାଜପୁର ଟାଉନ ଅଂଚଳର  ସେ ଉକ୍ତ କମ୍ପiନୀ ର ଇଂଜିନି ମେକାନିକ ଭାବେ କାମ କରିଆସୁଥୁଲେ କାମ କରୁଥୁବା ସମୟରେ    ଅଚାନକ ତଳେ ପଡି ଯିବାରୁ ଗୁରୁତର ହୋଇ ମେଡିକାଲ ରେ ଭର୍ତି ହୋଇଥିଲେ l ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇ ଥିବାର ଡାକ୍ତର ପୁଷ୍ଟି ପ୍ରକାଶ କରିଛନ୍ତି 

Leave A Reply

Your email address will not be published.