ମଦନ ହେଲେ ବିଜେପି କୃଷକ ମୋର୍ଚ୍ଚାର ଜାତୀୟ ସଂଯୋଜକ

0

ଭୁବନେଶ୍ୱର  : ବିଜେପି ଭୁବନେଶ୍ୱରର ପୂର୍ବତନ ଯୁବ ମୋର୍ଚ୍ଚା ସଭାପତି ମଦନ ମୋହନ  ପ୍ରଧାନ ବିଜେପି କୃଷକ ମୋର୍ଚ୍ଚାର   ଜାତୀୟ ସଂଯୋଜକ ନିଯୁକ୍ତି ହୋଇଛନ୍ତି । ସେହିପରି କୃଷକ ମୋର୍ଚ୍ଚାର ଜାତୀୟ ସମ୍ପାଦକ ଭାବେ ଓଡ଼ିଶାରୁ ରାମଚନ୍ଦ୍ର ପାତ୍ର, କାର୍ଯ୍ୟକାରୀଣି ସଦସ୍ୟ ଭାବେ ଡ଼ ବିଶ୍ୱନାଥ ପଟ୍ଟନାୟକଙ୍କୁ ମନୋନୀତ  ହୋଇଛନ୍ତି । ମଦନଙ୍କୁ ଏହି ନିଯୁକ୍ତି ଫଳରେ ଏକାମ୍ର ନିର୍ବାଚନରେ ଦଳ ଅଧିକ ମଜବୁତ ହେବ ବୋଲି କୁହାଯାଇଛି । ଦଳର ନେତା ଅମିୟ ଦାଶ ଓ ଦଳ ପକ୍ଷରୁ ମେସାନଙ୍କୁ ଶୁଭେଚ୍ଛା ଜଣାଯାଇଛି । 

Leave A Reply

Your email address will not be published.