ମୋ ସ୍କୁଲ କାର୍ଯ୍ୟକ୍ରମ, ଶିକ୍ଷାନୁଷ୍ଠାନ ସହ ସଂପର୍କକୁ ସୁଦୃଢ କରିବ: ଜିଲ୍ଲାପାଳ 

ଯାଜପୁର(ଜୟଶଙ୍କର ଦାଶ)  : ବିଦ୍ୟାଳୟ ସହ ସଂପର୍କକୁ ସୁଦୃଢ କରିବାରେ ମୋ ସ୍କୁଲ କାର୍ଯ୍ୟକ୍ରମ ଏକ ବଳିଷ୍ଠ ମାଧ୍ୟମ ହୋଇପାରିବ ବୋଲି  ଜିଲ୍ଲାପାଳ  ରଂଜନ କୁର ଦାସ ମତବ୍ୟକ୍ତ କରିଚ୍ଥନ୍ତି ।  ସୋମବାର ପୂର୍ବାହ୍ନରେ ଗୈାତମ ବୁଦ୍ଧ ସଂସ୍କୃତି ଭବନ ପରିସରରେ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ…

ଆଦିତ୍ୟ ବାହିନୀର ଉତ୍ତର ବିଭାଗ କର୍ମକର୍ତ୍ତା ବୈଠକ

 ଆଧ୍ୟାତ୍ମିକ ଜାଗରଣ ଯାତ୍ରା ଓ ସାଙ୍ଗଠନିକ ସୁଦୃଢ଼ତା ଉପରେ ଆଲୋଚନା ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ସହରର ତକତପୁରଠାରେ ଆଦିତ୍ୟ ବାହିନୀର ଉତ୍ତର ବିଭାଗ କର୍ମକର୍ତ୍ତା ବୈଠକ ସଙ୍ଗଠନର ସଚିବ ଡ଼ଃ ଆଦିତ୍ୟ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ  ହୋଇଥିଲା । କାର୍ଯ୍ୟକ୍ରମର…

  ଭେଉଁରିଆ ଚମ୍ପିୟାନ, ବୁଡେନ ଉପ ବିଜେତା 

ଷଷ୍ଠ ସ୍ବର୍ଗତ ପ୍ରେମାନନ୍ଦ ସିଂ ବରିହା ସ୍ମାରକୀ ରାତ୍ରକାଳିନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ  ପଦ୍ମପୁର(Nila Deep) -ସ୍ଥାନୀୟ ରାଜବୋରାସମ୍ବର ହାଇସ୍କୁଲ ଖେଲ ପଡିଆରେ ନେହରୁ ସ୍ପୋର୍ଟିଙ୍ଗ ଆନୁକୂଲ୍ୟରେ ଦୀର୍ଘ ତିନି ଦିନ ଧରି ଚାଲିଥିବା ଷଷ୍ଠ ସ୍ବର୍ଗତ ପ୍ରେମାନନ୍ଦ ସିଂ ବରିହା…

ପଦ୍ମପୁରକୁ  ରେଳ ଲାଇନ ସଂଯୋଗ ନିମନ୍ତେ କେନ୍ଦ୍ରର ପ୍ରସ୍ତାବ

କୃତଜ୍ଞତା ଜଣାଇଲା  ପଦ୍ମପୁର ନଗର ଯୁବ ମୋର୍ଚ୍ଚା ପଦ୍ମପୁର ରୁ ନୀଳ ଦୀପ :ବରଗଡ଼ ଜିଲ୍ଲାର ଚିର ଅବହେଳିତ, ମରୁଡ଼ି ପ୍ରପିଡ଼ିତ ପଦ୍ମପୁର ଉପଖଣ୍ଡ କୁ ବରଗଡ଼ ନୂଆପଡ଼ା ରେକ ଲାଇନ ସଂଯୋଗ କରିବା କେନ୍ଦ୍ରର ପ୍ରସ୍ତାବକୁ ଧନ୍ୟବାଦ ଦିଆଯାଇଛି । ଭାରତୀୟ ଜନତା ପାର୍ଟି ପଦ୍ମପୁର ନଗର ଯୁବ…

ଜିଲ୍ଲା ଲେଖକ ପରିଷଦ ତରଫରୁ ଜୁନ୍ ୩ ରେ ବହୁଭାଷୀ  କବିତା ଉତ୍ସବ 

  ବଲାଙ୍ଗିର -(ନିରୋଜ ମିଶ୍ର) -  ଆସନ୍ତା ଜୁନ ମାସ ୩ ତାରିଖ ରବିବାର ଦିନ ପୂର୍ବାହ୍ନ ୯ ଘଣ୍ଟା ସମୟରୁ ବଲାଙ୍ଗିର ସହରର ଉପକଣ୍ଠସ୍ଥ ପଥରଚେପା “ପଞ୍ଚବଟୀ” ଅରୁଣ ମିଶ୍ରଙ୍କ ପାଟଣାଗଡ ରୋଡ ସ୍ଥିତ ଆମ୍ବ ବଗିଚା ଠାରେ ଜିଲ୍ଲା ଲେଖକ ପରିଷଦ, ବଲାଙ୍ଗିର ଆନୁକୁଲ୍ୟରେ ପଶ୍ଚିମ ଓଡିଶାର ଶତାଧିକ…

ମହାନଦୀ ମହସଂଗ୍ରାମର ଉଦଯାପନୀ ସଭା ପାରାଦୀପରେ

୨୫ରେ ମୁଖ୍ୟମନ୍ତ୍ରୀଙ୍କ ଆଗମନକୁ ନେଇ ଦାମଙ୍କ ନେତୃତ୍ୱରେ ବ୍ୟାପକ ପ୍ରସ୍ତୁତି ପାରାଦୀପ /Upendra Guru :  ମହାନଦୀ ପାଇଁ ଗତ ୧୬ତାରିଖ ଠାରୁ ଆରମ୍ଭ ହୋଇଥିବା ମହାସଂଗ୍ରାମ ଆସନ୍ତା ୨୫ତାରିଖରେ ଏହାର ଉଦଯାପନୀ ସଭା ପାରାଦୀପର ବିଜୁ ମଇଦାନ ଠାରେ ଅନୁଷ୍ଠିତ ହେବ ବୋଲି ପାରାଦୀପ ବିଜୁ…

“ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭଲ, ହେଲେ ବ୍ୟୁରୋକ୍ରାଟ ତାଙ୍କ  କାନରେ ଭଲ ମନ୍ଦ ପକାଉନାହାନ୍ତି” 

ଅଭିଯୋଗ ଆଣିଲା ବିଜେପି ନେତୃତ୍ୱାଧୀନ ପରିଚାଳନା ପରିଷଦ, ଟାର୍ଗେଟ ସଚିବାଳୟର  ଥାର୍ଡ଼ ଫ୍ଲୋର  ବାରିପଦା ଆର୍ବାନ ବ୍ୟାଙ୍କ ଲିକ୍ୟୁଇଡେଟ  ପ୍ରସଙ୍ଗ   ମୁଖ୍ୟମନ୍ତ୍ରୀ ନବୀନ ଭଲ, କିନ୍ତୁ ତୃତୀୟ ମହଲା ସମ୍ଭାଳୁଥିବା  ବ୍ୟୁରୋକ୍ରାଟ  ବାରିପଦା ଆର୍ବାନ ବ୍ୟାଙ୍କ ବିଷୟରେ ମୁଖ୍ୟମନ୍ତ୍ରୀ…

ମହାନଦୀ ସୁରକ୍ଷା ଅଭିଯାନ : କଟକ ଗଡ଼ଗଡେ଼ଶ୍ୱର ଘାଟରେ ଜଳ ଆଳତି

ଭୁବନେଶ୍ୱର: ଝାରସୁଗୁଡ଼ା ଜିଲ୍ଲାର ସୁଖାଶୋଡ଼ା ଏବଂ ବରଗଡ଼ ଜିଲ୍ଲାର ଚିଖଲି ଠାରୁ ବିଜୁ ଜନତା ଦଳର ଦ୍ୱିତୀୟ ପର୍ଯ୍ୟାୟ ମହାନଦୀ ମହାସଂଗ୍ରାମ ଦଳର ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଶୁଭାରମ୍ଭ ହୋଇଥିବା ମହାନଦୀ ସୁରକ୍ଷା ଅଭିଯାନ ଯାତ୍ରା ଆଜି ପଞ୍ଚମ…

+୨ ବିଜ୍ଞାନରେ କିସ୍‍ର ସଫଳତା: ପାସ୍‍ ହାର ହେଉଛି ୮୨ ପ୍ରତିଶତ

  ଭୁବନେଶ୍ୱର : ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଚଳିତବର୍ଷର +୨ ବିଜ୍ଞାନ ଫଳା ଶନିବାର ପ୍ରକାଶ ପାଇଛି । ଏଥିରେ କଳିଙ୍ଗ ଇନ୍‍ଷ୍ଟିଚୁ୍ୟଟ୍‍ ଅଫ୍‍ ସୋସିଆଲ୍‍ ସାଇନ୍‍ସେସ୍‍ (କିସ୍‍)ର ଛାତ୍ରଛାତ୍ରୀମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି । ସମଗ୍ର ଓଡ଼ିଶାରେ +୨…

ଯାଜପୁର ରୋଡ଼ ବିଭିନ୍ନ କଲେଜରେ +୨ ବିଜ୍ଞାନ ପରୀକ୍ଷା ଫଳ

ଯାଜପୁର ରୋଡ(ଜୟଶଙ୍କର ଦାଶ/ ବିଶ୍ୱଜିତ ମାଝି) -  ଯାଜପୁର ରୋଡ ଆଖପାଖ ଅଂଚଳରେ ଥିବା +୨ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଛି । ବ୍ୟାସନଗର ସ୍ୱୟଂଶାସିତ ମହାବିଦ୍ୟାଳୟରେ ମୋଟ ୨୫୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ପ୍ରଥମ ଶ୍ରେଣୀରେ ୧୧୦ ଜଣ, ୨ୟ ସ୍ଥାନରେ ୬୦ ଜଣ ଓ…