ଛୋଟ ଛୋଟ ପିଲାଙ୍କ ଦ୍ୱାରା ଗଣେଶ ପୂଜାର ପାଳନ କଳା ସାହିତ୍ୟ ସଂସ୍କୃତି By SPNEWS On Sep 13, 2018 0 Share ରାୟଗଡରୁ ସରୋଜ କୁମାର ସାହୁ : ରାୟଗଡ ରାଣୀଗୁଡା ସ୍ଥିତ ପୁରୁଣା ଆଇ ଟି ଆଇ ସାହିରେ ଛୋଟ ଛୋଟ ପିଲା ମାନେ ଗଣେଶ ପୂଜାର ଆୟୋଜନ କରିଛନ୍ତି। ଏହି ପୂଜାରେ ସାହିର କେ. ଛାୟାଶ୍ରୀ, ଏ. ହୀତେଷ୍, ଲଳିତ ସାହୁ, ଅମୃତା ସାହୁ, ଏ. ପୁଜିତା, ରୂପାଲୀ ଜେନା, ରୋହିତ ଜେନା, ନିକି, ଜ୍ୟୋତି, ବାବୁ, ସୋନି, ରୀତା ଓ ସରୋଜ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। 0 Share FacebookTwitterGoogle+ReddItWhatsAppPinterestEmail