Sign in
Sign in
Recover your password.
A password will be e-mailed to you.
ଆଇବିସିଏସରେ “ଉତମ ଶୈଳୀ, ଉତମ ଜୀବନ”ଉପରେ ଏକ ଆଲୋଚନା ଚକ୍ର : ଯୋଗ ମାନସିକ ଚାପକୁ ଦୂରେଇଥାଏ
ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ଅଧିନସ୍ଥ ଇନଷ୍ଟିଚ୍ୟୁଟ ଅଫ୍ ବିଜିନେସ୍ ଆଣ୍ଡ କମ୍ପୁଟର ଷ୍ଟଡିଜରେ ଗୁରୁବାର ଦିନ “ଉତମ ଶୈଳୀ, ଉତମ ଜୀବନ”ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନାରେ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ଲୋକସମ୍ପର୍କ ମୁଖ୍ୟ ଶ୍ରୀମତି…
ଦଳିତମାନଙ୍କ ଉପରେ ହେଉଥିବା ଅତ୍ୟାଚାରର ପ୍ରତିବାଦ କଲା ବିଜେଡି : ରାଷ୍ଟ୍ରପତିଙ୍କୁ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ଦେଲା…
ଭୁବନେଶ୍ୱରରୁ ଗୋବିନ୍ଦ ପଣ୍ଡା : ରାଷ୍ଟ୍ରପତିଙ୍କ ଉଦେ୍ଧଶ୍ୟରେ ରାଜ୍ୟପାଳଙ୍କୁ ଉତର ପ୍ରଦେଶ ଓ ଗୁଜୁରାଟରେ ଦଳିତମାନଙ୍କ ପ୍ରତି ହେଉଥିବା ଅତ୍ୟାଚାରକୁ ନିନ୍ଦା କରିବା ସହ ଅଭିଯୁକ୍ତମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାବିରେ ବିଜୁ ଜନତା ଦଳ ଦଳିତ(ଏସସି) ସେଲ…
ବାରିପଦା ପୌରପରିଷଦ : ସଂକୁଚିତ ସରକାରୀ ଜମି, ପେଟ ଫୁଲାଇ ଚାଲିଛନ୍ତି ଜବରଦଖଲକାରୀ
ବାରିପଦାରୁ ଦିଲ୍ଲୀପ ମହାନ୍ତି - ମୟୂରଭଞ୍ଜ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ୧୯୦୫ରେ ପ୍ରତିଷ୍ଠା କରିଥିଲେ ବାରିପଦା ପୌରପରିଷଦ । ପୌରବାସୀଙ୍କୁ ଅତ୍ୟାଧୁନିକ ସୁବିଧାସୁଯୋଗ ଯୋଗାଇ ଦେବା ମୂଳ ଉଦ୍ଦେଶ ରହିଥିଲା । ୧୯୪୯ ଜାନୁଆରୀ ୧ରେ ମୟୂରଭଞ୍ଜ ଓଡ଼ିଶା ପ୍ରଦେଶ ସହିତ ମିଶ୍ରଣ ଓ ୨ରେ…
ଏନଏସୟୁଆଇ ଓଡିଶା ସଂଗଠଣ ସବୁ କମିଟି ଭଙ୍ଗ !!!!!!
ଛାତ୍ର କଂଗ୍ରେସ(ଏନଏସୟୁଆଇ) ଜାତୀୟ ସଭାପତିଙ୍କ ନିର୍ଦେଶ କ୍ରମେ ଓଡିଶା ଛାତ୍ର କଂଗ୍ରେସ(ଏନଏସୟୁଆଇ) ରାଜ୍ୟ, ଜିଲ୍ଲା ଓ ଆସେମ୍ବ୍ଲି କମିଟିକୁ ତତ୍କାଳ ଭଙ୍ଗ କରାଯାଇଛି ଓ ଛାତ୍ର କଂଗ୍ରେସ ସଙ୍ଗଠନକୁ ମଜଭୂତ କରିବା ଲାଗି ସଂଗଠନ ପକ୍ଷରୁ ସଦସ୍ୟ ସଂଗ୍ରହ ସଙ୍ଗଠନକୁ ବ୍ୟାପକ ଭାବେ କରାଯିବ…
୪ବର୍ଷ ପରେ ପୁଣି ଏବର୍ଷ ହେବ ଗଜପତି ମହୋତ୍ସବ , ଜିଲ୍ଲାପାଳଙ୍କ ଉଦ୍ୟମକୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା
ଗଜପତିରୁ ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ଗ୍ରାମୀଣ ଆତ୍ମନିଯୁକ୍ତି ତାଲିମ କେନ୍ଦ୍ରଠାରେ ଗଜପତି ଉତ୍ସବ ୨୦୧୩ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଧ୍ରୁବଚରଣ ପାଣ୍ଡେ,ମୋହନା…
କର୍ମକ୍ଷେତ୍ରରେ ମହିଳାମାନଙ୍କ ଉପରେ ଯୌନ ନିର୍ଯାତନା ଆଇନ ୨୦୧୩ ସମ୍ବଧରେ କର୍ମଶାଳା ଅନୁଷ୍ଠିତ।
ଭୁବନେଶ୍ୱରରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା : ଓଡ଼ିଶା ରାଜ୍ୟ ମହିଳା ଆୟୋଗ ଦ୍ୱାରା ଭୁବନେଶ୍ୱର ଠାରେ ସାର୍ବଜନୀନ ଉଦ୍ୟୋଗ ଓ ମିଳିତ ଉଦ୍ୟୋଗଗୁଡିକର ଆଭ୍ୟନ୍ତରୀଣ ଅଭିଯୋଗ କମିଟିର ସଭ୍ୟ ସଭ୍ୟାଙ୍କ ପାଇଁ କର୍ମ କ୍ଷେତ୍ରରେ ମହିଲମାନଙ୍କ ଯୌନ ନିର୍ଯାତନା ଆଇନ ୨୦୧୩ ସମ୍ବନ୍ଧରେ ଏକ କର୍ମଶାଳା…
ଶାସକ ଶାସିତର ଭାଷା ନଜାଣିବା ଲଜ୍ୟାଜନକ-ବିଜେପି
ଭୁବନେଶ୍ୱରରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା) ଭାରତ ବର୍ଷରେ ଏଭଳି କୌଣସି ରାଜ୍ୟ ନାହିଁ ଯେଉଁଠାରେ ଶାସକ ଶାସିତର ଭାଷା ଜାଣେନାହିଁ।ଖାଲି ଭାରତ ନୁହେଁ ସମଗ୍ର ପୃଥିବୀରେ ମଧ୍ୟ ଏଭଳି ଦୃଷ୍ଟାନ୍ତ ନାହିଁ।ଆମ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ କାହିଁକି ଓଡ଼ିଆ ଜାଣିନାହାନ୍ତି ପଚାରିଲେ ,ତାଙ୍କ ଦଳ ତରଫରୁ…
ଅଙ୍ଗନୱାଡ଼ି କର୍ମୀ ଓ ସଭାପତିଙ୍କ ଦରମା ବିଲ କରିବା ନିମନ୍ତେ ହଜାରେ ଟଙ୍କା ଲାଂଚ ନେବା ବେଳେ ଭିଜିଲାନ୍ସ ଟ୍ରାପ…
ବାରିପଦାରୁ ଦିଲ୍ଲୀପ ମହାନ୍ତି - ଅଙ୍ଗନୱାଡ଼ି କର୍ମୀ ଓ ସଭାପତିଙ୍କ ଦରମା ବିଲ କରିବା ନିମନ୍ତେ ହଜାରେ ଟଙ୍କା ଲାଂଚ ନେବା ବେଳେ ଭିଜିଲାନ୍ସ ଟ୍ରାପ ମାମଲାର ବିଚାର କରି ବାରିପଦା ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଜଜ୍ ତାରା ପ୍ରସାଦ ରଥ ଅଭିଯୁକ୍ତ ସିଡ଼ିପିଓ ତଥା ବାରିପଦା ସହରର…
ବେଆଇନ୍ ଚିଙ୍ଗୁଡ଼ିଘେରୀ ଉଚ୍ଛେଦରେ ପ୍ରଶାସନିକ ଅବହେଳା , ରେମୁଣା ବିଧାୟକଙ୍କ ଅନଶନ
ବାଲେଶ୍ୱର: ଗ୍ରାମ୍ୟ ଜଙ୍ଗଲ ଓ ଗୋଚର ଜମିରେ ହୋଇଥିବା ବେଆଇନ୍ ଚିଙ୍ଗୁଡ଼ିଘେରୀ ଉଚ୍ଛେଦରେ ପ୍ରଶାସନିକ ଅବହେଳା ପ୍ରତିବାଦରେ ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ ନିଜର ସହଯୋଗୀ ଓ ସମର୍ଥକଙ୍କ ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନରେ ବସିଥିଲେ । ସଦର ବ୍ଲକ ଅନ୍ତର୍ଗତ…
ବିଜେପି ନେତାଙ୍କୁ ଦାମଙ୍କ ଆହ୍ଵାନ : ବିତର୍କ ପୂର୍ବରୁ ରାଜ୍ୟବାସୀଙ୍କ ପାଖରେ ଜବାବ ରଖୁ ବିଜେପି
ବିଜେପି ନେତା ମାନେ ଭାଷଣ ବାଜି ନକରି ବିକାଶ ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ବିତର୍କ କରିବା ପୂର୍ବରୁ ମୋର ପ୍ରଶ୍ନର ଜବାବ ରାଜ୍ୟବାସୀଙ୍କ ପାଖରେ ରଖନ୍ତୁ ବୋଲି ଆହ୍ବାନ ଦେଇଛନ୍ତି ବଇଁ ଜନତା ଦଳର ସର୍ବ ବରିଷ୍ଠ ନେତା ତଥା ମନ୍ତ୍ରୀ ଡା ଦାମୋଦର ରାଉତ ।
ଡା ରାଉତ…