ତେଲ ଦର ବଢୁଛି , ବସଭଡା ବଢ଼ିଲା 

0

ଭୁବନେଶ୍ୱର : ତୈଳଦର ଲଗାତାର ବଢୁଥିବା ବେଳେ ବାସ ଭଡା ବି ବଢିଛି | ଅର୍ଡିନାରି ବସଭଡା କିମି ୭୦ପଇସାରୁ ୭୨ ପଇସାକୁ ବଢିଛି | ସେହିପରି ଏକ୍ସପ୍ରେସ ବସଭଡା ୭୩ ପଇସାରୁ ୭୫ ପଇସା, ଡିଲକ୍ସ ୧୦୧ ପଇସାରୁ ୧୦୫ ପଇସା ଏବଂ ଏସି ଡିଲକ୍ସ ୧୨୩ ପଇସାରୁ ୧୨୭ ପଇସାକୁ ବୃଦ୍ଧି ପାଉଛି ବୋଲି ପରିବହନ କମିଶନରଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶିତ ବିଜ୍ଞପ୍ତିରୁ ଜଣାପଡିଛି | 

 

 

Leave A Reply

Your email address will not be published.