Sign in
Sign in
Recover your password.
A password will be e-mailed to you.
ଅଙ୍ଗ ବନ୍ଧ ଜଳ ସେଚନ ଯୋଜନା ନିର୍ମାଣ କାମ ହେବ ତ୍ବରାନ୍ବିତ
ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜଳସମ୍ପଦ ପ୍ରମୁଖ ସଚିବ ଦେଲେ ପ୍ରତିଶ୍ରୁତି
ପଦ୍ମପୁର/Nila Deep - ମଙ୍ଗଳବାର ତାରିଖ ୨୯/୦୫/୨୦୧୮ ଅପରାହ୍ନରେ ରାଜୀବ ଭବନ ସ୍ଥିତ ଜଳ ସଂପଦ ବିଭାଗର ପ୍ରମୁଖ ଶାସନ ସଚିବଙ୍କ କକ୍ଷରେ ଅଙ୍ଗ ବନ୍ଧ ଜଳ ସେଚନ ଯୋଜନା ନିର୍ମାଣ ପାଇଁ ବୈଠକ…
ଚଳିତବର୍ଷ ମଧ୍ୟ ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ବାଜିମାତ୍
ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟ ଯୁକ୍ତ ୩ ପରୀକ୍ଷା ଫଳ ପ୍ରକାଶିତ
ବାରିପଦା(ଦିଲ୍ଲୀପ ମହାନ୍ତି )-ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟର +୩ ପରୀକ୍ଷା ଫଳ ପ୍ରକାଶ ପାଇଛି । ଚଳିତବର୍ଷ ମଧ୍ୟ ଛାତ୍ରୀମାନେ ଛାତ୍ରଙ୍କୁ ପଛରେ ପକାଇ ସର୍ବାଧିକ ସ୍ଥାନ ଅଧିକାର କରିଛନ୍ତି । +୩ ଶେଷ ବର୍ଷ କଳା, ବିଜ୍ଞାନ…
ମହାକାଳପଡ଼ା ପାଇଁ ୨୦୦ କୋଟିର ପାନୀୟ ଜଳ ପ୍ରକଳ୍ପ ମଞ୍ଜୁର
ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ଜନପ୍ରତିନିଧି
ଭୁବନେଶ୍ୱର: ମହାକାଳପଡ଼ା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମହାକାଳପଡ଼ା ଓ ମାର୍ଶାଘାଇ ବ୍ଲକର ଜନସାଧାରଣଙ୍କ ପାଇଁ ୨୦୦ କୋଟିରୁ ଊଦ୍ଧ୍ୱର୍ ଟଙ୍କାର ଏକ ବୃହତ ପାନୀୟ ଜଳ ପ୍ରକଳ୍ପ ରାଜ୍ୟ ସରକାର ମଞ୍ଜୁର କରିଛନ୍ତି । ଏଥିପାଇଁ ଏହି ଦୁଇଟି…
ଶାଳୀନତା ଆଉ ଶିଷ୍ଟାଚାର ଭୁଲି ଅହଂକାର ଓ ଔଦ୍ଧତ୍ୟ ଦେଖାଉଛନ୍ତି ଧର୍ମେନ୍ଦ୍ର : ବିଜୟ
"ଏହା ବୋଧ ହୁଏ ତାଙ୍କ ଶିକ୍ଷା, ଦୀକ୍ଷା ଆଉ ସଂସ୍କାର"
ଭୁବନେଶ୍ୱର,: ପୂର୍ବରୁ କୌଣସି ମନ୍ତ୍ରୀ ନିଜକୁ ଏତେ ନୀଚ ସ୍ତରକୁ ନେଇ ରାଜ୍ୟ ସରକାରଙ୍କ ଅଧିକାରୀଙ୍କୁ ଏପରି ସମାଲୋଚନା କରିନାହାନ୍ତି, ଯାହାକି ଅପାରଗ କେନ୍ଦ୍ର ତୈଳ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଦର୍ଶନ କରିଛନ୍ତ | ଓଡ଼ିଶା…
କଣ୍ଟାମାଳ ଓ ହରଭଙ୍ଗା ବ୍ଲକ ରେ ତୈଳଦର ବୃଦ୍ଧି ପାଇଁ ଗର୍ଜିଲେ ବିଜେଡି
କଣ୍ଟାମାଳ,ବୌଦ୍ଧ (ବଂଶିଧର ମାଝୀ/ସିମୁନ୍ ନାଏକ) ଆନ୍ତର୍ଜାତିକ ବଜାରରେ ତୈଳଦର ଏବଂ ଭାରତୀୟ ବଜାରରେ ପେଟୋ୍ରଲିୟମ ପଦାର୍ଥର ଦର ମଧ୍ୟରେ ଅତ୍ୟଧିକ ତାରତମ୍ୟ ଲକ୍ଷ୍ୟ କରାଯିବା ସହିତ ଉପଭୋକ୍ତା ଉପରେ ଖୁବ ଆର୍ଥିକ ବୋଝ ପଡୁଥିବାରୁ ଦେଶ ବ୍ୟାପୀ ଏହା ଆଲୋଚନାର ବିଷୟବସ୍ତୁ ହୋଇଛି । ଏ…
ଗଞ୍ଜେଇ ବ୍ୟବସାୟର ଭୂସ୍ୱର୍ଗ : ଘଂଟାପଡା ଫାଣ୍ଡି କେବେ ହେବ ଥାନା ?
କଂଟାମାଳ , ବୌଦ୍ଧ(ବଂଶିଧର ମାଝୀ/ସିମୁନ୍ ନାଏକ) ; ବୌଦ୍ଧ ଜିଲ୍ଲାର ଶେଷ ସୀମାରେ ରହିଛି ଘଂଟାପଡା ଯାହା ଏକ ବିଚିତ୍ର ଭୌଗଳିକ ସ୍ଥତି ମଧ୍ୟରେ ଅବସ୍ଥିତ । ଘଂଟାପଡା ଅଂଚଳର ପଶ୍ଚିମରେ ଚିରତ୍ସୋତା ତେଲନଦୀ ସହ ଯୋଡି ହୋଇଛି ଉଭୟ ସୁବର୍ଣ୍ଣପୁର ଏବଂ ବଲାଙ୍ଗୀରର ପରିସୀମା । ସେହିପରି ଦକ୍ଷିଣରେ…
ଓଡ଼ିଶାର ଗୀତାଞ୍ଜଳି ସମଗ୍ର ଦେଶ ପାଇଁ ଉଦାହରଣ : ଜାତୀୟ କନକ୍ଳେଭରେ ଉଚ୍ଚ ପ୍ରଶଂସିତ
ଭୁବନେଶ୍ୱର : ଓଡ଼ିଶାର ଗୀତାଞ୍ଜଳି ସମଗ୍ର ଦେଶ ପାଇଁ ଉଦାହରଣ ପାଲଟିଛନ୍ତି । ୨୦୧୮ ମସିହା ମେ ୨୮ ତାରିଖ ଦିନ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହୋଇଥିବା the ‘Niine Movement’s Menstrual Awareness Conclaveରେ ଓଡ଼ିଶାର ଢେ଼ଙ୍କାନାଳ ଜିଲ୍ଲାର କପିଳାସ ବାଳିକା ଉଚ୍ଚବିଦ୍ୟାଳୟର ଦଶମ…
କେନ୍ଦ୍ରର କ୍ରମାଗତ ତୈଳଦର ବୄଦ୍ଧି ବିରୋଧରେ ବିଜେଡି ପକ୍ଷରୁ ଜନଜାଗରଣ ସମାବେଶ
ପଦ୍ମପୁର/ନୀଳ ଦୀପ - ବାରମ୍ବାର ତୈଳ ଦର ବୃଦ୍ଧି ତଥା ବିଭିନ୍ନ ଜିନିଷର ଦରଦାମ ବୃଦ୍ଧି ପାଇବାରେ ଲାଗିଛି ।ଯାହାର ଫଳ ସ୍ବରୂପ ସାଧାରଣ ଜନତା ଅସୁବିଧା ଭୋଗ କରୁଛନ୍ତି ।୨୦୧୪ ମସିହାରୁ ଆଜି ପର୍ଯ୍ୟନ୍ତ କ୍ରମାଗତ ଭାବରେ ତୈଳଦର ବୄଦ୍ଧି ହେବାରେ ଲାଗିଛି ।ଏହି ତୈଳଦର ବୄଦ୍ଧି ପ୍ରତିବାଦରେ…
ଧର୍ମେନ୍ଦ୍ର : କହିଁ ପେ ନିଗାହେଁ କହିଁ ପେ ନିଶାନା
ତୃତୀୟ ମହଲାକୁ ଟାର୍ଗେଟ. ଅଫିସର ମୀନା ବାହାନା
Bhubaneswar : ମଉକା ପାଇବା ମାନେ ରାଜ୍ୟ ସରକାରଙ୍କୁ ଖାସ କରି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ପାଣ୍ଡିଆନଙ୍କୁ ସମାଲୋଚନା କରିବାକୁ ଭୁଲୁ ନାହାନ୍ତି | ସତେ ଯେମିତି ଧର୍ମେନ୍ଦ୍ର ଥାର୍ଡ଼ ଫ୍ଲୋରରେ ପହଂଚିବା ପାଇଁ ପାଣ୍ଡିଆନ ହିଁ …
ବାଚସ୍ପତି ଙ୍କ ନିର୍ବାଚନ ମଣ୍ଡଳିରେ ସ୍ୱାସ୍ଥ୍ୟସେବା ଅସ୍ୱାସ୍ଥ୍ୟକର
ସମସ୍ୟା ଘେରରେ ଉବୁଟୁବୁ ପୁରୁଣାକଟକ ସ୍ୱାସ୍ଥ୍ୟକେନ୍ଦ୍ର
ଅଂଶୁଘାତ କୋଠରୀ କାହା ପାଇଁ, ବେଡରେ ବେଡସିଟ ପଡିବ କେବେ
ହରଭଙ୍ଗା, ବୌଦ୍ଧ (ସିମୁନ୍ ନାଏକ) ; ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ର ଜନସାଧାରଣ ସ୍ୱାସ୍ଥ୍ୟ ସେବା ପାଇଁ ମୁଖ୍ୟତ ନିର୍ଭର କରୁଥିବା ପୁରୁଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ…