Sign in
Sign in
Recover your password.
A password will be e-mailed to you.
ମହାନଦୀରେ ଜଳପ୍ରବାହ ୫୦% କମି ଯାଇଛି , ନଦୀ କୂଳେ କୂଳେ ସୃଷ୍ଟି ହେବ ୫୦୦ କିମି ଜଙ୍ଗଲ
ଭୁବନେଶ୍ୱର ରୁ ରାମ ଚନ୍ଦ୍ର ପଣ୍ଡା : ମହାନଦୀ ଓଡ଼ିଶାର ଜୀବନ ରେଖା,ଛତିଶଗଡ ଉପରମୁଣ୍ଡରେ ବନ୍ଧ ବାନ୍ଧିବା ପରେ ଅବସ୍ଥା ଖରାପ ହୋଇଯାଇଛି।ମହାନଦୀରେ ପ୍ରବାହିତ ହେଉଥିବା ଜଳ ର ପରିମାଣ ୫୦% କମିଯାଇଛି ଏବଂ ନଦୀ ଗର୍ଭ ମଧ୍ୟ ପୋତି ହୋଇଯାଉଛି।ତେଣୁ ଜଙ୍ଗଲ ବିଭାଗ ଅଭିନବ ପନ୍ଥା ଅବଲମ୍ବନ…
ଭିଜିଲାନ୍ସ ଟ୍ରାପରେ ଧରାପଡ଼ିଲେ ବିଦ୍ୟୁତ ବିଭାଗ ଓପିଟିସିଏଲର ଡ଼ିଜିଏମ
ବାରିପଦା ଦିଲ୍ଲୀପ ମହାନ୍ତି : ୩ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟ୍ରାପରେ ଧରାପଡ଼ି ଜେଲ ଗଲେ ବାରିପଦା ବିଦ୍ୟୁତ ବିଭାଗ ଓପିଟିସିଏଲର ଡ଼ିଜିଏମ । ଏକ ଘରୋଇ ବୋଲେରୁ ଗାଡ଼ିକୁ କାର୍ଯ୍ୟାଳୟ ଭଡ଼ା ସୂତ୍ରରେ ଆଣି ବ୍ୟବହାର କରୁଥିବା ବେଳେ ଉକ୍ତ ଗାଡ଼ିର ଦୁଇ ମାସର ଭଡ଼ା…
ବିଜେପୁର ଉପରେ ନବିନ ଅବେଳିଆ ଫିଦା
ଗଙ୍ଗାଧର ପରେ ଏବେ ସବରେଜିଷ୍ଟ୍ରର
ବିଜେପୁର ପଂଚାୟତକୁ ଏନଏସି ମାନ୍ୟତା !!!!
ଉପ ନିର୍ବାଚନ ମୁଣ୍ଡ ଉପରେ ଥିବା ବିଜେପୁରକୁ ଗୋଟିଏ ପରେ ଗୋଟିଏ ତୋଫା ଦେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପତ୍ତନୟକ । ପ୍ରଥମେ ଡିପିଆର ନହୋଇ ୧୨୬୦ କୋଟି ଟଙ୍କାର ଗଙ୍ଗାଧର ମେହେର ପାଇପ ଜଳସେଚନ…
ଦାମ ଲଗାଇଲେ ନିଆଁ : ଚାଲିଛି ଚର୍ଚ୍ଚା, କିଏ ଛୁଆଁ କିଏ ଅଛୁଆଁ
ସକାଳୁ ସକାଳୁ ବର୍ଜ୍ୟବସ୍ତୁ ତ୍ୟାଗ କରିବା ଯେମିତି ଗୋଟେ ନିହାତି ନିଶ୍ଚିତ ଅଭ୍ୟାସ ସେମିତି ସକାଳ ହେଉ ହେଉ ସେମିତି କିଛି ପେଟ ଭିତରେ ବର୍ଜ୍ୟ ବକ୍ତବ୍ୟ ମିଡ଼ିଆ ଆଗରେ ତ୍ୟାଗ ନକଲେ ଡାକ୍ତର ଦାମୋଦର ରାଉତଙ୍କୁ ଭଲ ଲାଗେନି, ତାକୁ ବାହାରକୁ ନଛାଡିବା ତାଙ୍କ ପେଟ ଖାଲି ଗୋଳେଇ ଘାଣ୍ଟି ହେବ…
ଡ଼ାକ୍ତରମାନଙ୍କ ପାଇଁ ନିର୍ଦ୍ଧାରିତ ପ୍ରୋତ୍ସାହନମୂଳକ ପ୍ରାବଧାନକୁ ସଠିକ୍ ଭାବେ କାର୍ଯ୍ୟକାରୀ କର : ମୁଖ୍ୟସଚିବ
ଅଧିକ ସ୍ପେସାଲିଷ୍ଟ୍ ତାଲିମ ପାଇଁ ପି.ଜି.ଡିପ୍ଲୋମା କୋର୍ସ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ
ଭୂବନେଶ୍ୱର : ଦୂରଦୂରାନ୍ତ ଗ୍ରାମା ଳରେ ସ୍ୱାସ୍ଥ୍ୟ ସେବା ଯୋଗାଣର ଗୁଣାତ୍ମକ ମାନ ବିକାଶ ଉପଲକ୍ଷେ ରାଜ୍ୟ ସରକାର ନେଇଥିବା ବିଭିନ୍ନ ସଂସ୍କାର ମୂଳକ…
୫୦ ଲକ୍ଷ ଚାଷୀଙ୍କୁ ରୂପେ କାର୍ଡ ପ୍ରଦାନ କରାଯିବ : ସମବାୟ ମନ୍ତ୍ରୀ
ନଭେମ୍ବର ୧୪ରୁ ରାଜ୍ୟ ସ୍ତରୀୟ ସମବାୟ ସପ୍ତାହ
ଭୁବନେଶ୍ୱର - ଆସନ୍ତା ନଭେମ୍ବର ୧୪ ତାରିଖରୁ ୨୦ତାରିଖ ପର୍ଯ୍ୟନ୍ତ ସମବାୟ ସପ୍ତାହ ପାଳନ କରାଯିବ । ଏହି ଅବସରରେ ୫୦ ଲକ୍ଷ ଚାଷୀଙ୍କୁ ରୂପେ କାର୍ଡ ପ୍ରଦାନ କରାଯିବ ବୋଲି ରାଜ୍ୟ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ସୂର୍ଯ୍ୟ ନାରାୟଣ…
ଓଡିଶା ଚାଷୀଙ୍କୁ ମୋଦି ସରକାରଙ୍କ ଇଏ କି ବୈମାତୃକତା : ବିଜୟ
ତେଲେଙ୍ଗାନା, ମହାରାଷ୍ଟ୍ର ଓ କର୍ଣ୍ଣାଟକ ରାଜ୍ୟର ଚାଷୀଙ୍କୁ ସହାୟତା
ଭୁବନେଶ୍ୱର : ତେଲେଙ୍ଗାନା, ମହାରାଷ୍ଟ୍ର ଓ କର୍ଣ୍ଣାଟକ ରାଜ୍ୟର ଚାଷୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ଅର୍ଥନୈତିକ କ୍ୟାବିନେଟ୍ ସବ୍କମିଟି ବୈଠକରେ ଗହମ ଓ…
ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱ ବିଦ୍ୟାଳୟରେ ସୁପର କଂପ୍ୟୁଟିଂଗ୍ ସୁବିଧା
ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଉଦ୍ଘାଟନ କଲେ ରାଜ୍ୟପାଳ
ଭୁବନେଶ୍ୱର : ରାଜ୍ୟପାଳ ଡ଼. ଏସ୍.ସି. ଜମିର୍ ରାଜଭବନରେ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱ ବିଦ୍ୟାଳୟରେ ସୁପର କଂପ୍ୟୁଟିଂକ୍ ସିଷ୍ଟମକୁ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଉଦ୍ଘାଟନ କରିଛନ୍ତି । ବିଶ୍ୱ ବିଦ୍ୟାଳୟ…
ନୂଆପଡ଼ା, ବଲାଙ୍ଗୀର ଜିଲ୍ଲା ସହିତ ଫସଲହାନୀ ଅଞ୍ଚଳଗୁଡିକୁ ତୁରନ୍ତ ସମ୍ପୂର୍ଣ୍ଣ ମରୁଡି ଘୋଷଣା କରାଯାଉ :କଂଗ୍ରେସ
ପ୍ରଦେଶ କଂଗ୍ରେସ କୃଷକ ସେଲ ପକ୍ଷରୁ ରାଜସ୍ୱ ମନ୍ତ୍ରୀଙ୍କୁ ଦାବି ପତ୍ର
ଭୁବନେଶ୍ୱର : ନୂଆପଡ଼ା, ବଲାଙ୍ଗୀର ଜିଲ୍ଲା ସହିତ ଫସଲହାନୀ ଅଞ୍ଚଳଗୁଡିକୁ ତୁରନ୍ତ ସମ୍ପୂର୍ଣ୍ଣ ମରୁଡି ଘୋଷଣା କରାଯାଉ ବୋଲି ପ୍ରଦେଶ କଂଗ୍ରେସ କୃଷକ ସେଲ ପକ୍ଷରୁ ରାଜସ୍ୱ ମନ୍ତ୍ରୀଙ୍କୁ ଦାବି ପତ୍ର ପ୍ରଦାନ…
ଝିଅ କହିଲା ‘ମୋତେ ୪ଜଣ କମାଣ୍ଡୋ ଏମିତି କରିଛନ୍ତି’ : ପୀଡିିତାଙ୍କ ବଡମାଆ
କୋରାପୁଟ ଛାତ୍ରୀ ଗଣଦୁଷ୍କର୍ମ ଘଟଣା : ପିପୁଲ୍ସ ୱାଚ୍, ସି.ଏସ୍.ଏଫ୍.ଏଚ୍.ଆର୍ ଏବଂ ଓ.ସି.ଆର.ସି. ତଥ୍ୟାନୁସନ୍ଧାନ ଦଳ ରିପୋର୍ଟ
କ୍ରାଇମବ୍ରାଞ୍ଚ ତଦନ୍ତ ନାମରେ ଜିଲ୍ଲା ପୋଲିସ୍ କେବଳ କେସ୍ ରେଜିଷ୍ଟର କରି ଦାୟିତ୍ୱ ଶେଷ
ପୀଡ଼ିତାଙ୍କ ବୟାନ ମୁତାବକ ନିରପେକ୍ଷ ତଦନ୍ତ କରାଯିବା ଉଚିତ…