ଦେଶବ୍ୟାପୀ କଂଗ୍ରେସ ନିନ୍ଦା କଲା, ହେଲେ  ୪ ବର୍ଷ ପୂର୍ତ୍ତି ଅବସରରେ ମୋଦିଙ୍କୁ କୃତଜ୍ଞତା ଜଣାଇଲା କଂଗ୍ରେସ 

ବଲାଙ୍ଗୀରରୁ  ନିରୋଜ ମିଶ୍ର : ନରେନ୍ଦ୍ର ମୋଦି ସରକାରର ୪ ବର୍ଷ ପୂର୍ତ୍ତି ଅବସରରେ କଂଗ୍ରେସ ଦିଲ୍ଲୀ ଠାରୁ ପଲ୍ଲୀ ପର୍ଯ୍ୟନ୍ତ ସଭା କରି ସମାଲୋଚନା କରିଛି | ହେଲେ ବଲାଙ୍ଗୀର କଂଗ୍ରେସ ମୋଦିଙ୍କୁ କୃତଜ୍ଞତା ଜଣାଇଛି | କୃତଜ୍ଞତା ଜଣାଇ ବଲାଙ୍ଗୀର କଂଗ୍ରେସସ ପକ୍ଷରୁ କଣ କୁହାଯାଇଛି ତାହା…

 ଶିଶୁ ନିର୍ଯ୍ୟାତନା ଭଳି  ଦୁର୍ଭାଗ୍ୟଜନକଘଟଣାକୁ  ସମ୍ମିଳିତ ଉଦ୍ୟମ ଦ୍ୱାରା ପ୍ରତିହତ କରାଯାଇପାରିବ  : ଜିଲ୍ଲାପାଳ 

ଯାଜପୁରରେ ଶିଶୁ ନିର୍ଯ୍ୟାତନା ପ୍ରତିହତ ପାଇଁ ଗଡ଼ିଲା ପରି ଏକ୍ସପ୍ରେସ      ପଶୁପକ୍ଷୀ ଭାବେ ଲଗାତାର ଭାବେ ପଶୁପକ୍ଷୀ ଭଳି  ଆଚରଣ କରୁଥିବା ବେଳେ ମଣିଷ କିନ୍ତୁ ନିଜର ମଣିଷ ପଣିଆକୁ ଛାଡ଼ି ହିଂସ୍ର ଓ କ୍ରୁର ଆଚରଣ କରୁଛି : ପୌରପାଳ   ଯାଜପୁର/ ଜୟଶଙ୍କର ଦାଶ  : ଶିଶୁଟି ସରଳ ଓ ନିରୀହ…

ଗଡ ସଜାଡୁଛି ବିଜେଡି : ନବୀନ ନିବାସରେ ପାଳିତ ହେଲା ମୟୂରଭଞ୍ଜ ଜିଲ୍ଲାର ମହାମିଶ୍ରଣ ପର୍ବ 

ବିଭିନ୍ନ ରାଜନୈତିକ ଦଳରୁ ବିଜୁ ଜନତା ଦଳରେ ଯୋଗ ଦେଲେ ହଜାରେରୁ ଅଧିକ ନେତା ବାରିପଦା(ଦିଲ୍ଲୀପ ମହାନ୍ତି )- :  ଗତ ଜିଲ୍ଲା ପରିଷଦ ନିର୍ବାଚନରେ ଦଳୀୟ କନ୍ଦଳ, ତ୍ରୁଟିପୂର୍ଣ୍ଣ ଫ୍ଲୋର ମ୍ୟାନେଜମେଣ୍ଟ ଆଉ କିଛି ବଦ୍ନାମ ନେତାଙ୍କ ପ୍ରତି ଲୋକଙ୍କ ରୋଷ କାରଣରୁ ଅକସ୍ମାତ ବିଜେପି ୧ ନମ୍ବରକୁ…

ଅଶୋଧିତ ତୈଳ ଦର ବାରମ୍ବାର କମୁଥିବା ବେଳେ ଭାରତରେ ତେଲ ଦର ଆକାଶଛୁଆଁ,  ତେଲ ମନ୍ତ୍ରୀଙ୍କ ଜିଏସଟି ବକ୍ତବ୍ୟ  ଏକ…

 ପେଟ୍ରୋଲ, ଡିଜେଲ୍‍ ଦରବୃଦ୍ଧି ପ୍ରତିବାଦରେ ରାଜଭବନ ସମ୍ମୁଖରେ ବିଜେଡିର ଧାରଣା ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର  ଭୁବନେଶ୍ୱର,: ବିଗତ ୪ବର୍ଷ ମଧ୍ୟରେ କେନ୍ଦ୍ରରେ ଥିବା ଏନ୍‍ଡିଏ ମେଣ୍ଟ ସରକାର ଅମଳରେ ପେଟ୍ରୋଲ ଲିଟର ୭୭ ଓ ଡିଜେଲ୍‍ ଲିଟର ୭୩ ଟଙ୍କା ଟପିସାରିଲାଣି । ସୋମବାର…

ପ୍ରତି ଗ୍ରାମରେ ଚାଷିମାନେ ସଂଘ ଗଠନ କରି ସରକାରୀ ସାହାଯ୍ୟ ସହଯୋଗ ର ଲାଭ ନେବା ଉଚିତ

ବନ୍ଧଗୋରା ରେ କୃଷକ କ୍ଷେତ୍ର ଦିବସ ପାଳିତ     କଣ୍ଟାମାଳ, ବୌଦ୍ଧ(ବଂଶୀଧର ମାଝୀ/ସିମୁନ୍ ନାଏକ)  କୃଷି ଓ କୃଷକ ସଶକ୍ତିକରଣ ବିଭାଗ ବୌଦ୍ଧ ପକ୍ଷରୁ ପୂର୍ବ ଭାରତରେ ସବୁଜ ବିପ୍ଲବ ୨୦୧୭-୧୮ ବର୍ଷ ବିଷୟକୁ ନେଇ ଧାଡିବୁଣା ଧାନଚାଷ ଅନ୍ତର୍ଗତ କ୍ଷେତ୍ର ଦିବସ କାର୍ଯ୍ୟକ୍ରମ କଣ୍ଟାମାଳ ବ୍ଲକ…

ମଳୁ ଖୋଜୁଥିଲା ଆମ୍ବିଳି ପାଣି, ବଇଦ କହିଲା ଦେ ତୋରାଣି

    ଦଳରୁ ଇସ୍ତଫା ଦେଲେ ବୈଜୟନ୍ତ, କହିଲେ ଏବେ ତାଙ୍କର ଅନୁଭବ ହେଲା ଦଳ ତାଙ୍କୁ ଆଉ ଚାହୁଁନି | ଭୁବନେଶ୍ୱର:ଆଜି ବିଜେଡିର ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଇଛନ୍ତି ବୈଜୟନ୍ତ ପଣ୍ଡା | ସେ ତାଙ୍କ ତିନି ପୃଷ୍ଠାର  ଇସ୍ତଫା ପତ୍ର  ଦଳର ସଭାପତି ନବୀନ ବାବୁଙ୍କୁ ପଠାଇ ଦେଇଛନ୍ତି |…

ବନ୍ଦ ହୋଇଗଲା ରଙ୍ଗବତୀ ସ୍ରଷ୍ଟାଙ୍କ ଜୀବନ ସଂଗୀତ 

ସମ୍ବଲପୁର ଅଂଚଳରେ ଶୋକର ଛାୟା, ମୁଖ୍ୟମନ୍ତ୍ରୀ କଲେ ଶୋକବ୍ୟକ୍ତ  ସମ୍ବଲପୁର:ଲୋକପ୍ରିୟ ତଥା ଓଡ଼ିଶାର ଗାଁ ଗାଁ ରେ ପରିଚିତ  ‘ ରଙ୍ଗବତୀ’ ଗୀତର ଅମୂର୍ତ ସ୍ରଷ୍ଟା ସଙ୍ଗୀତକାର ପ୍ରଭୁଦତ୍ତ ପ୍ରଧାନ ଆଉ ନାହାନ୍ତି | ରଙ୍ଗବତୀ ଗୀତ ପାଇଁ ଓଡିଶା,. ଭାରତ ଓ ଭାରତ ବାହାରେ ମଧ୍ୟ ପରିଚିତ…

ଜଙ୍ଗଲରୁ ଲଗଲୋଡିଙ୍ଗ ବେଳେ ଶ୍ରମିକଙ୍କ ମୃତ

  ହରଭଙ୍ଗା, ବୌଦ୍ଧ (ସିମୁନ୍ ନାଏକ) ; ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅନ୍ତର୍ଗତ ମାଧପୁର ରେଂଜ ର ରାଣିସାହି ଜଙ୍ଗଲରୁ ଟ୍ରକରେ କାଠ ଲାଗଲୋଡ କରି ଆଣିବାକୁ ଯାଇଥିବା ଏକ ଟ୍ରକପଛକୁ ଫେରାଉଥିବା ସମୟରେ ଦୁର୍ଘଟଣା ଘଟି ଘଟଣା ସ୍ଥଳରେ ଜଣେ ଶ୍ରମିକଙ୍କ ର ମୃତୁ୍ୟ ଘଟିଛି । ପ୍ରାପ୍ତ ସୂଚନା ମତେ…

ପାଇକମାଲ ରେ ରକ୍ତ ଦାନ ଶିବିର ।

ପଦ୍ମପୁର/ପାଇକମାଲ -ସ୍ଥାନୀୟ ପାଇକମାଲ ଧର୍ମଶାଳା ଠାରେ ଯୁବ ସମାଜସେବୀ ନିଲେଶ ଅଗ୍ରୱାଲଙ୍କ ଉଦ୍ୟମ କ୍ରମେ ଓ ପାଇକମାଲ ନାଗରିକ କମିଟି ର ଉପସଭାପତି ସୁଶାନ୍ତ ନାଗଙ୍କ ସହଯୋଗ କ୍ରମେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ରକ୍ତ ଦାନ ଶିବିରକୁ ପାଇକମାଲ ଥାନା ଆଇ.ଆଇ.ସି …

“ପଶ୍ଚିମ ଓଡିଶାର ଲୋକଗୀତ:  ଦିଗ ଓ ଦିଗନ୍ତ”  ପୁସ୍ତକ ଉନ୍ମୋଚିତ

  ବଲାଙ୍ଗିର,(ନିରୋଜ ମିଶ୍ର) - ସ୍ଥାନୀୟ ସାମ୍ବାଦିକ ଭବନଠାରେ ଡ. ଲକ୍ଷ୍ମଣ ମେହେରଙ୍କ “ପଶ୍ଚିମ ଓଡିଶାର ଲୋକଗୀତ : ଦିଗ ଓ ଦିଗନ୍ତ” ପୁସ୍ତକ ଉନ୍ମୋଚିତ ହୋଇଯାଇଛି । ଏହି ଉସôବରେ ପଦ୍ମଶ୍ରୀ ଡ. ଶ୍ରୀନିବାସ ଉଦ୍ଗାତା ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବା ବେଳେ ସଭାପତିତ୍ୱ କରିଥିଲେ ନାଟ୍ୟଭୂଷଣ…