Sign in
Sign in
Recover your password.
A password will be e-mailed to you.
ଉପଜିଲ୍ଲାପାଳଙ୍କ ଡ୍ରାଇଭର ଓ ଚପରାଶିଙ୍କୁ ଅବସର ସମ୍ୱର୍ଦ୍ଧନା ।
ଯାଜପୁର(ଜୟଶଙ୍କର ଦାଶ) : ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଯାନ ଚାଳକ ବସନ୍ତ କୁମାର ଦାଶ ଓ ଚପରାଶି ମଧୁସୂଦନ ମହାପାତ୍ରଙ୍କୁ ଶୁକ୍ରବାର ପୂର୍ବାହ୍ନରେ ଅବସର କାଳୀନ ସମ୍ୱର୍ଦ୍ଧନା ପ୍ରଦାନ କରାଯାଇଚ୍ଥି । ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଜିଲ୍ଲା…
ମୁଖ୍ୟମନ୍ତ୍ରୀ ବାଂଟିଦେଇ ଗଲେ : ପଟ୍ଟା ଧରି ଭକୁଆ
ହରଭଙ୍ଗା ବ୍ଲକରେ ଭୂମିହିନ ପରିବାରଙ୍କୁ ପଟ୍ଟାବଂଟନ ନାଁରେ ପ୍ରହସନ
୫ ବର୍ଷ ହେଲା ରେକର୍ଡ ଥାଇବି ମିଳିପାରୁନି ସରକାରୀ ଯୋଜନାର ସୁଫଳ
ହରଭଙ୍ଗା , ବୌଦ୍ଧ (ସିମୁନ୍ ନାଏକ); ରାଜ୍ୟ ସରକାର ଭୂମିହିନ ପରିବାରଙ୍କୁ ଚିହ୍ନଟ କରି ସେମାନଙ୍କୁ ଘରଡିହ ଯୋଗାଇଦେବା ପାଇଁ ପ୍ରତ୍ୟେକ…
“ମହିଳାଙ୍କୁ ସୁରକ୍ଷା ଦେବା ଦିଗରେ ସରକାର ଧୁତରାଷ୍ଟ୍ର “
କଣ୍ଟାମାଳରେ ଭାଜପା ମହିଳା ସୁରକ୍ଷାର ବିରାଟ ସାଧାରଣ ସଭା
କଣ୍ଟାମାଳ, ବୌଦ୍ଧ (ବଂଶିଧର ମାଝୀ/ସିମୁନ୍ ନାଏକ) ; ରାଜ୍ୟରେ ମହିଳାମାନଙ୍କ ପ୍ରତି ଦିନକୁ ଦିନ ଅତ୍ୟାଚାର ବ୍ୟଭିଚାର ବୃଦ୍ଧି ପାଉଥିବା ବେଳେ ମହିଳା ମାନଙ୍କ ସୁରକ୍ଷା ବିପନ୍ନ ହୋଇପଡିଛି । ରାଜ୍ୟରେ ପ୍ରତିଦିନ ବାଳିକା…
ସ୍ୱାଭିମାନ କଥା ବାହାନା : ଅରୁଣଙ୍କୁ ବଦ୍ନାମ କରିବା ଥିଲା ଯୋଜନା
ଅରୁଣଙ୍କ ବିରୋଧରେ ଥିଲା ଯୋଜନାବଦ୍ଧ ଷଡଯନ୍ତ୍ର : ଧୀରେ ଧୀରେ ଖୋଲୁଛି ରାଜ
ବାରିପଦା(ଗିରିଜା ଦାଶ )- ଉତ୍ତର ଓଡ଼ିଶା ଛାତ୍ର ସଂସଦ ସଭାପତି ତୁଷାର କୁମାର ନାୟକ ପୂର୍ବତନ ମନ୍ତ୍ରୀ ତଥା ବିଜେଡ଼ିର ମୟୂରଭଞ୍ଜ ଜିଲ୍ଲା ପର୍ଯ୍ୟବେକ୍ଷକ ଡ଼ଃ ଅରୁଣ ସାହୁଙ୍କ ବିରୋଧରେ ମଇ ୨୯ ମଙ୍ଗଳବାର…
ପରୀ ଏକ୍ସପ୍ରେସ ଭଳି ପଦକ୍ଷେପ ସ୍ୱାଗତଯୋଗ୍ୟ : ବିଧାୟକ ଶ୍ରୀ ପୁରୋହିତ
ପରୀ ଏକ୍ସପ୍ରେସକୁ ପାଇକମାଲ ସହରରେ ସ୍ୱାଗତ
ପାଇକମାଲ/GOURANGA DASH/NILA DEEP -ବିଗତ କିଛି ବର୍ଷ ହେଲା ଦେଶ ତଥା ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରତହ୍ୟ ନିଷ୍ପାପ ଶିଶୁମାନଙ୍କୁ ଯୌନ ନିର୍ଯାତନା ଦେବା ଓ ହତ୍ୟା କରିବା ଘଟଣା ନିଶ୍ଚିତ ଭାବରେ ମାନବ ସମାଜକୁ ଲଜ୍ଜିତ କରୁଛି । ଏହି…
ଲଗାତାର ଭାବରେ ଅହେତୁକ ତୈଳ ଦର ବୃଦ୍ଧି ପ୍ରତିବାଦରେ ବିକ୍ଷୋଭ
ଗାଇସିଲେଟ / ନୀଳ ଦୀପ : ଲଗାତାର ଭାବରେ ଅହେତୁକ ତୈଳ ଦର ବୃଦ୍ଧି ପ୍ରତିବାଦରେ ବୁଧବାର ବରଗଡ ଜିଲ୍ଲା ଗାଇସିଲେଟ ଠାରେ ବିଜୁ ଜନତା ଦଳ ପକ୍ଷରୁ ରାଷ୍ଟ୍ରପତି ଙ୍କ ଉଦ୍ଦେଶ୍ୟରେ ଗାଇସିଲେଟ ବିଡିଓ ସୁଧାଂଶୁ ଶେଖର ଭୋଇଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଥିଲା । ମନୋଜ ପଣ୍ଡାଙ୍କ…
ସେପଟେ ନିଜ ପାଦ ତଳୁ ମାଟି ଖସିବାକୁ ବସିଲାଣି, ଏଠି ନେତାଙ୍କ ବାହାସ୍ପଷ୍ଟ ସରୁନି
ବିଜେପିକୁ ଲୋକ ତାର କର୍ମର ଉଚିତ ଜବାବ ଦେବେ : ବିଜୟ
ଭୁବନେଶ୍ୱର,: ଦେଶର ୧୦ଟି ରାଜ୍ୟର ୧୪ଟି ବିଧାନସଭା ଓ ଲୋକସଭା ଆସନ ଲାଗି ହୋଇଥିବା ଉପ-ନିର୍ବାଚନ ଫଳାଫଳରେ ବିଜେପି ଧରାଶାୟୀ ହୋଇଛି । ସଦାସର୍ବଦା ନିଜ ଢୋଲ ନିଜେ ପିଟିଆସୁଥିବା ବିଜେପିକୁ ଉପ-ନିର୍ବାଚନରେ ବଡ଼ ଝଟ୍କା ଲାଗିଛି ।…
ସରକାରଙ୍କର ସହଭାଗିତା କାର୍ଯ୍ୟକ୍ରମ ସଂପର୍କ ଯୋଡିବାର ଏକ ଶ୍ରେଷ୍ଠ ମାଧ୍ୟମ
ଛତିଶି ଦେବିଲିରେ ସହଭାଗିତା କାର୍ଯ୍ୟକ୍ରମ
ଯାଜପୁର, (ଜୟଶଙ୍କର ଦାଶ) ସରକାରଙ୍କର ସହଭାଗିତା କାର୍ଯ୍ୟକ୍ରମ ସଂପର୍କ ଯୋଡିବାର ଏକ ଶ୍ରେଷ୍ଠ ମାଧ୍ୟମ । ସମସ୍ତ ଯୋଜନାର ସଫଳତା ପାଇଁ ସହଭାଗିତାର କାର୍ଯ୍ୟକ୍ରମ ସାଧାରଣ ଲୋକଙ୍କୁ ସଚେତନ କରାଇପାରିବ ବୋଲି ବକ୍ତାମାନେ ମତବ୍ୟକ୍ତ କରିଛନ୍ତି…
ରେଡକ୍ରସ ପକ୍ଷରୁ କେତକୀଙ୍କ ପରିବାରକୁ ଚିକିତ୍ସା ସହାୟତା ।
ଯାଜପୁର, ଜୟଶଙ୍କର ଦାଶ: ବିଂଝାରପୁର ବ୍ଲକର ଅରେଇ ପଂଚାୟତ ପଦାସାହୀ ଗ୍ରାମର ପଂଚାନନ ଜେନାଙ୍କ ପତ୍ନୀ କେତକୀ ଜେନା ଓ ତାଙ୍କର ଦୁଇ କନ୍ୟା ମାନସିକ ଅବସାଦ କାରଣରୁ ବିଷପାନ କରି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ବିଷପାନ ପରେ ଗୁରୁତର ତିନିଜଣଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ…
ଦୁଇଦିନିଆ ବ୍ୟାଙ୍କ ଧର୍ମଘଟ, ବ୍ୟାଙ୍କିଙ୍ଗ ସେବା ପ୍ରଭାବିତ
ବାରିପଦା(ଦିଲ୍ଲୀପ ମହାନ୍ତି )- ନୂଆଦିଲ୍ଲୀଠାରେ ଆଇବିଏ(ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ)ଙ୍କ ସହିତ ବ୍ୟାଙ୍କ ସମୂହ ମିଳିତ ସାମୁଖ୍ୟର ପ୍ରତିନିଧିମାନଙ୍କ ମଧ୍ୟରେ ବେତନ ବୃଦ୍ଧି ଆଦି ଦାବିର ଆଲୋଚନା ବିଫଳ ହେବା ପରେ ମଇ ୩୦ ବୁଧବାରଠାରୁ ସମଗ୍ର ଦେଶବ୍ୟାପି ବ୍ୟାଙ୍କ ଧର୍ମଘଟ ଆରମ୍ଭ…