ୟୁନାଇଟେଡ଼ ପ୍ରେସ କ୍ଳବ ତରଫରୁ ବୃକ୍ଷରୋପଣ

0

 ବ୍ୟାସନଗର/ବିଶ୍ୱଜିତ ମାଝୀ. : ଆଜି ଗାନ୍ଧୀଜୟନ୍ତୀ ଅବସରେ ୟୁନାଇଟେଡ଼ ପ୍ରେସ୍ କ୍ଳବ ଯାଜପୁର ରୋଡ ତରଫରୁ କ୍ଲବ ର ସଭାପତି ଚନ୍ଦ୍ରମଣି ପାତ୍ରଙ୍କ ଅଧ୍ୟକ୍ଷତାରେ କନେଇପୁର ଗୋଲେଈ ଛକ ଠାରୁ ପାଟୁଳି ରାସ୍ତା NH215ରାସ୍ତା କଡରେ ଦୁଇସହଟି ଲିମ୍ବ କଦମ୍ବ ମାହାଳିମ୍ବ  ଚାକୁଣ୍ଡା ପ୍ରଭୁତି ଗଛ ରୋପଣ କରାଯାଇଚି ଗଛ ଲଗେଇବା ପରିବେଶକୁ ସୁସ୍ତ ରଖିବା ଲକ୍ଷରେ ପ୍ରତିବର୍ଷ ଭଳି ଏ ବର୍ଷ ବୃକ୍ଷରୋପଣ ହେଇଯାଇଛି କ୍ଲବ ତରଫରୁ ପ୍ରତେକ ବର୍ଷ ଜାରି ରହିବ ବୋଲି କ୍ଳବର ସମ୍ପାଦକ ଜୟଶଙ୍କର ଦାଶ ପ୍ରକାଶ କରିଛନ୍ତି | ଏହି କାର୍ଯ୍ୟକ୍ରମ ରେ ଅଥିତି ରୂପେ ବ୍ରଜେଶ୍ୱରୀସିଂ, ସମ୍ପାଦିକା ବଉଳଫୁଲ. ଗୁଣନିଧିଗୁରୁ, ନିତ୍ୟାନଦ ଦାସ, ଆଲୋକ ଦାସ, ବରିଷ୍ଠ ସାମ୍ବାଦିକ ଚିତ୍ତ  ଭୂୟାଁ, କ୍ଲବ ସହସଂପାଦକ ସୁବାଷ ନାୟକ ଏବଂ ଚିତ୍ତରଞ୍ଜନ ନାୟକ, ବିଶ୍ୱଜିତ ମାଝୀ, ପ୍ରଫୁଲ ସାହୁ, ଶୁଭ୍ରାଂଶୁ ଶେଖର ଦାସ,  ସନ୍ତୋଷ ମଲିକ, ଦୟାନିଧି ମହାନ୍ତ,  ସନାତନ ମହାନ୍ତ,  ମାନସ ପ୍ରଧାନ,  ସୁରେଶ ସାହୁ, ରାଜୁ ମିଶ୍ର, ସୁକାନ୍ତ ବେହେରା, ଦୀପକ ରାଉତ,  ଆଲୋକ ଦାସ,  ଧୂଳୀରାମ ମଲିକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ କରିଥିଲେ |

Leave A Reply

Your email address will not be published.