ବଗାଳ ସମ୍ପ୍ରଦାୟକୁ ଏସଟି ତାଲିକାଭୁକ୍ତ କରାଇବା ଦାବିରେ ଗଣଧାରଣା ରାଜ୍ୟ By SPNEWS On Oct 11, 2018 0 Share ବାରିପଦା(ଦିଲ୍ଲୀପ ମହାନ୍ତି )- ବଗାଳ ସମ୍ପ୍ରଦାୟକୁ ଏସଟି ତାଲିକାଭୁକ୍ତ କରାଇବା ଦାବିରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ପକ୍ଷରୁ ଆଜି ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । 0 Share FacebookTwitterGoogle+ReddItWhatsAppPinterestEmail