ରସିକିଆ ଯୋଗାଣ ସହାୟକ : ବିଵାହ ପ୍ରଲୋଭନ ଦେଖାଇ ବିଧବା ମହିଳାଙ୍କୁ ଅନ୍ତଃସତ୍ଵା କରି ଫୁର୍ର

0

କନ୍ଧମାଳ/ ଗଗନ କୁମାର ପ୍ରଧାନ : କନ୍ଧମାଳ ଜ଼ିଲ୍ଲା ଲୁହୁରିଙ୍ଗିଆ ଗ୍ରାମ ପଂଚାୟତ ଯୋଗାଣ ସହାୟକ ସେହି ଗ୍ରାମର ଜଣେ ବିଧବା ମହିଳାଙ୍କୁ ବିବାହ ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ରଖି ଥିବାର ଜି.ଉଦୟଗିରି ତାଙ୍କ ଅଭିଯୋଗ ହୋଇଛି | ପୀଡିତା ମହିଳାଙ୍କ ଝିଅ ମଧ୍ୟ ଅଛି .ଅଭିଯୋଗ ଅନୁସାରେ ଅଭିଯୁକ୍ତା ଜଣକ ଗ୍ରାମ ପଞ୍ଚଯତରେ ମହିଳାଙ୍କୁ ବିଭିନ୍ନ ସହାୟତା ଯୋଗାଇ ଦେବା ବାହାନାରେ ଶାରୀରିକ ସମ୍ପର୍କ ରଖିଥିଲେ .ମହିଳା ଜଣକ ଗର୍ଭବତୀ ହେବା ପରେ ଜୋର ଜ଼ବରଦସ୍ତ ଗର୍ଭପାତ କରିଥିବା ମଧ୍ୟ ମହିଳା ଜଣକ ପୋଲିସ ପାଖରେ ଦାଖଲ କରିଥିବା ଏତଲାରେ ଦର୍ଶାଇଛନ୍ତି |. ବର୍ତମାନ ଅଭିଯୁକ୍ତ ଜଣକ ଫେରାର ଥିବା ପୀଡିତା କହିଛନ୍ତି |

Leave A Reply

Your email address will not be published.