ରବିବାର ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ମହାପ୍ରଭୂଙ୍କ ଘୋଷ ଯାତ୍ରା

ପହଣ୍ଡି ବିଜେକୁ ଦର୍ଶନ କଲେ ହଜାର ହଜାର ଶ୍ରଦ୍ଧାଳୁ ବାରିପଦା(ଦିଲ୍ଲୀପ ମହାନ୍ତି )- ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ଖ୍ୟାତି ଲାଭ କରିଥିବା ଶ୍ରୀଶ୍ରୀହରିବଳଦେବ ଜୀଉ ବିଜେ ବାରିପଦାଙ୍କ ପବିତ୍ର ଘୋଷଯାତ୍ରା ଆରମ୍ଭ ହୋଇଯାଇଛି । ଶନିବାର ସକାଳ ସମୟରେ ମହାପ୍ରଭୂମାନଙ୍କ ନିକଟରେ ମଙ୍ଗଳ ଆଳତୀ,…

ବିଶ୍ୱ କପ ଦଳ ଲଣ୍ଡନ ଯାତ୍ରା : ଓଡ଼ିଶାର ୪ ଖେଳାଳିଙ୍କ ଉପରେ ସମସ୍ତଙ୍କ ନଜର

           ରାଉରକେଲା/ସୁଶାନ୍ତ ବେହେରା : ରବିବାର ସକାଳୁ ସକାଳେ ନୂଆ ଦିଲ୍ଲୀ ରୁ ଭାରତ ମହିଳା ହକି ବିଶ୍ୱ କପ ଦଳ ଲଣ୍ଡନ ଅଭିମୁଖେ ଯାତ୍ରା କରିବେ। ଦଳରେ ଓଡ଼ିଶାର ଚାରି ଖେଳାଳି ସ୍ଥାନ ପାଇଛନ୍ତି | ସେମାନେ ହେଲେ ମଧ୍ୟଭାଗ ଖେଳାଳି ଲିଲିମା ମିଞ୍ଜ,ନମିତା ଟପୋ ଓ ରକ୍ଷଣ ଭାଗ ଖେଳାଳି…

 ବିଜେପିର ବିଧାନସଭାସ୍ତରୀୟ ମଣ୍ଡଳ ପଦାଧିକାରୀ ବୈଠକ: ଅମିତ ଶାହାଙ୍କ ମିଶନ ୧୨୦ ପାଇଁ ରଣନୀତି ପ୍ରସ୍ତୁତି

ଭଦ୍ରକ(SATYAbHUSANA SWAMI)- ଭାରତୀୟ ଜନତା ପାର୍ଟିର ଭଦ୍ରକ ଲୋକସଭା କ୍ଷେତ୍ର ଅନ୍ତର୍ଗତ ସମସ୍ତ ୭ଟି ବିଧାନସଭାର ମଣ୍ଡଳ ପଦାଧିକାରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ଜିଲ୍ଳା ସଭାପତି ବଦ୍ରିନାରାୟଣ ଧଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ  ହୋଇ ଯାଇଛି । ବିଜେପି ଜିଲ୍ଳା କାର୍ଯ୍ୟାଳୟ ଠାରେ…

ଏସଇସିସି ତାଲିକାରେ ଆଦିବାସୀ ପଡା ଲୋକଙ୍କ  ନା’ ନାହିଁ:  ଜିଲ୍ଲାପାଳଙ୍କୁ ଫେରାଦ ହେଲେ ଫଟାମୁଣ୍ଡା ଗ୍ରାମବାସୀ

  କଣ୍ଟାମାଳ, ବୌଦ୍ଧ (ବଂଶିଧର ମାଝୀ/ସିମୁନ୍ ନାଏକ) ; ଅର୍ଥନୈତିକ ଓ ଜାତିଗତ ଜନଗଣନା ତୃଟିରେ ସଂଶୋଧନ ତଥା ବାଦ ପଡିଥିବା ପ୍ରକୃତ ହିତାଧିକାରୀଙ୍କୁ ଚିହ୍ନଟ କରି ଏସଇସିସି  ତାଲିକାଭୁକ୍ତ କରିବା ଦାବି ନେଇ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଉମା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଫଟାମୁଣ୍ଡା…

ପାଣିଭଣ୍ଡାର ଗାଁରେ ଗୁଳିମାଡ ୨ ମୃତ ଓ ୨ ଆହତ

ନୟାଗଡ଼/ବିଶ୍ୱଜିତ  ନାୟକ : ଶରଣକୁଳ ଥାନା ପାଣିଭଣ୍ଡାର ଗାଁରେ ଗୁଳିମାଡ ହୋଇଛି | ଏହି ଘଟଣାରେ ୨ ଜଣ ପ୍ରାଣ ହରାଇଥିବା ବେଳେ  ୨ ଆହତ ହୋଇଛନ୍ତି |  ରାସ୍ତା ଉପରେ ଯାଉଥିବା ପାଣିକୁ ଅନ୍ୟ ଆଡେ ବାଟେଇବା  ଘଟଣାକୁ ନେଇ ପାଣିଭଣ୍ଡାର ଓ ବଧି ସାହି ଲୋକଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି…

ଉପବାଚସ୍ପତିଙ୍କ ଦ୍ୱାରା ଥଣ୍ଡା ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଉଦଘାଟିତ

ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ପୌରପରିଷଦର ୱାଡର଼୍ ନଂ ୫ସ୍ଥିତ ପରିବା ମାର୍କେଟ ପରିସରରେ ପିପି ମୋଡ଼ରେ ୩ ଲକ୍ଷରୁ ଅଧିକ ଟଙ୍କା ବ୍ୟୟ ବରାଦରେ ମାରୱାଡି  ଯୁବ ମଂଚ  ପ୍ରଗତି ଓ ବାରିପଦା ପୌରପରିଷଦର ମିଳିତ ସହଭାଗିତାରେ ଶମ୍ଭୁଲାଲ ଅଗ୍ରୱାଲାଙ୍କ ସ୍ମୃତିରେ ଏକ ଥଣ୍ଡା ପାନୀୟ ଜଳ…

ବୌଦ୍ଧ ଜିଲ୍ଲା ରେ ଚାଲିଲା ୪ ନୂଆ ୧୦୮ ଆମ୍ବୁଲାନ୍ସ

ବୌଦ୍ଧ(ସିମୁନ୍ ନାଏକ) ; ସବୁ ଅଂଚଳକୁ ମାଗଣାରେ ରୋଗୀଙ୍କୁ ଯାତାୟାତ ସୁବିଧା ଯୋଗାଇ ଦେବା ପାଇଁ ଜାତୀୟ ସ୍ୱାସ୍ଥୟ ମିଶନ ସହାୟତାରେ ଓଡିଶା ଜରୁରି କାଳିନ ଆମ୍ବୁଲାନ୍ସ ସେବା ଆଉ ୪ ଟି ୧୦୮ ଆମ୍ବୁଲାନ୍ସ ବୌଦ୍ଧ ଜିଲ୍ଲାପାଳ ମଧୁସୂଦନ ମିଶ୍ରଙ୍କ ଦ୍ୱାରା ଲୋକାର୍ପିତ ହୋଇଛି । ପୁର୍ବରୁ…

ଇଏ ଏମିତିକା ସାର, ଅବସର ପରେ କରୁଛନ୍ତି ଗଂଜେଇ ବେପାର |

ଅବସରପ୍ରାପ୍ତ ଶିକ୍ଷକଙ୍କ ଘରୁ ୨ କୁଇଣ୍ଟାଲରୁ ଉର୍ଦ୍ଧ କଞ୍ଜେଇ ଜବତ ବୌଦ୍ଧ (ସିମୁନ୍ ନାଏକ) ; ବୌଦ୍ଧ ଜିଲ୍ଲରେ କ୍ରମାଗତ ଭାବେ ଗଞ୍ଜେଇ କାରବାର ବୃଦ୍ଧି ପାଉଥିବା ବେଳେ ଆଜି ମନମୁଣ୍ଡା ପୋଲିସ୍ ଚଢାଉ କରି ୨ କୁଇଣ୍ଟାଲରୁ ଉର୍ଦ୍ଧ ଗଞ୍ଜେଇ ଜବତ କରିଥିବା ଜଣାପଡିଛି । ମିଳିଥିବା ସୂଚନା…

 ଭୁବନେଶ୍ୱରରୁ ଚୋରି ବାଇକ୍ କଣ୍ଟାମାଳରୁ ଉଦ୍ଧାର

କଣ୍ଟାମାଳ,ବୌଦ୍ଧ (ବଂଶିଧର ମାଝୀ/ସିମୁନ୍ ନାଏକ) ; ଭୁବନେଶ୍ୱର ଖଣ୍ଡଗିରି ଥାନା ଅଞ୍ଚଳରୁ ଚୋରି ହୋଇଥିବା ବାଇକ୍ ବୌଦ୍ଧ ଜିଲା କଣ୍ଟାମାଳ ଥାନା ଅଞ୍ଚଳରୁ ଉଦ୍ଧାର କରାଯାଇଛି ।  ପ୍ରାପ୍ତ ସୂଚନା ଅନୁସାରେ ଗତ କିଛି ଦିନ ହେବ ଖଣ୍ଡଗିରି ଥାନା ପୁଲିସ ବାଇକ ଚୋରିର ତଦନ୍ତ କରି ସୋନପୁର ଜିଲା…