କୁଚିଣ୍ଡା ଚାଷୀମାନେ କୃଷି ଅଫିସକୁ  ତାଲା ପକାଇଲେ 

0

କୁଚିଣ୍ଡା/ଶାନ୍ତନୁ ବେହେରା : କୁଚିଣ୍ଡା ଚାଷୀ ମାନେ ଏକ ବିରାଟ ରାଲି କରି କୃଷି ଅଫିସ୍ କୁ ଯାଇ ଥିଲେ କୁଚିଣ୍ଡା ବ୍ଲକ କୁ ସମ୍ପୂର୍ଣ୍ଣ ମରୁଡ଼ି ଘୋଷଣା ଦାବିରେ ସେମାନେ ଅଫିସ ଗେଟ୍ ବନ୍ଦ କରି ଦେଲେ। ତା ପରେ ତହସିଲ୍ କାର୍ଯ୍ୟାଳୟ କୁ ଯାଇ ଗେଟ୍ ରେ ତାଲା ପକାଇ ଦେଇଥିଲେ। ତା ପରେ ବ୍ଲକ କୁ ଯାଇ ବ୍ଲକ ଗେଟ୍ ତାଲା ପକାଇ ଦେଇଥିଲେ। ଓ ଶେଷରେ ଉପଜିଲ୍ଲାପାଳ କାର୍ଯ୍ୟାଳୟ କୁ ଯାଇ ଗେଟ୍ ରେ ତାଲା ପକାଇ ଦେଇ ଥିଲେ। ଏଥିରେ କୁଚିଣ୍ଡା ବିଧାୟକ ରବି ନାରୟଣ ନାୟକ ସାମିଲ୍ ଥିଲେ।

Leave A Reply

Your email address will not be published.